କେଉଁ ଜିନିଷ ଖାଇ ଘରୁ ବାହାରିଲେ କାର୍ଯ୍ୟରେ ସଫଳତା ମିଳିଥାଏ ? ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନକୁ ସହଜ ସୁନ୍ଦର କରିବା ପାଇଁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଜୀବନରେ ଯଦି ଚାକିରି, ବ୍ୟବସାୟ ବା ଅନ୍ୟ କୌଣସି କାର୍ଯ୍ୟରେ ସଫଳତା ମିଳୁ ନ ଥାଏ ତେବେ କିଛି ସହଜ ଉପାୟ କରିବା ଦ୍ଵାରା ସଫଳତା ଲାଭ ହୋଇଥାଏ । ସଫଳତା ପ୍ରାପ୍ତ କରିବା ପାଇଁ ପ୍ରଥମେ ନିଜ ମନ ପସନ୍ଦର କାର୍ଯ୍ୟ ବାଛିବା ଉଚିତ ।

୨- ଜୀବନରେ ଶୁଭ ଫଳ ପ୍ରାପ୍ତ କରିବାକୁ ହେଲେ ନଡିଆରେ ଚିନି ଭର୍ତ୍ତି କରି କୌଣସି ପିମ୍ପୁଡି ମନ୍ଦା ପାଖରେ ପୋତିବା ଦ୍ଵାରା ଶୁଭ ହୋଇଥାଏ । ଏହା ଦ୍ଵାରା ସଫଳତା ପ୍ରାପ୍ତ ହୋଇଥାଏ ।

୩- ଦୁଇ ବୁନ୍ଦା କର୍ପୁର ତେଲ ପାଣିରେ ପକାଇ ସ୍ନାନ କରିଲେ ଭାଗ୍ୟ ତେଜ ହେବା ସହ ଶରୀରରେ ପଜେଟିଭ ଶକ୍ତିର ସଂଚାର ହୋଇଥାଏ ।

୪- ଡାହାଣ ହାତର ତର୍ଜନୀ ଆଙ୍ଗୁଳିରେ ସୁନାର ମୁଦି ପିନ୍ଧିଲେ ଶୁଭ ହେବ ସହ କାର୍ଯ୍ୟ ସଫଳ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସକାଳୁ ଉଠିବା ପରେ ହାତ ପାପୁଲି ଦେଖିଲେ କାର୍ଯ୍ୟ କ୍ଷେତ୍ରରେ ସଫଳ ମିଳିଥାଏ ।

୫- ଜୀବନରେ ମନ ବାଞ୍ଛିତ ସଫଳତା ପ୍ରାପ୍ତ କରିବାକୁ ହେଲେ ପିତା ମାତାଙ୍କ ଆଶୀର୍ବାଦ ଆବଶ୍ୟକ ହୋଇଥାଏ । ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ଡାହାଣ ପାଦ ପକାଇ ବାହାରକୁ ଗଲେ ଶୁଭ ହୋଇଥାଏ ।

୬- ଯଦି କାର୍ଯ୍ୟରେ ଅସଫଳତା ମିଳୁଥାଏ ତେବେ ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଭଗବାନ ହନୁମାନଙ୍କ ଆରତୀ କରିଲେ ତାହା ଦୂର ହୋଇଥାଏ ।

୭- ଜୀବନରେ ସଫଳତା ଓ ଉନ୍ନତି ପ୍ରାପ୍ତ କରିବାକୁ ହେଲେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ । ପ୍ରତେକ ଦିନ ୨୧ ଥର ଗାୟତ୍ରୀ ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ କାର୍ଯ୍ୟ ସିଧି ହୋଇଥାଏ ।

୮- ଶୁଭ କାର୍ଯ୍ୟରେ ବାହାରକୁ ଯିବା ସମୟରେ ଘର ଆଗରେ କିଛି ଗୋଲମରୀଚ ପକାଇ ତା ଉପରେ ଚାଲିକି ଯିବା ଦ୍ଵାରା କାର୍ଯ୍ୟ ସଫଳ ହୋଇଥାଏ ।

୯- ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯିବାର ଥିଲେ କିଛି ଗୁଡ ଖାଇବା ସହ କିଛି ପାଣି ପାଣ ପିଇଲେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହିଥାଏ ।

୧୦- କୌଣସି ଜରୁରୀ କାମରେ ଘରୁ ବାହାରକୁ ଯିବା ସମୟରେ ରାସ୍ତାରେ କାଉ ପାଇଁ ରୁଟି ପକାଇଲେ ସଫଳତା ପ୍ରାପ୍ତ ହୋଇଥାଏ । କଂସା ପାତ୍ରରେ ୧୦ ଦିନରୁ ଅଧିକ ଦିନ ଯାଏଁ ରଖାଯାଇଥିବା ଘିଅ ଖାଇବା ଉଚିତ ନୁହେଁ । ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।

୧୧- ପୁରୁଣା ଘିଅକୁ ଉଷୁମ କରି ପିଲାଙ୍କ ଛାତି ଓ ପିଠିରେ ମାଲିସ କରିବା ଦ୍ଵାରା କଫ ଇତ୍ୟାଦି ଦୂର ହୋଇଥାଏ ।

୧୨- ଯଦି କୌଣସି ଶୁଭ କାର୍ଯ୍ୟରେ ଯିବାକୁ ଥାଏ ଗୋଟେ ଲେମ୍ବୁରେ ୪ଟି ଲବଙ୍ଗ ଲଗାଇ କରି ଓ ଓମ ଶ୍ରୀ ହନୁମତେ ନମହ ଏହି ମନ୍ତ୍ର ୨୧ ଥର ଜପ କରିବା ପରେ ଲେମ୍ବୁକୁ ପାଖରେ ରଖିକି ଯିବା ଦ୍ଵାରା ସୁଫଳ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *