ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।
ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ଜାଣିଥିଲେ ମଧ୍ୟ ଅନେକ ସମୟରେ ଦରକାରୀ ସମୟରେ ଦେଇ ପାରି ଣ ଥାନ୍ତି । ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ତେବେ ଏହି ସବୁ ପ୍ରଶ୍ନ ବହୁତ ସହଜ ଓ ସରଳ । ଯାହା ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାଣିବା ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ।
1- ଗୋଟିଏ ବର୍ଷ ରେ କେତେ ଥର ଚନ୍ଦ୍ରଗ୍ରହଣ ହୋଇଥାଏ ?
ଉତ୍ତର- 5 ଥର ।
2- କଲରା ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ?
ଉତ୍ତର- କୋଷ୍ଠ କାଠିନ୍ଯ ।
3- କେଉଁ ଜୀବ ର କେବେ ବି ମୃତ୍ୟୁ ହୋଇ ନ ଥାଏ ?
ଉତ୍ତର- ଜେଲି ଫିସ ।
4- ଭାରତର କେଉଁ ପ୍ରଧାନମନ୍ତ୍ରୀ 3ଟି ବିବାହ କରିଥିଲେ ?
ଉତ୍ତର- ମୋରାରଜି ଦେଶାଇ ।
5- ଧୁଳି ପ୍ରଦ୍ଯୁଷଣ କୁ ରୋକିବାରେ କେଉଁ ଗଛ ସାହାର୍ଯ୍ୟ କରିଥାଏ ?
ଉତ୍ତର- ପିପଲ ଗଛ ।
6- କୁମ୍ଭ ମେଳା କେତେ ବର୍ଷରେ ଥରେ ହୋଇଥାଏ ?
ଉତ୍ତର- 12 ବର୍ଷ ।
7- ମରୁଭୁମି ରେ କେଉଁ ଗଛ ଅଧିକ ଦେଖା ଯାଇଥାଏ ?
ଉତ୍ତର- କ୍ୟାକଟସ ଗଛ ।
8- ବର୍ଷର କେଉଁ ମାସରେ ଅଧିକ ସଂଖ୍ୟା ରେ ଶିଶୁ ଜନ୍ମ ହୋଇଥାନ୍ତି ?
ଉତ୍ତର- ଅଗଷ୍ଟ ।
9- ଭାରତର କେଉଁ ସହରକୁ ସ୍ଵପ୍ନ ର ସହର ବୋଲି କୁହା ଯାଇଥାଏ ?
ଉତ୍ତର- ମୁମ୍ବାଇ ।
10- ଦି ସିଟି ଅଫ ଡ୍ରିମ କେଉଁ ସହରକୁ କୁହାଯାଏ ?
ଉତ୍ତର- ମୁମ୍ବାଇ ।
11- ନଡିଆ ତେଲ ସହିତ କଣ ମିଶାଇ ଲଗାଇଲେ ଶ୍ୟାମଳ ରଙ୍ଗ ଗୋରା ହୋଇଯିବ ?
ଉତ୍ତର- ଲେମ୍ବୁ ଓ ଅଁଳା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।