ଏହି 7ଟି ଅଙ୍ଗରେ କଳାଜାଇ ଥିବା ଲୋକ ବନିଥାନ୍ତି ଧନୀ ! ଦେଖନ୍ତୁ ଆପଣଙ୍କର ଅଛି କି

ପୃଥିବୀରେ ସମସ୍ତ ମନୁଷ୍ୟଙ୍କ ଶରୀରରେ କଳାଦାଗ ବା କଳାଜାଇ ଥାଏ । ଏହି କଳାଜାଇ ଆପଣଙ୍କ ଭବିଷ୍ୟତ ଓ ଆପଣଙ୍କ ଜୀବନରେ କେତେ ସଫଳତା ମିଳିବ ସେହି ବିଷୟରେ ଦର୍ଶାଇଥାଏ । ଆଜି ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ କୁହାଯାଇଥିବା କଳାଜାଇ ଓ ସେହି ସ୍ଥାନର ତଥ୍ୟ ବିଷୟରେ । କଳାଜାଇ ଶରୀରର କେଉଁ ସ୍ଥାନରେ ଥିବା ଦ୍ଵାରା କଣ ହୋଇଥାଏ । ସମୁଦ୍ର ଶସ୍ତ୍ର ଅନୁସାରେ ଯେଉଁ ବ୍ଯକ୍ତିର ନାକ ଉପରେ କଳାଜାଇ ଥାଏ ସେହି ବ୍ୟାକଟୁ ବହୁତ ସ୍ବାଭିମାନି ହୋଇଥାନ୍ତି ।

ଏହି ବ୍ୟକ୍ତି ବହୁତ କୋମଳ ହେବା ସହ ବହୁତ ଫୁଲେଈ ସ୍ଵଭାବର ହୋଇଥାନ୍ତି । ଯେଉଁ କାମ କରିବାର ଥରେ ସ୍ତିର କରିଥାନ୍ତି ସେହି କାର୍ଯ୍ୟରେ ସଫଳ ହେବ ଯାଏ ଚେଷ୍ଟା କରିଥାନ୍ତି । ଦ୍ଵିତୀୟରେ ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିର ମାଝି ସ୍ଥାନରେ କଳାଜାଇ ଥାଏ ଏହାକୁ ବହୁତ ଶୁଭ ମାନାଯାଇଥାଏ । ଶସ୍ତ୍ର ଅନୁସାରେ ଏହି ବ୍ୟକ୍ତିଙ୍କ କାର୍ଯ୍ୟ କେବେବି ଅଟକି ରହିନଥାଏ । କିନ୍ତୁ ଏହି ବ୍ୟକ୍ତିଙ୍କ ଭାଗ୍ଯର ଉଦୟ ବିବାହ ପରେ ହିଁ ହୋଇଥାଏ । ଏହି ବ୍ୟକ୍ତିଙ୍କ ଜୀବନରେ କେବେବି ଧନର ଅଭାବ ରହିନଥାଏ ।ସର୍ବଦା ହାତରେ ଧନର ପୂର୍ଣ ହୋଇ ରହିଥାଏ ।

ଏହି ବ୍ୟକ୍ତି ସ୍ବଭାବରେ ମନମୋହୀ ନେବାଭଳି ହୋଇଥାନ୍ତି । ତୃତୀୟରେ ବ୍ୟକ୍ତିଙ୍କ ପାଦ ଆଙ୍ଗୁଠିରେ କଳାଜାଇ ଥିବା ବ୍ୟକ୍ତିଙ୍କୁ ଭାଗ୍ୟ ଓ ଧନର ଲାଭ ଅବଶ୍ୟହିଁ ମିଳିଥାଏ । କିନ୍ତୁ ଏହି ବ୍ୟକ୍ତି ବୁଲିବା ଓ ଆନନ୍ଦ କରିବାକୁ ବହୁତ ପସନ୍ଦ କରିଥାନ୍ତି । ଏହି କାରଣରୁ ଧନର କେବେବି ରହିନଥାଏ । କାରଣ ସର୍ବଦା ବୁଲାବୁଲି ଓ ମଜାମସ୍ତି କରିବାରେ ଏହି ବ୍ୟକ୍ତି ସବୁ ଟଙ୍କା ଖର୍ଚ କରିଦେଇଥାନ୍ତି । ଏହି ବ୍ୟକ୍ତି ନିଜ ଜୀବନକୁ ଖୋଲିକି ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତିଙ୍କ ମନ ବହୁତ ଚଞ୍ଚଳ ହୋଇଥାଏ ,ଏଥିପାଇଁ ସବୁ ସମୟକୁ ଖୁସିରେ ବ୍ଯତୀତ କରିବାକୁ ଚାହିଁଥାନ୍ତି ।

ସର୍ବଦା ଖୁସି ରହିବାକୁ ପସନ୍ଦ କରିଥାନ୍ତି । ଚତୁର୍ଥରେ ହାତର ମାଝି ଆଙ୍ଗୁଠି ବା ତୃତୀୟ ଆଙ୍ଗୁଠି ଉପରେ କଳାଜାଇ ହେବା । ଏହି ବ୍ୟକ୍ତି କର୍ମ ଓ ଭାଗ୍ଯର ଧନୀ ହୋଇଥାନ୍ତି । ଏପରି ବ୍ୟକ୍ତି ନିଜ ଭାଗ୍ୟ ନିଜେ ଲେଖିଥାନ୍ତି । ଏହି ବ୍ୟକ୍ତି ବହୁତ ଆଗକୁ ଜୀବ ପାଇଁ ପସନ୍ଦ କରିଥାନ୍ତି ଓ ନିଜେ ଆଗକୁ ଜୀବ ସହ ଅନ୍ୟ ମାନଙ୍କୁ ମଧ୍ୟ ଆଗକୁ ନେଇଥାନ୍ତି । ପଞ୍ଚମରେ ବ୍ଯକ୍ତିର ଗଳାରେ ବା ବେକରେ କଳାଜାଇ ହେବା ବ୍ୟକ୍ତି ସମୁଦ୍ର ଶସ୍ତ୍ର ଅନୁସାରେ ବୁଦ୍ଧିମତି ବୋଲି ମାନାଯାଇଥାଏ । ଏହି ବ୍ୟକ୍ତି ନିଜ ବୁଦ୍ଧିରେ ଧାନ ଅର୍ଜନ କରିଥାନ୍ତି ।

ଯେଉଁ ମହିଳା ମାନଙ୍କର ବେକରେ କଳାଜାଇ ଥାଏ ବହୁତ ସୁନ୍ଦର ସହିତ ବହୁତ ଚତୁର ମଧ୍ୟ ହୋଇଥାନ୍ତି । କାନରେ କଳାଜାଇ ଥିବା ବ୍ୟକ୍ତି ବିଚାରରେ ଧନୀ ହୋଇଥାନ୍ତି । ବହୁତ କଣ ବ୍ୟକ୍ତିଙ୍କର ଓଠ ପାଖରେ କଳାଜାଇ ଥାଏ । ସେହି ବ୍ୟକ୍ତି ସ୍ବଭାବରେ ବହୁତ ଭଲ ହୋଇଥାନ୍ତି । ନିଜ କଥାରେ ସମସ୍ତଙ୍କ ମନକୁ ମୋହି ଦେଇଥାନ୍ତି । ଯେତେବୀ କଠିନ କାର୍ଯ୍ୟ ହେଉ ନିଜ ମଧୁର ବାଣୀ ସାହାର୍ଯ୍ୟରେ ସେହି କାର୍ଯ୍ୟରେ ସଫଳ ହୋଇଥାନ୍ତି । ଏହି ବ୍ୟକ୍ତି ସର୍ବଦା ନିଜେ ହସିବ ସହ ସମସ୍ତଙ୍କୁ ହସାଇଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *