ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆଶା କରୁଛୁ ନିଶ୍ଚୟ ବହୁତ ଭଲରେ ଥିବେ । କଣ ଆପଣ ବି ଜାଣିବାକୁ ଚାହୁଁଛନ୍ତି କୌଣସି ପାଖ ଲୋକଙ୍କର ସତ୍ୟତା ତେବେ ଆଜିର ଆମର ବିଷୟ ବସ୍ତୁ ଏହା ଅହିନ ରହିଛି । ଆପଣ କାହାର ନାଁ ଭାବି ବାଛନ୍ତୁ ଆମେ ଦେଇଥିବା ଯେ କୌଣସି ଗୋଟିଏ ନମ୍ବର । ଆପଣଙ୍କୁ ବାସ ଏତିକି କରିବାର ଆସି କି ୪୦୫ ରୁ ୪୦୯ ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ତା ପରେ ଆମେ ଆପଣଙ୍କୁ କହିବୁ ତାଙ୍କର ସତ କଣ ? ତେବେ ଆପଣ ରେଡି ଅଛନ୍ତି ଆସନ୍ତୁ ଆରମ୍ଭ କରିବା ।
୧- ଯଦି ଆପଣ ୪୦୫ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣ ତାଙ୍କର ଜୀବନ ଅଟନ୍ତି । ସେ ଆପଣଙ୍କୁ ଜୀବନ କାଳରେ କେବେ ବି ହରାଇବାକୁ ଚାହୁଁ ନାହାନ୍ତି । ଏତେ ଭଲ ପାଉଛନ୍ତି ସେ ଆପଣଙ୍କୁ । ସେ ଆପଣଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି । ଯାହା ସେ ମଧ୍ୟ ଆପଣଙ୍କ ଠାରୁ ଆଶା ରଖୁଛନ୍ତି ।
୨- ଆପଣ ଯାହାର ନାଁ ଭାବି ୪୦୬ ନମ୍ବର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ କେବେ ବି ସତ କୁହନ୍ତି ନାହି । ସେ କେବଳ ଆପଣଙ୍କୁ ମିଛ ହିଁ ସବୁବେଳେ କହିଥାନ୍ତି । ଆପଣଙ୍କ ସମାନ ରେ ସେ ଆଗରୁ ବି ଅନେକ ଥର ମିଛ କହି ସାରିଛନ୍ତି । ଆପଣ ତାଙ୍କ କଥାକୁ ସବୁବେଳେ ସତ ହିଁ ମାନୁଛନ୍ତି ।
୩- ଆପଣ ଯାହାର ବି ନା ଭାବି ୪୦୭ ନମ୍ବର ଚୁଜ କରିଛନ୍ତି ସେ ସଚ୍ଚା ହୃଦୟର ମଣିଷ ଅଟନ୍ତି । ସେ ଥରେ ଯାହାକୁ ବି ଭଲ ପାଇବେ ହୃଦୟରୁ ସେହି ସମ୍ପର୍କ କୁ ବେଶ ଭଲ ଭାବେ ନିଭାଇବେ ଏମିତି ମଣିଷ ଅଟନ୍ତି ସେ । ସେ ବହୁତ ସଚ୍ଚା ହୃଦୟର ବ୍ୟକ୍ତି ଅଟନ୍ତି ।
୪- ଆପଣ ଯାହାର ନାଁ ଭାବି ୪୦୮ ଅନମ୍ବର ଚୟନ କରିଛନ୍ତି ସେ ଆପଣଙ୍କୁ ତାଙ୍କର କେବଳ ବେଷ୍ଟ ଫ୍ରେଣ୍ଡ ମାନୁଛନ୍ତି । ସେ ଆପଣଙ୍କ ସହ ଯେଉଁ ସମ୍ପର୍କ ତିଆରି କରିଥାନ୍ତି କେବେ ବି ଭାଙ୍ଗନ୍ତି ନାହି । ସେ ତାଙ୍କର ସମ୍ପର୍କ କୁ ଖୁବ ଭଲ ଭାବେ ନିଭାଇଥାନ୍ତି ।
୫- ଆପଣ ଯାହାର ବି ନା ନେଇ ୪୦୯ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ମନେ ମନେ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ ତାଙ୍କ ମନରେ ସେତିକି ସାହସ ନାହି ସେ ଆପଣଙ୍କୁ ଭଲ ପାଇବା ବିଷୟରେ କହି ପାରିବେ । ତେବେ ଆଶା କରୁଛୁ ଆପଣଙ୍କୁ ଆପଣଙ୍କର ଜବାବ ମିଳି ଯାଇଥିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମେ ଆପଣ ମାନଙ୍କ ପାଇଁ ଏମିତି କୁଇଜ ଗେମ ଆଗକୁ ମଧ୍ୟ ନେଇ କରି ଆସିବୁ, ଧନ୍ୟବାଦ ।