ମାର୍ଗଶିର ମାସରେ ଏହି 5ଟି ବଡ଼ ଭୁଲ କଲେ ମା ଲଷ୍ମୀ ଆପଣଙ୍କ ଘର ର ସୀମା ମାଡିବେ ନାହିଁ ! ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆରମ୍ଭ ହେବାକୁ ଯାଉଛି ମାର୍ଗଶିର ମାସ । ଏହି ମାସ ମା ଲକ୍ଷ୍ମୀ ଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହା ମଧ୍ୟ ହିନ୍ଦୁ ଧର୍ମ ଅନୁଯାୟୀ ଏକ ପବିତ୍ର ମାସ ଅଟେ । ଏହି ମାସରେ ମା ଲକ୍ଷ୍ମୀ ଙ୍କ ପୂଜା ଆରାଧନା କରିବା ପାଇଁ ସମସ୍ତେ ଚାହି କି ବସିଥାନ୍ତି । ତେବେ ମା ଲକ୍ଷ୍ମୀ ଙ୍କ ଦୟା ଦ୍ରୁଷ୍ଟି ପଡିଲେ ସେହି ବ୍ୟକ୍ତି ଫକିର ରୁ କୁବେର ପାଲଟି ଯାଇଯାଏ । କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀଙ୍କ କୋପ ଦ୍ରୁଷ୍ଟି ପଡେ ସେ ରାଜାରୁ ଭିକାରି ହୋଇଯାଏ । ଆଜି ଆମେ ଆପଣଙ୍କୁ ମାର୍ଗଶିର ମାସରେ କେଉଁ ଭୁଲ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତି ଙ୍କ ଘର ଅପରିଷ୍କାର ରହିଥାଏ ସେଭଳି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । ତେଣୁ ଘରକୁ ସର୍ବଦା ସଫା ସୁତୁରା କରି ରଖନ୍ତୁ । ଯାହା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବେ ।

୨- କେଉଁ ବ୍ୟକ୍ତି କାମ ଓ ମୋହର ଭାବନା କୁ ଆଦରି ଧର୍ମ ମାର୍ଗ କୁ ଭୁଲି ଯାଇଥାଏ ସେଠାରେ ମଧ୍ୟ ମା ଲକ୍ଷ୍ମୀ ବାସ କରନ୍ତି ନାହି । ତେଣୁ କାମ ଓ ମୋହ ର ଭାବନା ଠାରୁ ଏଇ ରହିବା ଉଚିତ ।

୩- ଯେଉଁ ବ୍ୟକ୍ତି ଙ୍କ ମନରେ ଅହଂକାର ନିଜକୁ ସର୍ବ ଶ୍ରେଷ୍ଠ ମାନେ କରିଥାନ୍ତି ସେଭଳି ବ୍ୟକ୍ତି ପାଖରେ ମା ଲକ୍ଷ୍ମୀ କେବେ ବି ରୁହନ୍ତି ନାହି । ଏଭଳି ବ୍ୟକ୍ତି ଙ୍କ ଘରେ ମା ଲକ୍ଷ୍ମୀ କେବେ ବି ଆଗମନ କରନ୍ତି ନାହି ।

୪- ଯେଉଁ ଠାରେ ନାରୀ ଙ୍କୁ ସମ୍ମାନ ଦିଆଯାଏ ନାହି ଓ ନାରୀ ଅମାନଙ୍କୁ ଶୋଷଣ କରାଯାଏ ସେଠାରେ ମା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହି । ଏଭଳି ସ୍ଥାନର ଆଖ ପାଖରେ ବି ମା ଲକ୍ଷ କଦାପି ଅବସ୍ଥାନ କରନ୍ତି ନାହି ।

୫- ଯେଉଁ ଆନେ ଲୋଭ ର ବଶବର୍ତ୍ତୀ ହୋଇ ମା ଲକ୍ଷ୍ମୀ ଙ୍କ ସ୍ମରଣ କରିଥାନ୍ତି ମା ଲକ୍ଷ୍ମୀ କେବେ ବି ସେଠାରେ ବାସ କରନ୍ତି ନାହି । କାରଣ କଥା ରେ ଅଛି ଲୋଭ ପାପ ର କାରଣ ଅଟେ । ତେଣୁ ଏଭଳି ସ୍ଥାନରେ ମା ଲକ୍ଷ୍ମୀ ରୁହନ୍ତି ନାହି ।

୬- ଯେଉଁ ସ୍ଥାନରେ ହିଂସା ଓ ଅନୈତିକ କାର୍ଯ୍ୟ ଚାଲିଥାଏ ସେଠାରେ ମା ଲକ୍ଷ୍ମୀ କଦାପି ବାସ କରନ୍ତି ନାହି । ଯେଉଁଠି ପଶୁ ପକ୍ଷୀ ମାନଙ୍କ ଉପରେ ଅତ୍ୟାଚାର ହେଉଥାଏ ସେଠାରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହି । ତେଣୁ ମାର୍ଗଶିର ମାସରେ କଦାପି ଏଭଳି ଭୁଲ କରିବା ଉଚିତ ନୁହେଁ । ନଚେତ ମା ଲକ୍ଷ୍ମୀ ଙ୍କ କୋପ ଦ୍ରୁଷ୍ଟି ର ଶିକାର ହେବାକୁ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *