ନମସ୍କାର ବନ୍ଧୁଗଣ, ପ୍ରତେକ ମଣିଷଙ୍କ ଜୀବନରେ କେତେବେଳେ ସୁଖ ତ କେବେ ଦୁଖ ଆସିଥାଏ । ଜୀବନରେ ଦୁଖ ନ ଥିଲେ ବି ସୁଖର ଆନନ୍ଦ ଅନୁଭବ ହୋଇପାରେ ନାହିଁ । ଏହି ସବୁ ପରିବର୍ତ୍ତନ କାରଣରୁ ଗ୍ରହର ଚଳନରେ ପରିବର୍ତ୍ତନ ହୋଇଥାଏ । ପ୍ରତେକ ମଣିଷଙ୍କ ଜୀବନରେ ଘଟୁଥିବା ଘଟଣାମାନ ପାଇଁ ଗ୍ରହର ଚଳନ ଦାୟୀ ହୋଇଥାଏ । ପ୍ରତେକ ୧୦୦ ବର୍ଷକୁ ଥରେ ଗ୍ରହରେ ଚଳନ ହୋଇଥାଏ । ଏବେ ଆସନ୍ତୁ ଜାଣି ନେବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।
ମେଷ ରାଶି: ଯଦି ଆପଣ ନିଜ ଜୀବନରେ ସୌଭାଗ୍ୟ ଆଣିବା ପାଇଁ ଚାହୁଁଛନ୍ତି ତେବେ ତୁଳସୀ ଗଛରେ ଲାଲ ରଙ୍ଗର ଓଢଣି ଚଢାନ୍ତୁ । ବୃଷ ରାଶି: ଆପଣ ଯଦି ନିଜ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତାର ସିଢି ଚଢିବାକୁ ଚାହୁଁଛନ୍ତି ତେବେ ଆଜି ଭଗବାନ ବିଷ୍ଣୁ ଏବଂ ତୁଳସୀ ଗଛର ପୂଜା କରନ୍ତୁ ।
ମିଥୁନ ରାଶି: ନିଜ ଜୀବନରେ ସବୁବେଳେ ଖୁସିର ଆଗମନ ଚାହୁଥିଲେ ଆପଣ ଅଟା ଚକଟି ସେଥିରେ ଚିନି ମିଶାନ୍ତୁ । ଏହାପରେ ସେଥିରେ କଦଳୀ ଓ ତୁଳସୀ ପତ୍ର ପକାଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ । ଏହାପରେ ବାକି ଥିବା ସମସ୍ତ ପ୍ରସାଦକୁ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । କର୍କଟ ରାଶି: ଯଦି ଆପଣ ନିଜ ଚାକିରିରେ ଭଲ ଆମଦାନୀ କରିବାକୁ ଚାହୁଁଛନ୍ତି ତେବେ ବିଷ୍ଣୁ ଭଗବାନଙ୍କୁ ହଳଦୀ ଟୀକା ଲଗାନ୍ତୁ । ଏବଂ ତୁଳସୀ ଜଳରେ ତାଙ୍କର ପୂଜା କରନ୍ତୁ ।
ସିଂହ ରାଶି: ଯଦି ଆପଣ ବିବାହିତ ଏବଂ ଆପଣଙ୍କ ମଧ୍ୟରେ ବାଦ ବିବାଦ ରହିଛି ତେବେ ଉଭୟ ସ୍ଵାମୀ ସ୍ତ୍ରୀ ଦକ୍ଷିଣା ବର୍ତ୍ତୀ ଶଙ୍ଖରେ ଜଳ ପୂର୍ଣ କରନ୍ତୁ । ଏହାପରେ ଏହାକୁ ବିଷ୍ଣୁ ଭଗବାନଙ୍କୁ ଅର୍ପଣ କରନ୍ତୁ । କୌଣସି ମନ୍ଦିର କିମ୍ବା ବଗିଚାରେ ତୁଳସୀ ଗଛ ରୋପଣ କରିବା ଉଚିତ । କନ୍ୟା ରାଶି: ଆପଣ ତୁଳସୀ ଗଛର ଚେର ପାଖରେ ହଳଦିଆ ରଙ୍ଗର କପଡା ରଖନ୍ତୁ ।
ଏବଂ ତୁଳସୀ ମାତାଙ୍କୁ ମିଶ୍ରି ଭୋଗ ଚଢାଇବା ଦରକାର । ଏହାପରଦିନ ଗଛକୁ ଅର୍ପଣ କରିଥିବା ହଳଦିଆ କପଡାଟିକୁ ବ୍ରାହ୍ମଣକୁ ଦାନ କରି ଦିଅନ୍ତୁ । ତୁଳା ରାଶି: ନିଜ ଝିଅ ବିବାହରେ କୌଣସି ସମସ୍ୟା ଦେଖା ଦେଉଥିଲେ ୫ଟି ତୁଳସୀ ପତ୍ରରେ ହଳଦୀ ଟୀକା ଲଗାଇ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବା ଜରୁରୀ ଅଟେ ।
ବିଛା ରାଶି: ନିଜ ମନ ପସନ୍ଦର ଜୀବନ ସାଥି ପାଇବାକୁ ଚାହୁଁଥିଲେ ଆପଣ ଓମ ନମ ଭଗବତେ ନାରାୟଣ ମନ୍ତ୍ର ଜପ କରି ତୁଳସୀ ପୂଜା କରନ୍ତୁ । ଧନୁ ରାଶି: ଅର୍ଥିକ ବୃଦ୍ଧି ନିମନ୍ତେ ତୁଳସୀ ଗଛ ପାଖରେ ଘିଅର ଦୀପ ଜଳାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।