ବାଛନ୍ତୁ ଗୋଟିଏ ରଙ୍ଗର ମାଛ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ- Personality Test

ଏହି ତିନୋଟି ରଙ୍ଗର ମାଛ ମଧ୍ୟରୁ ନୀଳ ରଙ୍ଗ ବିଷୟରେ ଜାଣିବା । ଏହି ନୀଳରଙ୍ଗର ମାଛ ଚୟନ କରିଥିବା ବ୍ୟକ୍ତି ଜୀବନରେ ଏବେ ଭଲ ରହିଅଛି । ଅତୀତରେ ବହୁତ ଖରାପ ସମୟ ଚାଲିଯାଇଛି ଯାହାକି ସେ ସମୟ ଖରାପ ଥିଲା  । ଏହା ଆପଣଙ୍କ ଜାତକ ର ମନ୍ଦ ଫଳ ଯାହା ବିତିଯାଇଛି । ଶାରୀରିକ ଯନ୍ତ୍ରଣା ପୀଡା କରିଛନ୍ତି । ଆର୍ଥିକ ସମସ୍ଯା ରହିଛି ସମ୍ମାନ  ବହୁତ ବେଜିତ ମଧ୍ୟ ହୋଇଛନ୍ତି ।

ଏସବୁ ସମସ୍ୟାର ସମାଧାନ ଇଷ୍ଠଦେବୀଙ୍କୁ ପୂଜା କରନ୍ତୁ ।ଏବେ ଆପଣଙ୍କର ଭଲ ରହିଛି ଯାହାକି ଜୀବନରେ ପରିବର୍ତ୍ତନ ଆଣିବ ।ଆପଣଙ୍କ ବନ୍ଧୁ ମିଳନ ହେବ ଏବଂ ଗ୍ରହ ରିଷ୍ଠ  ଖଣ୍ଡନ ହେବ । ଗ୍ରହ ରିଷ୍ଠ  ଖଣ୍ଡନ ନିମନ୍ତେ ମୁକ୍ତା କୁ ରୂପ ମୁଦ୍ରିକା ରେ ଧାରଣ କରନ୍ତୁ  । ଏହା ଦ୍ଵାରା ସବୁ ଗ୍ରହ ଜନିତ ବାଧା ଦୂର ହେବ ।ଶୁଭଫଳ ମଧ୍ୟ ପ୍ରାପ୍ତି ହେବ ।  ଏହି ହଳଦିଆ ରଙ୍ଗର ମାଛ ଚୟନ କରିଥିବା ବ୍ୟକ୍ତି ଜୀବନରେ ଶୁଭ ଫଳ ଲାଭହେବାର ଅଛି ।

ଜ୍ୟୋତିଷଙ୍କୁ ଜାତକ ଦେଖାଇ ଚନ୍ଦ୍ରବଳ  ହୀନ ରବି ପାପଗୃହ ଶତ୍ରୁ କବଳିତ ଆଉ ରାହୁ ବୃହସ୍ପତିର ଶୁଭ ଫଳକୁ ଖଣ୍ଡନ କରୁଛି ।ସବୁ କିଛି ସମସ୍ୟାର ସମାଧାନ ଅଛି । ଏହା ପାଇ ରୂପା ମୁଦିରେ ମୁକ୍ତା ଓ ବଏଦୃଜ୍ୟ ମୁଦି ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୁଏ । ବହୁ ଶୀଘ୍ର ବନ୍ଧୁଙ୍କ ସହଯୋଗରେ ଆସିବେ । ସେହି ବନ୍ଧୁଙ୍କ ପାଇ ବହୁତ ଲାଭବାନ ହେବେ ।ବନ୍ଧୁମାନେ ସାହାଜ୍ଯ କରିବେ ।

ଏହାଙ୍କ ଦୟାର ଆପଣଙ୍କ ଚିନ୍ତା ଦୂର ହେବ । ଏହି ସାତ  ଦିନ ମଧ୍ୟରେ ମନ୍ଦିରରେ ପୂଜାରୀ ବା ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ଶୁଭ ପରିବର୍ତନ ହେବ । ଯେଉଁ ବ୍ୟକ୍ତି ନାଲି ରଙ୍ଗର ମାଛକୁ ଚୟନ କରିଛନ୍ତି ।ସେମାନେ ଭଗବାନ ଙ୍କୁ ବିଶ୍ଵାସ କରନ୍ତି ନାହି ।ପିତା ମାତା  ଙ୍କୁ ମଧ୍ୟ ବିଶ୍ବାସ କରନ୍ତି ନାହି ।  ସାନା ବଡ ମାନନ୍ତି  ନାହି  ।  ବହୁ ଚିନ୍ତା ରେ ରୁହନ୍ତି ବା ମନ ସ୍ଥିର ରୁହେ ନାହି।ସବୁବେଳେ ମନ ଚଞ୍ଚଳ ରୁହେ ।

ସବୁବେଳେ ଖରାପ ଚିନ୍ତା ଧାରା ମନକୁ ଆସେ । ଯେଉଁମାନେ ଆଗରୁ ରକ୍ଷା କରୁଥିଲେ ସେହିମାନେ ଏବେ ସାହାଜ୍ୟ କରିବେ ।ଏହାର ସମାଧାନ ମଧ୍ୟ ଅଛି କୌଣସି ପଣ୍ଡିତଙ୍କ ପରାମର୍ଶରେ  ଗ୍ରହ ମାନଙ୍କର କରନ୍ତୁ ବା ତାଙ୍କ ଆଦେଶରେ ଜପ କରନ୍ତୁ । ଶୁଭ ଫଳ ବିଳମ୍ବରେ ଆସିପାରେ । ଆପଣ କେଉଁଠି ସ୍ୱଜନିତ କୁକର୍ମ କରିଛନ୍ତି ଯାହାର ପ୍ରଭାବ ଏବେ ଆପଣଙ୍କ ଉପରେ ପଡୁଛି । ଆପଣ କେଉଠି ଅପ୍ରିୟ ସତ୍ୟ କହିଦେଉଛନ୍ତି ଯାହା ପାଇ ଅସୁବିଧାରେ ପଡ଼ୁଛନ୍ତି । ଏବେ ଆପଣଙ୍କ ସମୟ ଭଲ ଚାଲିଛି ବନ୍ଧୁ ମାନେ ନିଜର ହେବେ ରାଜକୀୟରେ ପରିବର୍ତ୍ତନ ଆସିବ ।

Leave a Reply

Your email address will not be published. Required fields are marked *