ହାତ ପାପୁଲିରେ ଏହି ଚିହ୍ନ ଥିଲେ ବଦଳିଯାଏ ଭାଗ୍ୟ, ଏବେ ହିନ ଦେଖନ୍ତୁ ଆପଣଙ୍କ ହାତରେ ନାହିଁ ତ ?

ନମସ୍କାର ବନ୍ଧୁଗଣ, ଆମ ହାତର ରେଖାରେ ଅନେକ ଅକ୍ଷର ଲୁଚି ରହିଥାଏ । ସେହିସବୁ ଅକ୍ଷରର ଅର୍ଥ ବହୁତ କିଛି ସୁଚାଇଥାଏ ଭାଗ୍ୟ ଏବଂ ଭବିଷ୍ୟତ ସମ୍ପର୍କରେ । ମଣିଷ ନିଜ ଜନ୍ମ ସମୟରୁ ଭାଗ୍ୟର ସୂଚକ ନିଜ ହାତର ପାପୁଲି ରେଖାରେ ନେଇ ଆସିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ହାତରେ ରହିଥିବା ଅକ୍ଷରର ଚିହ୍ନ ଥିଲେ ତାହା କେଉଁ ସୂଚନା ଦେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ହାତର ପାପୁଲିରେ ଥିବା ସେହି ଚିହ୍ନ ସମ୍ପର୍କରେ ।

ଯେଉଁମାନଙ୍କ ହାତ ପାପୁଲିରେ M ଅକ୍ଷର ରହିଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହାସହିତ ବ୍ୟବସାୟରେ ଭଲ ପାର୍ଟନର ମଧ୍ୟ ସାବ୍ୟସ୍ତ ହୋଇଥାନ୍ତି । ଆପଣ ଯାହାକୁ ଭଲ ପାଉଥାନ୍ତି ଯଦି ତାଙ୍କ ହାତରେ M ଅକ୍ଷର ରହିଥାଏ ତେବେ ଆପଣ ତାଙ୍କୁ କେବେ ମଧ୍ୟ ମିଛ କଥା କହିପାରିବେ ନାହିଁ । କାରଣ ସେ ଅତି ସହଜରେ ସମସ୍ତ ମିଛକୁ ଧରି ନେଇଥାନ୍ତି ।

କୌଣସି ମଣିଷର ମନର କଥାକୁ ଏମାନେ ସହଜରେ ପଢି ପାରିବାର ବା ଜାଣିବାର କ୍ଷମତା ରଖନ୍ତି । ପୁରୁଷ ହୁଅନ୍ତୁ ବା ମହିଳା ଯଦି ଉଭୟଙ୍କ ହାତରେ ଏହି M ଅକ୍ଷର ରହିଥାଏ ତେବେ ଉଭୟ ଉଭୟଙ୍କ ପାଇଁ ଉଚ୍ଚକୋଟିର ସାବ୍ୟସ୍ତ ହୋଇଥାନ୍ତି । ଦୁହିଁଙ୍କ ବୈବାହିକ ଜୀବନ ବହୁତ ସୁଖମୟ ରହିଥାଏ । ଯଦି ଆପଣଙ୍କ ହାତରେ ଏହି M ର ଚିହ୍ନ ରହିଥାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ବୋଲି ଜାଣିଯିବେ ।

ଏହି ବ୍ୟକ୍ତି ଯେକୌଣସି ସମୟରେ ଯେକୌଣସି ସମସ୍ୟାର ସମାଧାନ ଅତି ସହଜରେ କରିଦେଇଥାନ୍ତି । ଏମାନଙ୍କ ପାଖରେ ସମସ୍ତ କାର୍ଯ୍ୟ ପାଇଁ ବହୁତ ଅଧିକ ସାହସ ଭରି ହୋଇ ରହିଥାଏ । ଏପରି ବ୍ୟକ୍ତିଙ୍କୁ ଭଗବାନଙ୍କର ନିଶେଷ ଆଶୀର୍ବାଦ ମିଳିଥାଏ । ଏମାନେ ପ୍ରତ୍ୟକ କ୍ଷେତ୍ରରେ ସଫଳ ହୋଇଥାନ୍ତି । ଭଗବାନଙ୍କର ଅତି ପ୍ରିୟ ହୋଇଥାନ୍ତି ଏହି ଲୋକ ।

ତେଣୁ ଏମାନେ କରୁଥିବା ପ୍ରାଥନା ବହୁତ ଶୀଘ୍ର ପୁରା କରନ୍ତି ଭଗବାନ ।ଯଦି ଏମାନେ ଅନ୍ୟ କାହା ପାଇଁ ବି ପ୍ରାଥନା କରନ୍ତି ତେବବେ ତାହା ଅତି ସହଜରେ ପୁରା ହୋଇଯାଏ । ଏମାନଙ୍କ ମୁହଁରୁ ଯଦି କାହା ପାଇଁ ଅଭିଶାପ ମଧ୍ୟ ବାହାରିଥାଏ ତେବେ ତାହା ମଧ୍ୟ ଖୁବ ଶୀଘ୍ର ଫଳି ଯାଇଥାଏ ସେହି ବ୍ୟକ୍ତି ଉପରେ । ଏମାନେ ଯାହା ସାଙ୍ଗରେ ମିତ୍ରତା କରନ୍ତି ସେମାନଙ୍କ ଭାଗ୍ୟକୁ ମଧ୍ୟ ଏମାନେ ଚମକାଇ ଦେଇଥାନ୍ତି ।

ଏହି ଅକ୍ଷର ହାତରେ ଥିବା ଲୋକ ଯାହାର ବି ସାଥି ହୁଅନ୍ତି ନିଜ ସହ ତାଙ୍କ ସାଥିଙ୍କ ଭାଗ୍ୟକୁ ମଧ୍ୟ ଉଦୟ କରିଦେଇଥାନ୍ତି । ବାମ ହାତରେ M ଅକ୍ଷର ଥିଲେ ଅଧିକ ଲାଭ ହୋଇଥାଏ । ଆଉ ଯଦି ଦୁଇ ହାତରେ ଥାଏ ତେବେ ରାଜଭୋଗ ବୋଲି ଜାଣିଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *