ସଚ୍ଚା ପ୍ରେମ ରେ ଏହି 2ଟି କଥା ନିଶ୍ଚୟ ମନେ ପଡିଥାଏ- Krishna Vani

ବନ୍ଧୁଗଣ ଯେବେ ଆପଣ କାହାକୁ ସଚ୍ଚା ମନରୁ ଭଲ ପାଇଥାନ୍ତି, କାହାକୁ ନିଜ ଜୀବନ ଠାରୁ ଅଧିକ ଚାହିଁଥାନ୍ତି ତେବେ ତାଙ୍କୁ ପାଇବାକୁ ଆପଣ କିଛି ବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆପଣ ଘର, ପରିବାର ସମସ୍ଯା କୁ ବୁଝାଇବାକୁ ବ୍ଚେଷ୍ଟା ରିଥାନ୍ତି । ଯଦି ସେମାନେ ନ ମାନିଥାନ୍ତି ତେବେ ଆପଣ ତାଙ୍କ ବିରୁଦ୍ଧରେ ଛିଡା ହୋଇଥାନ୍ତି । ଏସବୁ ଆପଣ ନିଜ ପ୍ରେମକୁ ପାଇବାକୁ କରିଥାନ୍ତି ।

ଯେବେ ପ୍ରେମ ହୋଇଯାଏ ସେତେବେଳେ କିଛି ଦେଖାଯାଏ ନାହିଁ କି ଶୁଣାଯାଏ ନାହିଁ । ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପ୍ରେମ ଠାରୁ ଅଲଗା ହୋଇଗଲେ ନିଜ ସାଥୀଙ୍କୁ ମନେ ପକାଇ ଜୀବନ ଦେଇ ଦେଇଥାନ୍ତି । କାରଣ ସ୍ମୃତି କେବେ ଭୁଲି ହୁଏ ନାହିଁ । ଯେବେ ଆମେ କାହାକୁ ଭୁଲିବାକୁ ଚେଷ୍ଟା କରିଥାଉ ତେବେ ଆଖି ରୁ ଲୁହ ଆସିଥାଏ ।

ସେତେବେଳେ ଦୁନିଆ ସାରା ର ଜିନିଷ ଆପଣଙ୍କୁ ତାର ସ୍ମୃତି ମନେ ପକାଇବାରେ ଲାଗିଯାଏ । ଯେବେ ଆପଣ କାହାକୁ ସଚ୍ଚା ମନରୁ ଭଲ ପାଇଥାନ୍ତି ତେବେ ତାଙ୍କୁ ଆଖି ରୁ ଦୂରେଇ ଦେଇ ପାରିବେ । କିନ୍ତୁ ମନରୁ ଦୂରେଇ ହେବ ନାହିଁ । ତେଣୁ ଯେବେ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ମଣିଷ ଟି ମନେ ପକାଇବ ସେହି ସମୟରେ ଆପଣଙ୍କୁ ଏହି 2ଟି ଜିନିଷ ନିଶ୍ଚୟ ଅନୁଭବ ହେବ । ଆସନ୍ତୁ ଜାଣିବା ନେବା ତାହା ବିଷୟରେ ।

1- ଯେବେ ଆପଣଙ୍କୁ ଆପଣଙ୍କର ସାଥି ବା ସଚ୍ଚା ପ୍ରେମ ମନେ ପକାଇବେ ସେହି ସମୟରେ ଆପଣଙ୍କୁ ମଧ୍ୟ ତାଙ୍କ କଥା ମନେ ପଡିବ । ଏବେ ଆପଣଙ୍କୁ ସେ ମନେ ପକାଇବେ ସେତେବେଳେ ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ । ସାରା ଦିନ ଖାଲି ଖାଲି ଏକା ଏକା ଲାଗି ଲାଗିବ । ଏମିତି ଅନୁଭବ ହେବ କି ଆପଣଙ୍କୁ କିଛି ହୋଇ ଯାଇଛି । ଏମିତି ସେତେବେଳେ ଅନୁଭବ ହେବ ଯେବେ ଆପଣଙ୍କୁ ସଚ୍ଚା ପ୍ରେମ ହୃଦୟ ରୁ ମନେ ପକାଉ ଥିବେ ।

2- ଯେବେ ଆପଣଙ୍କୁ ନିଜର ହୃଦୟ ରୁ ମନେ ପକାଇବ ସେହି ସମୟରେ ଆପଣଙ୍କର ମନ କୌଣସି ଜିନିଷ ରେ ଲାଗିବ ନାହିଁ । ଅତି ରେ ନିଦ ଆସିବ ନାହିଁ । ଖାଇବାକୁ ପିଇବାକୁ କିଛି ବି ଭଲ ଲାଗିବ ନାହିଁ । ଆପଣଙ୍କୁ ବାରମ୍ବାର ତାଙ୍କ କଥା ମନେ ପଡିବ । ଆପଣଙ୍କ ମନ ତାଙ୍କ ପାଇଁ ବିଚଳିତ ହେଉଥିବ । ମନ ଉଦାସ ଓ ଚେହେରା ରେ ନିରାଶା ଦେଖା ଦେବ ।

ଯଦି ଆପଣଙ୍କ ସହ କିଛି ଏମିତି ହୋଇଥାଏ ତେବେ ଏହାର ଅର୍ଥ ଏହା କି ଆପଣଙ୍କ ଭଲ ପାଇବା ବା ଆପଣଙ୍କ ସଚ୍ଚା ପ୍ରେମୀ ଆପଣଙ୍କୁ ବହୁତ ମିସ କରୁକନ୍ତି ।  କାରଣ ଏହା ସଚ୍ଚା ଅପ୍ରେମ ସଚ୍ଚା ନିଶାନି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *