ଜୁନ 20 ପବିତ୍ର ରଥଯାତ୍ରା, ମଙ୍ଗଳବାର ଏହି 5ଟି ରାଶିରେ ରାଜଯୋଗ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ବନ୍ଧୁଗଣ ଚଳିତ ବର୍ଷ ଜୁନ 20 ତାରିଖ ମଙ୍ଗଳବାର ଦିନ ପଡୁଛି ଘୋଷ ଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରା । ହିନ୍ଦୁ ଧର୍ମରେ ରଥଯାତ୍ରା ର ଅନେକ ମହତ୍ଵ ରହିଛି । କିନ୍ତୁ ଏହି ରଥ ଯାତ୍ରା ରେ 5ଟି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ଙ୍କ ଅଶେଷ କୃପା ହେବାକୁ ଯାଉଛି ପୁରା 5 ମାସ ଯାଏଁ । ଏମାନଙ୍କର ଭାଗ୍ୟ ଅଚାନକ ଖୋଲିବାକୁ ଯାଉଛି । ଏମାନେ ଖୁବ ଉପକୃତ ହେବେ । ଏବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ଭାଗ୍ୟରେ କଣ ଖୁସି ଖବର ଆସିବାକୁ ଯାଉଛି ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କ କୃପା ବନି ରହିବ । ଯାହା କାରଣରୁ ଏମାନେ ହେବେ ଧନବାନ । ଏମାନଙ୍କ ଜୀବନରେ ଆସୁଥିବା ଦୁଖ କଷ୍ଟ ଦୂର ହେବ । ଅଚାନକ ଧନ ଲାଭ ହେବ ହେବ । ସମାଜ ପାଇଁ ଜରୁରୀ କାମ କରିବେ । ନିଜ ଅପେକ୍ଷା ଅନ୍ୟ ପାଇଁ ଚିନ୍ତା କରିବେ । ଯାହା ଆପଣଙ୍କୁ ସଫଳତା ଆଡକୁ ନେଇଯିବ । ମା ଲକ୍ଷ୍ମୀଙ୍କ ଆରାଧନା କରିଲେ ଜୀବନର ସବୁ ସମସ୍ଯା ଦୂର ହେବ ।

ସିଂହ ରାଶି : ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ ବିଶେଷ ଦ୍ରୁଷ୍ଟି ରହିବ । ଘର ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । ଜୀବନ ସାଥିଙ୍କ ସହଯୋଗ ମିଳିବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିଯିବ । ଚାକିରି କରୁଥିବା ବ୍ୟକ୍ତି ପଦୋନ୍ନତି କରିବେ । ଜୀବନରେ ସବୁ ସମସ୍ଯା ଦୂର ହେବ ।

କନ୍ୟା ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ବର୍ଷିବାକୁ ଯାଉଛି । ଆପଣ କରିଥିବା ପରିଶ୍ରମର ପରିଣାମ ପ୍ରାପ୍ତ ହେବାକୁ ଯାଉଛି । କିଛି ନୂଆ କାମ ଆରମ୍ଭ କରିବାକୁ ଭାବୁଛନ୍ତି ତେବେ ଆରମ୍ଭ କରି କରିବେ । ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ଆପଣଙ୍କୁ ଉପରୁ ଖରାପ ଶକ୍ତି ଦୂରେଇ ଜୀବ । ମାତା ପିତାଙ୍କ ସାହାର୍ଯ୍ୟ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ତୁଳା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପାଇଁ ସମୟ ଶୁଭ ରହିବ । ଏହି ରଥଯାତ୍ରା ଠାରୁ ସବୁ ଖରାପ ସମୟ ଦୂର ହେବାକୁ ଯାଉଛି । ଆପଣ ତୀବ୍ର ଗତିରେ ସଫଳତା ହାସଲ କରିବେ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିପାରେ । ଯାହା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କୁ ସଫଳତାର ନୂଆ ଅବସର ପ୍ରାପ୍ତ ହେବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ଦ୍ରୁଷ୍ଟି ରହିବ । ଜ୍କାହା କାରଣରୁ ଧନର ବର୍ଷା ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପରିବର୍ତ୍ତନ ହେବ । ବ୍ୟାପାର କରିଲେ ଅଧିକ ଲାଭ ହେବ । ସଫଳତା ପାଇବାକୁ ପରିବାର ଓ ବନ୍ଧୁଙ୍କ ସାହାର୍ଯ୍ୟ ନେବେ । ସବୁ ଦୁଖ କଷ୍ଟ ଦୂର ହେବ । ଆର୍ଥିକ ସ୍ଥିତି ଭଲ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *