ବାଛନ୍ତୁ ଗୋଟିଏ ସ୍ଵସ୍ତିକ ଓ ଜାଣନ୍ତୁ ଆପଣଙ୍କର ଗୁପ୍ତ ଭବିଷ୍ୟ…

ବନ୍ଧୁଗଣ 3ଟି ରଙ୍ଗର ସ୍ଵସ୍ତିକ ଚିତ୍ର ମଧ୍ୟରୁ ଯେ କୌଣସି ଗୋଟେଇ ବାଛନ୍ତୁ । ବାଇଗଣି, ହଳଦିଆ ଓ କମଳା ରଙ୍ଗର ସ୍ଵସ୍ତି ଚିତ୍ର । ଏହାକୁ ଚୟନ କରି ଆପଣ ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ । ଏହା ଏକ ପ୍ରଶ୍ନ ବାଚକ ବିଷୟ ବସ୍ତୁ ଅଟେ । ଆପଣ ନିଜର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ଜାଣିବାକୁ ପାଇବେ । ଏବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

1- ଯଦି ଆପଣଙ୍କୁ ବାଇଗଣି ରଙ୍ଗର ସ୍ଵସ୍ତିକ ଚିହ୍ନ ଅଧିକ ପସନ୍ଦ ଆସିଛି ତେବେ ଆପଣଙ୍କର ମନ କଥା ଏତେ ଜଣା ପଡୁଛି । ଆପଣ ଖରାପ ଲୋକର ହାବୁଡରେ ପଡିଛନ୍ତି ଯାହା ପାଇଁ ଆପଣ ଚିନ୍ତାରେ ପଡିଛନ୍ତି । କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ ପରେ ସବୁ କିଛି ଠିକ ହୋଇଯିବ । ମିତ୍ରଜନ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ରାଜ କାର୍ଯ୍ୟରେ ନିଷ୍ଫଳ ମିଳୁଛି । ସବୁ କର୍ମରେ ଲାଭ କମ କ୍ଷତି ଅଧିକ ହେଉଛି । ପରିବାର ବର୍ଗ ବିଶେଷ କ୍ଷତି କରାଉଛନ୍ତି । ଆପଣ ନିଜର ସ୍ତ୍ରୀଙ୍କ କଥା ନିଶ୍ଚୟ ଶୁଣନ୍ତୁ । ଖୁବ ଶୁଭ ସମୟ ନିକଟରେ ଦେଖିବାକୁ ମିଳିବ ଆଉ ତାହା ମଙ୍ଗଳବାର ହୋଇଥିବ ।

2- ଆପଣ ହଳଦିଆ ରଙ୍ଗର ସ୍ଵସ୍ତିକ ଚିହ୍ନ ବାଛିଛନ୍ତି ତେବେ ଯେଉଁ କାର୍ଯ୍ୟ ନିମନ୍ତେ ଭବନରେ ବିତାଉଥିଲେ ସେହି କାମ କରିବାକୁ ଅଳ୍ପ ଦିନ ଲାଗିବ । ମିଳିମିଶି କାମ କରିଲେ ଆପଣଙ୍କର ଶକ୍ତି ବଢିବ । ସବୁ ପ୍ରକାରର ଚିନ୍ତାଧାରା ଦୂର ହେବ । ଯାହା ବି କିଛି ମାନସିକ ଚିନ୍ତା ଥିଲା ତାହାର ସମାଧାନ କରିବେ । ଗୋଟେ ସୋମବାର ଦେଖି 500 ଗ୍ରାମ ଉସୁନା ଚାଉଳ, ଗୋଟା ବିରି, 7 କେରା ଦୂବ ଷଣ୍ଢକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟରେ ଜଲ୍ଦି ଉନ୍ନତି ଦେଖିପାରିବେ । ଆପଣଙ୍କର ଆଗାମୀ ସମୟ ଶୁଭ ଆସୁଛି । ବିନା କାରଣରେ ଯେଉଁ ସବୁ ଭୟ ଜାଗୃତ ହେଉଥିଲା ତାହା ଦୂର ହେବ । ଯାହା ଯାଇଛି ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଉପରେ ଧ୍ୟାନ ଦିଅନ୍ତୁ ।

3- ଆପଣଙ୍କୁ କମଳା ରଙ୍ଗର ସ୍ଵସ୍ତିକ ଚିହ୍ନ ଅଧିକ ଆକର୍ଷିତ କରିଥିଲେ କିଏ ଜାଣିଥିଲା ଆପଣଙ୍କ ପରି ଏକ ସରଳ ଲୋକ ଏଭଳି ଏକ ମରଣାତ୍ମକ ସମସ୍ୟାରେ ପଡିବେ ବୋଲି । ଆପଣ ଏପରି ଏକ ବିପଦରେ ପଡିଛନ୍ତି ଯାହା ବର୍ତ୍ତମାନ ସୁଧା ଆପଣଙ୍କ ମନରେ ଭୟ ରହିଛି । ଆପଣ ଉପକାର କରୁ କରୁ ଅବକାରରେ ପଡିଛନ୍ତି । ଗ୍ରହ ଦଶା ଆପଣଙ୍କୁ ବିପଦରେ ପକାଇ ଦେଲା ।

ଧନ ଅଭାବ ସହ ଆତ୍ମୀୟ ମାନେ ପର ହେଉଛନ୍ତି । ବର୍ତ୍ତମାନ ଠାରୁ ଆପଣ ବଞ୍ଚିଥିବା ଯାଏଁ ଟାଇଗର ମୁକ୍ତା ରତ୍ନ କୁ ସମ୍ମିଳିତ କରି ରୋପ୍ୟ ମୁଦ୍ରିକାରେ ଗାଈ କ୍ଷୀରରେ ପକାଇ ଧାରଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ବିପଦ ଖଣ୍ଡନ ହେବ । ପାରିବାରିକ ସମସ୍ଯା ଦୂର ହେବ ଆସନ୍ତା ସମୟ ଠାରୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *