ବାଛନ୍ତୁ ନିଜ ସାଥିଙ୍କ ନାମର ପ୍ରଥମ ଅକ୍ଷର ଓ ଜାଣନ୍ତୁ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ବି ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ।

ବନ୍ଧୁଗଣ ଆପଣ ମାନେ ନିଜ ଲାଇଫରେ କାହାକୁ ନା କାହାକୁ ନିଶ୍ଚୟ ପ୍ରେମ କରୁଥିବେ । ଏମିତି ଅନେକ ଯୋଡି ଅଛନ୍ତି ଯେଉଁ ମାନେ ନିଜ ଭଲ ପାଇବା କୁ ହାସଲ କରିବା ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ । ଆଉ ସେମାନଙ୍କୁ ସଚ୍ଚା ପ୍ରେମୀ କୁହାଯାଏ । କିନ୍ତୁ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ବି କମ ଆପଣଙ୍କୁ ସେତିକି ଭଲ ପାଉଛନ୍ତି । ସେ ବି କଣ ଆପଣଙ୍କ ପାଇଁ କିଛି ବି କରିବାକୁ ରେଡି ଅଛନ୍ତି ?

ଏ ସବୁ ପ୍ରଶ୍ନ ର ଉତ୍ତର ଜାଣିବାକୁ ହେଲେ ବାଛନ୍ତୁ ଯେ କୌଣସି ଗୋଟେ ନମ୍ବନର । ଯଥା A, G, K, M, N, P, R, S, T, V, L, D । ଆଉ ଜାଣି ନିଅନ୍ତୁ ଆପଣଙ୍କ ସାଥି ଆପଣଙ୍କୁ ସତରେ ଭଲ ପାଉଛନ୍ତି କି ନାହିଁ । 1- ଯଦି ଆପଣ ଲେଟର A ଚୁଜ କରିଛନ୍ତି ତେବେ ହଁ ଆପଣଙ୍କ ମ୍ୟାରେଜ ତାଙ୍କ ସହ ହେବ । କାରଣ ସେ ଆପଣଙ୍କୁ ସେତିକି ଭଲ ପାଉଛନ୍ତି ।

2- ଯଦି ଆପଣ G ଲେଟର ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି । ଏବେ କିଛି ପକ୍କା କରି ନାହାନ୍ତି ।

3- ଯଦି ଆପଣ K ଲେଟର ଚୁଜ କରିଥିଲେ ଆପଣଙ୍କ ପ୍ରେମୀ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ଆଉ ସେ ହିଁ ଆପଣଙ୍କର ସଚ୍ଚା ପ୍ରେମ ।

4- ଯଦି ଆପଣ M ଲେଟର ଚୁଜ କରିଥିଲେ ସେ ଆପଣଙ୍କ ବନ୍ଧୁ ଆଉ କିଛି ବି ନୁହେଁ ।

5- ଯଦି ଆପଣ N ଲେଟର ଚୁଜ କରିଥିଲେ ଆପଣଙ୍କ ପରିବାର ଆପଣ ଦୁହିଙ୍କର ମ୍ୟାରେଜ କରାଇବେ । ଆପଣଙ୍କର ଲଭ ମ୍ୟାରେଜ ହେବ ।

6- ଯଦି ଆପଣ P ଲେଟର ଚୁଜ କରିଥିଲେ ହଁ ଆପଣ ଦୁହେଁ ସଚ୍ଚା ପ୍ରେମୀ ପ୍ରେମିକା ଅଟନ୍ତି ।

7- ଯଦି ଆପଣ R ଲେଟର ଚୁଜ କରିଥିଲେ ସେ ଆପଣଙ୍କର ବନ୍ଧୁ ଓ ପ୍ରେମୀ ଅଟନ୍ତି ।

8- ଯଦି ଆପଣ S ଲେଟର ଚୁଜ କରିଥିଲେ ସେ ଏବେ ଆପଣଙ୍କୁ ନେଇ କନଫିୟୁଜ ଅଛନ୍ତି । କେବଳ ବନ୍ଧୁତା ସେ ଆପଣଙ୍କ ସହ ରଖିବାକୁ ଚାହୁଁଛନ୍ତି ।

9- ଯଦି ଆପଣ T ଲେଟର ଚୁଜ କରିଥିଲେ ତେବେ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

10- ଯଦି ଆପଣ V ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ଭଲ ପାଉଛନ୍ତି କିନ୍ତୁ ଆପଣଙ୍କ ଠାରୁ ଅଧିକ ନୁହେଁ ।

11- ଯଦି ଆପଣ L ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ନିଜର ହମସଫର କରିବେ କାରଣ ସେ ଆପଣଙ୍କୁ ଭଲ ପାଉଛନ୍ତି ଆଉ କେୟାର ବି କରୁଛନ୍ତି ।

12- ଯଦି ଆପଣ D ଲେଟର ଚୁଜ କରିଥିଲେ 50% ଚାନ୍ସ ଅଛି କି ସେ ଆପଣଙ୍କୁ ଭଲ ପାଉଛନ୍ତି ଆଉ ମ୍ୟାରେଜ କରିବେ ।

ବନ୍ଧୁଗଣ ଆପଣ କେଉଁ ଲେଟର ଚୁଜ କରିଲେ ଓ ଆପଣଙ୍କର ଉତ୍ତର କଣ ହେଲା ଆମକୁ ନିଶ୍ଚୟ କମେଣ୍ଟ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *