15 June ରଜ ସଂକ୍ରାନ୍ତି, ଏହି 8 ରାଶି ହେବେ କୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଆମ ଓଡିଶାର ଅନେକ ପର୍ବ ପର୍ବାଣି ପାଳନ କରାଯାଏ । ସେଥି ମଧ୍ୟରୁ ରଜ ପର୍ବ ହେଉଛି ଅନ୍ୟତମ । ପ୍ରତି ବର୍ଷ ଜୁନ ମାସ ବା ଆଷାଢ ମାସରେ ରଜ ପର୍ବ ଖୁବ ଧୂମ ଧାମ ରେ ପାଳନ କରାଯାଏ । ରଜ ପର୍ବ କୁମାରୀ ଝିଅ ମାନଙ୍କର ମୁଖ୍ୟ ପର୍ବ ହୋଇଥାଏ । ରଜ ର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଙ୍କ୍ରାନ୍ତି ବା ରଜ ସଙ୍କ୍ରାନ୍ତି ଓ ତୃତୀୟ ଦିନକୁ ଶେଷ ରଜ କୁହା ଯାଇଥାଏ ।ଏଥର ରଜ ସଙ୍କ୍ରାନ୍ତି ଠାରୁ କିଛି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

କୁମ୍ଭ ରାଶି : ଆପଣ ମାନେ ଏହି ରଜ ସଙ୍କ୍ରାନ୍ତି ରେ ହେବାକୁ ଯାଉଛନ୍ତି ମାଲାମାଲ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଆପଣ ଲାଭବାନ ହେବେ । ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ମିଥୁନ ରାଶି : ଆପଣ ରଜ ସଙ୍କ୍ରାଠି ଠାରୁ ଧନବାନ ହେବାକୁ ଯାଉଛନ୍ତି । ଶତ୍ରୁ କଷ୍ଟ ଦେଇପାରନ୍ତି କିନ୍ତୁ ସେମାନେ ବିଫଳ ହେବେ । ବର୍ତ୍ତମାନ ଆପଣଙ୍କ ଜୀବନରେ ସବୁ କିଛି ଭଲ ହେବାର ସମ୍ଭାବନା ରହିଛି ।

ବୃଷ ରାଶି : ରଜ ସଙ୍କ୍ରାନ୍ତି ଠାରୁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଶ୍ରମିକ ଓ ପରିଶ୍ରମ କରୁଥିବା ଲୋକଙ୍କୁ ମାତା ଲକ୍ଷ୍ମୀ ଧନ ପ୍ରଦାନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଯେଉଁ ମାନଙ୍କର ବିବାହ ବିଳମ୍ବରେ ହେଉଥିଲା ସେମାନଙ୍କର ବିବାହର ଯୋଗ ଅଛି ।

ସିଂହ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ ଦିନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ସବୁ କାମରେ ସଫଳତା ପାଇବେ । ଧନର ବର୍ଷା ପରି ଯୋଗ ରହିଛି । ଅଟକିଥିବା କାମ ପୂରଣ ହେବ ।

ତୁଳା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଅଚାନକ ଧନ ଲାଭର ଯୋଗ ରହିଛି । ଘର ପରିବାରରେ ହସ ଖୁଶିର ଆହୋଲ ରହିବ । ଆପଣଙ୍କ ଜୀବନରେ ଏମିତି କିଛି ହେବ ଯାହା ପୂର୍ବରୁ କେବେ ଭାବି ନ ଥିବେ ।

ମୀନ ରାଶି ; ଏହି ରଜ ସଙ୍କ୍ରାନ୍ତି ଠାରୁ ଆପଣ ହେବାକୁ ଯାଉଛନ୍ତି ମାଲାମାଲ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଭାଗ୍ଯର ସହଯୋଗ ମିଳିବ । ଧନ ଲାଭର ଯୋଗ ଅଛି । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

ମେଷ ରାଶି : ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖାଯିବ । ଅଚାନକ ଧନ ପ୍ରାପ୍ତ ହେବ । ପେଟ ଜନିତ ସମସ୍ଯା ଦୂର ହେବ । ସବୁ ଇଚ୍ଛା ପୂରଣ ହେବ । ଯାହା ସମସ୍ଯା ଥିଲା ତାହା ଦୂର ହେବ ।

କନ୍ୟା ରାଶି : ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । ଗୁରୁଜନଙ୍କ ସାହାର୍ଯ୍ୟ ମିଳିବ । ଅଚାନକ ଧନ ଲାଭର ଯୋଗ ଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *