ମା ଗୋରା ଛୁଆ କଳା, ମା କୁ ଫୋପାଡି ଛୁଆକୁ ଖାଆନ୍ତି, କୁହନ୍ତୁ ଏହାର ଉତ୍ତର କଣ ? ଏହା ସହ ଜାଣନ୍ତୁ ଆହୁରି କିଛି GK ଓ ଏହାର ଉତ୍ତର ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଏହା ବହୁତ ସରଳ ଓ ସହଜ ପ୍ରଶ୍ନ ଓ ଉତ୍ତର ଅଟେ ଯାହା କିଛି ଲୋକେ ଜାଣି ନ ଥାନ୍ତି । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କେଉଁ ପକ୍ଷୀ ଅଛି ଯିଏ ନିଜର ପୁରା ଜୀବନ କାଳ ରେ କେବେ ବି ଗଛ ଉପରେ ବସି ନ ଥାଏ ?

ଉତ୍ତର- ଟିଟୋନୀ ପକ୍ଷୀ ।

୨- କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖି ରୁ ପାଣି ଚାଲେ ଆସେ ?

ଉତ୍ତର- ପିଆଜ ।

୩- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେ ବି ଧରି ରଖିପାରିବା ନାହିଁ ?

ଉତ୍ତର- ଛାଇ ।

୪- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ head ଓ tail ଅଛି କିନ୍ତୁ body ନାହିଁ ?

ଉତ୍ତର- coin ।

୫- କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ସେତିକି ଛୋଟ ହୋଇଯିବ ?

ଉତ୍ତର- ସିଗାରେଟ ।

୬- ପର ନାହିଁ କିନ୍ତୁ ସେ ଉଡି ଥାଏ, ହାତ ନାହିଁ କିନ୍ତୁ ସେ ଲଢି ଥାଏ ତାହା କଣ ?

ଉତ୍ତର- ଗୁଡି ।

୭- ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗିଥାଏ କିନ୍ତୁ ପାଚି ଗଲେ ଖଟା ଲାଗିଥାଏ ?

ଉତ୍ତର- ସପୁରି ।

୮- ପାଣି ପିଇବା ପରେ ମରିଯାଏ ତାହା କଣ ଅଟେ ?

ଉତ୍ତର- ଶୋଷ ।

୯- ନାଲି ରଙ୍ଗର ହାତୀ କେଉଁ ଦେଶରେ ଅଛନ୍ତି ?

ଉତ୍ତର- ଜେନିୟା ।

୧୦- ପୁଅ ଝିଅକୁ ନାଁ ପଚାରିଲା, ଝିଅ କହିଲା ପିତାଙ୍କ ଠାରୁ ପୂର୍ବେ ଓ ମା ଙ୍କ ପରେ ଯାହା ଲାଗିଥାଏ । ତାହା ମୋର ନାଁ, ଏବେ କୁହ ଝିଅର ନାଁ କଣ ?

ଉତ୍ତର- ଶ୍ରୀଦେବୀ ।

୧୧- ମାଆ ଗୋରା ଛୁଆ କଳା । ମାଆ କୁ ଫୋପାଡି ଛୁଆ କୁ ଖାଆନ୍ତି ? କୁହ ତାହା କଣ ?

ଉତ୍ତର- ଗୁଜୁରାତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *