ବନ୍ଧୁଗଣ ମଣିଷ ଜୀବନରେ ସୁଖ ଦୁଃଖ ଆସିବାର କାରଣ ବିଭିନ୍ନ ପ୍ରକାରର ପଶୁପକ୍ଷୀ ମାନଙ୍କ ଦ୍ଵାରା ମିଳିଥାଏ । ଏହାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । କାରଣ କିଛି ସଂକେତ ଅଶୁଭ ସଂକେତ ଦେଇଥାଏ । ଆଉ କିଛି ସଂକେତ ଆମର ପୂଣ୍ୟ କର୍ମ ପାଇଁ ମିଳିଥାଏ । ଅଚାନକ ବିଭିନ୍ନ ପ୍ରକାରର ପଶୁପକ୍ଷୀ ଗୃହକୁ ଆସିବା ଦ୍ଵାରା କିଛି ଶୁଭ ଓ ଅଶୁଭ ସଂକେତ ମିଳିଥାଏ । ସେହି ପ୍ରକାରରେ ଯଦି ଗଛ ଆପେ ଆପେ ଉଠିଥାଏ ତେବେ ସଂକେତ ମିଳିଥାଏ । ଆଜି ଆମେ ଜାଣିବା କେଉଁ ଗଛ ଘରେ ଆପେ ଆପେ ଉଠିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।
1- ତୁଳସୀ ଗଛ : ତୁଳସୀ ବିଶୁଣୁପ୍ରିୟା ଅଟନ୍ତି । ଅଚାନକ ଗୃହ ଆଗରେ ଗୋଟେରୁ ଅଧିକ ତୁଳସୀ ଗଛ ଉଠିଥାଏ ତେବେ ମା ଲକ୍ଷ୍ମୀଙ୍କ ଆସିବାର ସଂକେତ ଆସିଥାଏ । ଓ ଧନ ଆଗମନର ସୂଚନା ଦେଇଥାଏ । ଘରେ ସୁଧ ବାତାବରଣ ଆସିଥାଏ । ଘର ଅଗଣାରେ ତୁଳସୀ ଗଛରେ ଆଉ କିଛି ତୁଳସୀ ଗଛ ଉଠିଥାଏ ତେବେ ଶୁଭ ସଂକେତ ହୋଇଥାଏ ।
2- ଅମୃତଭଣ୍ଡା ଗଛ : ଘରର ଆଖପାଖରେ ଅମୃତଭଣ୍ଡା ଗଛ ଆପେ ଆପେ ଉଠିଗଲେ ଜୀବନରେ ଗରିବୀ ଆସିବାର ସଂକେତ ଦେଇଥାଏ । ଏହି ଗଛକୁ ତୁରନ୍ତ ଉପାଡି ଅନ୍ୟତ୍ର ଲଗାଇବା ଉଚିତ । ଘରର ପରିସରରେ ଏହି ଗଛ ଲଗାଇବା ଉଚିତ ନୁହେଁ ।
3- ନିମ ଗଛ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିମ ଗଛ ଘରର ଆଖପାଖରେ ଉଠିବା ଶୁଭ ସଂକେତ ହୋଇଥାଏ । ଏହା ନେଗେଟିଭ ଶକ୍ତି କୁ ନାସା କରିଥାଏ । ଏହି ଗଛ ଉଠିବାର ସଂକେତ କିଛି ଭଲ ହେବାକୁ ଯାଉଛି । ଏହି ଗଛ ଆଖପାଖରେ ଥିଲେ ରୋଗରୁ ମୁକ୍ତି ମିଳିଥାଏ । ଏହି ଗଛ ଉଠିଥିଲେ ଏହାକୁ ଉପାଦୁନ୍ତୁ ନାହିଁ ।
4- ଶ୍ଵେତ ଅରଖ : ଏହି ଗଛକୁ ଅଶୁଭ ମାନାଯାଏ । କିନ୍ତୁ ଏହି ଗଛ ଆପେ ଆପେ ଉଠିଗଲେ ଶୁଭ ସଂକେତ ହୋଇଥାଏ । ଏହି ଗଛ ଅନେକ ପରିଣାମ ଦେଇଥାଏ । ଏହି ଗଛର ପୂଜା ଚାଉଳ, କୁଙ୍କୁମ ଦେଇ ପୂଜା କରିବା ଉଚିତ । ଏହାକୁ ନ ଉପାଡି ଅନ୍ୟତ୍ର ଲଗାଇବା ଉଚିତ ।
5- ପଦ୍ମ ଗଛ : କୌଣସି ଜଳାଶୟ ବା ପାଣି ଟାଙ୍କିରେ ଆପେ ଆପେ ଏହି ଗଛ ଉଠିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛ ଘର ପାଖରେ ଉଠିଲେ ମା ଲକ୍ଷ୍ମୀଙ୍କ ଅଗମନର ସଂକେତ ହୋଇଥାଏ । ଓ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ।
6- ଓସ୍ତ ଗଛ : ଶାସ୍ତ୍ର ଅନୁଯାୟୀ ଏହି ଗଛରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ଏହି ଗଛ ଆପେ ଆପେ ଉଠିଗଲେ ଏହାକୁ ପୂଜା କରିବା ଉଚିତ । ଏହି ଗଛ ଘର ପାଖରେ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
7- ଆତ ଗଛ : ଶାସ୍ତ୍ର ଅନୁଯାୟୀ ଆତ ଗଛ କୁ ଘରେ ଲଗାଇବା ବା ଆପେ ଆପେ ଉଠିବା ଶୁଭ ମାନାଜୟ ନାହିଁ । ଏହାର ନେଗେଟିଭ ପ୍ରାଭାବ ପଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।