ଆପଣଙ୍କ ଇଚ୍ଛା କେବେ ଓ କେମିତି ପୁରା ହେବ ବାଛନ୍ତୁ ଯେ କୌଣସି ଗୋଟେ ନମ୍ବର ।

ନମସ୍କାର ବନ୍ଧୁଗଣ । ପ୍ରତେକ ମଣିଷଙ୍କର ଜୀବନରେ କିଛି ନା କିଛି ଇଚ୍ଛା ରହିଥାଏ । କିନ୍ତୁ ସବୁ ଇଚ୍ଛା ସବୁ ସମୟରେ ପୁରା ହୋଇପାରେ ନାହିଁ । ମଣିଷ ନିଜ ଜୀବନରେ ଅନେକ ସ୍ଵପ୍ନ ଦେଖିଥାଏ ଯାହା କେବେ ପୁରା ହୋଇଥାଏ ତ ଆଉ କେବେ ପୁରା ହୋଇ ନ ଥାଏ । କିନ୍ତୁ ମଣିଷ ଚାହିଁ ଥାଏ କି ସେହି ସବୁ ସ୍ଵପ୍ନ କେମିତି ବି ହେଉ ପୁରା ହୋଇଯାଉ । ଯାହା ଅସମ୍ଭବ ତାହା ସମ୍ଭବ କରିବାକୁ ମଣିଷ ଚେଷ୍ଟା ମଧ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ 3ଟି କପ ର ଚିତ୍ର ନେଇ ଆସିଛୁ । ଏହିୟରୁ ଗୋଟେ ବାଛି ଆପଣ ଜାଣିପାରେ ଆପଣଙ୍କ ଇଚ୍ଛା କେବେ ପୁରା ହେବ । 

1- ଯଦି ଆପଣ ପ୍ରଥମ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ସ୍ଵପ୍ନ ପୁରା ହେବାକୁ ସମୟ ଲାଗିବ । ଆପଣ କୌଣସି ବିଜନେସ କରୁଛନ୍ତି । ଦେଢ ବର୍ଷ ବା 3 ମାସର ସମୟ ଲାଗିପାରେ  ଆପଣଙ୍କ ସ୍ଵପ୍ନ ପଜେଟିଭ ରହିଛି । ଯାହା ପୁରା ହେବାର ସମ୍ଭାବନା ରହିଛି । ଆପଣ ଭାବନ୍ତୁ ନାହିନ କି ଆପଣଙ୍କ ମନରେ ଯାହା ଅଛି ତାହା ପୁରା ହେବ ନାହିଁ । ଆପଣ ନିଜ କାମ କରି ଚାଲନ୍ତୁ ଓ ପଜେଟିଭ ରୁହନ୍ତୁ । ନିଶ୍ଚୟ ଆପଣଙ୍କ କାମ ପୁରା ହେବ । 

2- ଆପଣ ଯଦି ଦ୍ଵିତୀୟ ନମ୍ବର ବାଛିଛନ୍ତି ତେବେ ଆପଣ ଯେଉଁ ସ୍ଵପ୍ନ ଦେଖିଛନ୍ତି ତାହାକୁ ନେଇ ଆପଣ ଭାବୁଛନ୍ତି କି ନିଶ୍ଚୟ ପୁରା ହେବ । ଏମିତି ସ୍ଵପ୍ନ ହୋଇପାରେ ଆପଣ କାହାକୁ ପସନ୍ଦ କରୁଛନ୍ତି ସେ ହୁଏ ତ ବାହା ହୋଇସାରିଛନ୍ତି ବା ଧୋକା ଦେଇଛନ୍ତି । ଆପଣଙ୍କ ସ୍ଵପ୍ନ ଭାଙ୍ଗି ସାରିଛି । ଆପଣ ଏହା ଜାଣିଛନ୍ତି । ଆପଣ ମୁଭ ଅନ କରିପାରନ୍ତି । କିଛି ବି ପରିବର୍ତ୍ତନ ହେବାର ନାହିଁ । ଆପଣଙ୍କୁ ଲାଗୁଛି ସବୁ ସରିଯାଇଛି । ଏହି ସ୍ଵପ୍ନ ଆପଣ ଅନେକ ବର୍ଷ ହେବ ଦେଖିଛନ୍ତି ଯାହା କେବେ ପୁରା ହେବ ନାହିଁ । 

3- ଆପଣ ତୃତୀୟ ନମ୍ବର ବାଛିଥିଲେ ଆପଣଙ୍କର ସ୍ଵପ୍ନ ନିଶ୍ଚୟ ପୂରଣ ହେବ । କୌଣସି ବି ସମୟରେ ପୁରା ହୋଇପାରେ । ଆପଣଙ୍କ ସ୍ଵପ୍ନା ବିଷୟରେ କେହି ବି ଜାଣି ନାହାନ୍ତି । ଆପଣ ଗୁପ୍ତ ଭାବେ ରଖିଛନ୍ତି । ପଇସା କୁ ନେଇ ଅଧିକ ଚିନ୍ତା କରୁଛନ୍ତି । ଆପଣ ଭାବୁଛନ୍ତି କେଉଁଠୁ ନା କେଉଁଠୁ ମିରାକେଲ ହୋଇଯାଉ । ଆପଣ ଚାହୁଁ ଛନ୍ତି ଭଗବାନଙ୍କ ଆଶୀର୍ବାଦ ପାଇବାକୁ । ଆପଣ କର୍ମ ଭଲ କରିଛନ୍ତି । ଆପଣ ବହୁତ ପଜେଟିଭ ଅଛନ୍ତି । ଆପଣଙ୍କ ସ୍ଵପ୍ନ ବିଷୟରେ ନିକଟତର ବ୍ୟକ୍ତି ଙ୍କୁ ମଧ୍ୟ ଜଣା ନାହିଁ । ଆପଣ ନିଜ ସ୍ଵପ୍ନ ବିଷୟରେ କାହାକୁ କହିଲେ କେହି ବିଶ୍ଵାସ କରିବେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *