ଅଚାନକ ବୈଜ୍ଞାନିକ ମାନଙ୍କୁ କୈଳାସ ଗୁମ୍ଫା ଭିତରେ ଯାହା ଦେଖିବାକୁ ମିଳିଲା, ଆପଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ, କୈଳାସ ମନ୍ଦିର ତଳେ ଥିବା ଗୁମ୍ଫା ଭିତରକୁ ବୈଜ୍ଞାନିକ ମାନେ ରିସର୍ଚ ପାଇଁ ଯାଇଥିଲେ । ହେଲେ ତାଙ୍କୁ କୌଣସି ବି ଆଭାସ ନଥିଲା କି ଗୁମ୍ଫା ଭିତରେ ତାଙ୍କୁ ଏଭଳି କିଛି ଦେଖିବା ପାଇଁ ମିଳିବ ଯାହାର ପ୍ରମାଣ ଆଜି ଯାଏଁ ମଧ୍ୟ କେଉଁଠି ନାହିଁ । ସେମାନେ ନିଯରର ସହ ପ୍ରମାଣ ଯଦି ନ ଆଣିଥାନ୍ତେ ତେବେ ତାଙ୍କ କଥାକୁ ମଧ୍ୟ କେହି ବିଶ୍ଵାସ କରିନଥାନ୍ତେ । ତେବେ ବୈଜ୍ଞାନିକ ମାନେ ଏଭଳି କଣ ଦେଖିଲେ ଏହାର ପ୍ରଶ୍ନର ଉତ୍ତର ଏବେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।

କୈଳାସ ମନ୍ଦିର ତଳେ ଥିବା ଗୁମ୍ଫା ଭିତରକୁ ୧୨ ଜଣ ବୈଜ୍ଞାନିକ ପ୍ରବେଶ କରିଥିଲେ । ଗୁମ୍ଫା ଭିତରକୁ ପ୍ରାୟ ୫ ମିନିଟର ସମୟ ଅତିବାହିତ ହୋଇସାରିଥିଲା । ଏହା ଭିତରେ ସେମାନେ ଗୁମ୍ଫାର ୧୨୦ ମିଟର ପର୍ଯ୍ୟନ୍ତ ଭିତରକୁ ଯାଇଥିଲେ । ଠିକ ସେହି ସମୟରେ ତାଙ୍କୁ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ଗୁମ୍ଫା ଭିତରେ ଯାହାକୁ ଦେଖି ସେମାନେ ପୁରା ସ୍ତବ୍ଦ ହୋଇଯାଇଥିଲେ ।

ସେହି ଦୃଶ୍ୟ ଏତେ ଖତରନାକ ଥିଲା କି ଭାରତ ସରକାର ସେହି ଗୁମ୍ଫାକୁ ସବୁଦିନ ପାଇଁ ବନ୍ଦ କରିଦେଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପରେ ସେହି ଗୁମ୍ଫା ଭିତରକୁ ଯାଇଥିବା କୌଣସି ବୈଜ୍ଞାନିକ ମଧ୍ୟ ବଞ୍ଚିଲେ ନାହିଁ । କିନ୍ତୁ ବୈଜ୍ଞାନିକ ମାନେ ଯାହାବି ଦେଖିଥିଲେ ଆଉ ଯାହାକୁ ବି ଆସି କହିଲେ ତାହା ଶୁଣିବା ପରେ ସମସ୍ତଙ୍କ ଆଖି ବଡ ବଡ ହୋଇଗଲା ଆଉ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଗୁମ୍ଫା ଭିତରେ ଏକ ବହୁତ ବଡ ମନ୍ଦିର ଥିଲା । ଯାହାର ସୁନ୍ଦରତା ସାମ୍ନାରେ ବାହାରର କୈଳାସ ମନ୍ଦିର କିଛି ବି ନଥିଲା । କିନ୍ତୁ ସେଠାରେ ସେମାନଙ୍କର ସାତୋଟି ଲୋକଙ୍କ ସହ ହୋଇଥିଲା । ସେଠାରେ ସେମାନେ ବାସ କରୁଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକ ତ ବାରମ୍ବାର ଅଦୃଶ୍ୟ ହୋଇଯାଉଥିଲେ ।

ଏବଂ ସେଠାରେ ଏକ ଏମିତି ଜିନିଷ ରଖା ଯାଇଥିଲା ଯାହାର ଚାରିପଟୁ ବହୁତ ଅଧିକ କିରଣ ବାହାରୁ ଥିଲା । ସେହି କିରଣରୁ ବାହାରୁଥିବା ରେଡିଓ ଆକ୍ଟିଭ କିରଣ ବିଜ୍ଞାନିକ ଉପରେ ପଡିଥିଲା । ଆଉ ଏହି କାରଣ ପାଇଁ ସେମାନେ ଗୁମ୍ଫା ବାହାରକୁ ଆସିବା ପରେ ତାଙ୍କର ମାନସିକ ସନ୍ତୁଳନ କିଛି ଦିନ ମଧ୍ୟରେ ହରାଇ ଦେଇଥିଲେ ଆଉ ସେମାନଙ୍କର ଏହି କାରଣ ପାଇଁ ମୃତ୍ୟୁ ହୋଇଥିଲା ।

ତେବେ ସେହି ଅସ୍ତ୍ରଟିକୁ ଜଣେ ରାଜା ଶିବ ଆରାଧନା କରି ହାସଲ କରିଥିଲେ । ଆଉ କେଉଁ ଦୁଷ୍ଟ ବ୍ୟକ୍ତିଙ୍କ ହାତରେ ଏହି ଅସ୍ତ୍ର ନ ଲାଗିବା ପାଇଁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ସେହି ଅସ୍ତ୍ରକୁ ଗୁମ୍ଫା ଭିତରେ ଲୁଚାଇ ଦେଇଥିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *