7 ମାର୍ଚ୍ଚ, ଦୋଳପୂର୍ଣିମା 2023 ହୋଲି, ଏହି 5 ରାଶି ହେବେ ଧନବାନ… ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ନମସ୍କାର ବନ୍ଧୁଗଣ, ପବିତ୍ର ଦୋଳ ପୁର୍ଣିମା ଦିନ ହେବାକୁ ଯାଉଛି ମହାସଂଯୋଗ । ଏହିବର୍ଷ ଦୋଳ ପୁର୍ଣିମା 7 ମାର୍ଚ୍ଚ ମଙ୍ଗଳବାର ଦିନ ପାଳିତ ହେବାକୁ ଯାଉଛି । ଏହିଦିନ ହେଉଥିବା ମହା ସଂଯୋଗ ଫଳରେ 5 ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଯାଉଛି ଅପାର ଖୁସି ଏବଂ ଧନ । ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟର କବାଟରେ ପଡିଥିବା ତାଲା ଖୋଲିବା ପାଇଁ ଯାଉଛି । ତେବେ କେଉଁ ରାଶିର ବ୍ୟକ୍ତିଙ୍କ ଜୀବନରେ ଏତେସବୁ ପରିବର୍ତ୍ତନ ଦୋଳ ପୁର୍ଣିମା ନିଜ ସହ ନେଇ ଆସୁଅଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବୃଷ ରାଶି: ଧନ ଲାଭ କରିବାର ଉପାୟ ଭଗବାନ ଶ୍ରୀକୃଷ୍ଣ ଆପଣଙ୍କୁ ଏବେ ବରଦାନ ସ୍ୱରୂପ ଦେବାକୁ ଯାଉଛନ୍ତି । ତେବେ ଆପଣ ଭଗବାନଙ୍କ ବରଦାନକୁ କାର୍ଯ୍ୟକ୍ଷମ କରିବା ମଧ୍ୟ ନିହାତି ଆବଶ୍ୟକ । ଆପଣ ଯେଉଁଭଳି ଗତିରେ ଧନ ରୋଜଗାର କରିବେ ତାହା ଦେଖି ସମସ୍ତେ ଈର୍ଷା ଭାବ ରଖିଲେ ମଧ୍ୟ ଆପଣଙ୍କର କିଛି କ୍ଷତି କରିପାରିବେ ନାହିଁ ।

କନ୍ୟା ରାଶି: ଆପଣଙ୍କ ପାଇଁ ଆସୁଥିବା ସମୟ ଭଲ ରହିଥିବାରୁ ଆପଣ ନିଜର ଯୋଜନାକୁ କାର୍ଯ୍ୟକାରୀ କରିଇବାର ଏହା ଏକ ଭଲ ଶୁଭ ସମୟ ଅଟେ । ଯଦି ଆପଣ ଚାକିରି କରିବା ପାଇଁ ଆଶାୟୀ ଅଛନ୍ତି ତେବେ ପରିଶ୍ରମ କରିଚାଳନ୍ତୁ ଏହି ସମୟ ଆପଣଙ୍କୁ ଭଲ ସଫଳତା ଦେବ । ଅନେକ ଜାଗାରୁ ଧନ କାମାଇବା ପାଇଁ ଆପଣ ଉଜୋଗି ହେବେ ଆଉ ସଫଳ ମଧ୍ୟ ରହିବେ ।

ସିଂହ ରାଶି: ଆଶା ଠାରୁ ଅଧିକ ଆପଣ ରୋଜଗାର କରିବେ । ଦୋଳ ପୁର୍ଣିମା ପରେ ଆପଣଙ୍କୁ ବହୁତ ବଡ କିଛି ଖୁସି ଖବର ମିଳିବ । ଅଧା ରହିଥିବା କାର୍ଯ୍ୟକୁ ପୁରା କରିବା ପାଇଁ ଆପଣ ପାଦ ବଢାଇବେ ଏବଂ ସମୟର ସହଯୋଗରେ ତାହା ସମ୍ପୂର୍ଣ ମଧ୍ୟ ହୋଇଯିବ । ଜମିବାଡି ମାମଲାରେ ଆପଣ ଅଧିକ ଲାଭବାନ ରହିବେ ଏହି ସମୟରେ ।

ତୁଳା ରାଶି: ଚାରିଆଡୁ ଆପଣ ଧନ ଲାବଭା କରିବାକୁ ଲାଗିବେ । ଆପଣଙ୍କ ବ୍ୟବସାୟ ବୃଦ୍ଧି ହେବ । ଫ୍ହାର ପରିବାର ମଧ୍ୟରେ ସକାରାତ୍ମକ ମାହୋଲ ରହିବ । ନୂଆ ଘର, ଗାଡି ଜମି କିଣିପାରନ୍ତି । ସମୟ ଭଲ ରହିଥିବାରୁ ନୂତନ ଜିନିଷ କିଣିବାର ଶୁଭ ଯୋଗ ଆପଣଙ୍କର ବନୁଅଛି ।

କୁମ୍ଭରାଶି: ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କୁ ଅନେକ ଜାଗାରୁ ଧନ ରୋଜଗାର କରିବା ପାଇଁ ସୁଯୋଗମାନ ପ୍ରାପ୍ତ ହେବ । ଆପଣଙ୍କ ଆୟ ଆଶା ଠାରୁ ଅଧିକ ବଢିବାକୁ ଲାଗିବ । ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କ ସହଯୋଗ ମିଳିବ । ବହୁତ ଖୁସିର ମାହୋଲ ରହିବ ଆପଣଙ୍କ ଘରେ । ଆପଣଙ୍କ ଘରେ କୌଣସି ଧାର୍ମିକ କାର୍ଯ୍ୟ କିମ୍ବା ଶୁଭ କାର୍ଯ୍ୟ ହେବାର ଯୋଗ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *