ଏହି ତେଲ ମାଲିସ କଲେ Varicose Veins, ସିର ଫୁଲିବା, ବ୍ଲକେଜ, ସିର ଦୁର୍ବଳ ହେବା ଭଳି ସମସ୍ୟା ସବୁଦିନ ପାଇଁ ହୋଇଯିବ ଶେଷ

ଆପଣ ମାନେ ବହୁତ ପ୍ରକାର ରୋଗୀଙ୍କୁ ଦେଖିବାକୁ ପାଇଥିବେ ତେବେ କଣ ଆପଣ କେବେ କୌଣସି ମଣିଷ ସିର ଫୁଲିକି ବାହାରେ ଦେଖା ଯିବାର ଦେଖିଛନ୍ତି ଏହି ସମସ୍ୟା ବହୁତ ଲୋକଙ୍କ ଭିତରେ ଦେଖା ଯାଇଥାଏ, ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ଭଳି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭିତରେ ଅଧିକ ଦେଖିବାକୁ ମିଳିଥାଏ କାହିଁକିନା ମହିଳାଙ୍କୁ ଗୋଟେ ଜାଗାରେ ବସି ରହିବାକୁ ପଡିଥାଏ ଯାହା ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ କରିଥାଏ ଆଉ ଚର୍ବି ଏତେ ବଢି ଯାଇଥାଏ ଯେ ରକ୍ତ ପ୍ରଭାବ ଭଲରେ ହୋଇ ପାରେ ନାହିଁ ଆଉ ସିର ଫୁଲିବା ଆରମ୍ଭ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହାର ମୁଖ୍ୟ କାରଣ ଆଉ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ ଏହି ରୋଗରୁ ମୁକ୍ତି ପାଇ ପାରିବେ ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କ ସିର ଫୁଲିଥାଏ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥାଏ ତେବେ ଚାଲିବା ବସିବା କଷ୍ଟକର ହୋଇଥାଏ କଣ ଆପଣ ଏହା ଜାଣିଛନ୍ତି ଯେ ସିର ଫୁଲିବାର ମୁଖ୍ୟ କାରଣ ଏହା ହୋଇଥାଏ ଯେ ଆପଣ ଅଧିକ ଚଲା ବୁଲା କରନ୍ତି ନାହିଁ ବହୁତ ସ୍ଥାନରେ ଆପଣ ଏକ୍ସରସାଇଜ କରିବା ଜାଗାରେ ବସିକି ରୁହନ୍ତି ତେବେ କଣ ଆପଣ ଜାଣିଛନ୍ତି ଏହି କାରଣ ପାଇଁ ଆପଣଙ୍କ ଚାରି ଆପଣଙ୍କ ଜଙ୍ଘରେ ସବୁଠାରୁ ଅଧିକ ଲାଗିଥାଏ ଯାହା ପରେ ରକ୍ତ ପ୍ରବାହ କମି ଯାଇଥାଏ

ଆଉ ସିର ଗୁଡିକ ଫୁଲି ଯାଇଥାଏ ଆଉ ଆମକୁ ଭୁତ କଷ୍ଟ ହୋଇଥାଏ ଆପଣଙ୍କୁ କଷ୍ଟର୍ଡ ଅଏଲ ଦ୍ଵାରା ମାଲିସ କରିବା ଉଚିତ ହୋଇଥାଏ ଏହା ସହ ଭଲ ଭଲ ସବୁଜ ପନି ପାରିବା ସେବନ କରନ୍ତୁ ଆଉ ଏହା ସହ ଏମିତି ଜିନିଷ ସେବନ କରନ୍ତୁ ଯାହା ଦ୍ଵାରା ଚର୍ବି ବଢିବ ନାହିଁ । ଆପଣ ରସୁଣ ସେବନ କରନ୍ତୁ ଏହା ଦ୍ଵାରା ଆମ ରକ୍ତ ପତଳା ହୋଇଥାଏ ଯାହା ଦ୍ଵାରା ଏହି ଶରୀର ସବୁ ଅଙ୍ଗରେ ପହଞ୍ଚିଥାଏ ।

ତେବେ ଏହି ଭଳି ସମସ୍ୟାରୁ କେବଳ ବାହାରୁ ମାଲିସ କଲେ ଠିକ ହବ ନାଏଚଏନ ଆପଣଙ୍କୁ ଭରପୁର ମାତ୍ରାରେ ବିଟାମିନ ଏ ଆଉ ବିଟାମିନ ବି ୧୨ ଜିନିଷ ଖାଇବାକୁ ହବ ଯାହା ଆପଣଙ୍କ ଶିରକୁ ମଜବୁତ କରିବାରେ ସାହାଜ୍ଯ କରିଥାନ୍ତି । ତେବେ ଏହା ଛଡା ଆପଣଙ୍କୁ ମୁନକା, ଅଳସି ମଞ୍ଜି ଆଉ ୱାଲନଟ ଖାଇବାକୁ ହବ ଯାହା ଆପଣଙ୍କ

ଶିରକୁ ଭିତରଉ ଶକ୍ତି ଦେଇଥାଏ ଯାହା ଦ୍ଵାରା ଆପଣଙ୍କ ଏହି ସମସ୍ୟା ବହୁତ ଶୀଘ୍ର ଭଲ ହୋଇଥାଏ ଆପଣଙ୍କୁ କଷ୍ଟୋର ଅଏଲ ସହ ବିଟାମିନ ଇ କ୍ୟାପସୁଲ ସମାନ ମାତ୍ରାରେ ମିଶାଇ ଏହାକୁ ସିର ଦେଖା ଯାଉଥିବା ଜାଗାରେ ହାଲ୍କା ହାତରେ ମାଲିସ କରିବାକୁ ପଡିବ କିଛି ଦିନ ଭିତରେ ଆପଣଙ୍କୁ ଫରକ ଦେଖା ଜୀବ ।

Leave a Reply

Your email address will not be published. Required fields are marked *