ଆଜିଠାରୁ ପୁରା 2 ମାସ ପର୍ଯ୍ୟନ୍ତ 5ଟି ରାଶିରେ ମହାଧନ ଯୋଗ- Jyotisha Shastra

ଏହି ରାଶି ମାନଙ୍କର ଭାଗ୍ୟ ଆଜିଠୁ ପୁରା 2 ମାସ ପର୍ଯ୍ୟନ୍ତ ବଦଳିବାକୁ ଯାଉଛି । ଏହି ରାଶି ମାନେ ପ୍ରଭୁ ହନୁମାନଙ୍କର ଅହେତୁକ କୃପା ଲାଭ କରିବାକୁ ଯାଉଛନ୍ତି । ଏହି ରାଶି ମାନଙ୍କର ପୂର୍ବରୁ ଅର୍ଜନ କରିଥିବା ପୁଣ୍ୟ , ସେମାନଙ୍କୁ ସବୁ ଧନ ଆକାରରେ ମିଳିବାକୁ ଯାଉଛି । ଆପଣଙ୍କୁ କହି ରଖୁଚୁ କି ପ୍ରତ୍ଯେକ ରାଶିଙ୍କର କିଛି ଭଲ ଗୁଣ ଓ ଦୁର୍ବଳତା ମଧ୍ୟ ରହିଥାଏ । ପ୍ରତ୍ଯେକ ରାଶିଙ୍କର ନିଜର ଗୁଣ, ସ୍ଵଭାବ, ଜୀବନ ତଥା ଲୋକଙ୍କ ପ୍ରତି ଅଚ୍ଚାର ବ୍ୟବହାର ଅଲଗା ଅଲଗା ରହିଥାଏ । ଏହି ରାଶି ଅନୁସାରେ ହିଁ ବ୍ୟକ୍ତି ଜୀବନରେ ହେଉଥିବା ଉତ୍ଥାନ ପତ୍ତନ ବିଷୟରେ ଜଣା ପଡିଥାଏ ।

ମିଥୁନ :- ଧନର ଆଗମନ ହୋଇପାରେ । ପ୍ରେମ ଓ ମହବତ ମାମଲାରେ ନିଜ କଥା କବୁରେ ରଖନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି । ଗରିବ ଲୋକ ମାନଙ୍କ ମଧ୍ୟରେ ହଳଦିଆ ବସ୍ତ୍ର ଦାନ କରନ୍ତୁ । ଅଧା କାମ ସମ୍ପର୍ନ ହେବ । ଚାକିରିରେ ଆଜି ପ୍ରମୋଶନ ହୋଇପାରେ । ପଇସା ବଚତ କରିବାରେ ଆପଣ ସଫା ହେବେ ।

କର୍କଟ :- ଛାତ୍ର ମାନେ ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ । ଶକରତ୍ମକତା ଭାବନାକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ଆପଣଙ୍କୁ ନିଜ ପ୍ରିୟଙ୍କ ସହିତ ସମୟ ବିତାଇବାର ଆବଶ୍ୟକତା ରହିଛି, କାରଣ ଆପଣ ଦୁଇଜଣ ଭଲସେ ଦୁଇଜଣଙ୍କୁ ଜାଣିବା ବୁଝିବା ଉଚିତ । ବିତୀୟ ଦେବା ନେବା କରିବା ସମୟରେ ସାବଧାନ ରହିବାର ଆବଶ୍ୟକତା ରହିଛି ।

ବିଛା :- ବିଛା ରାଶିର ଲୋକ ସମୟ ଅନୁକୂଳତାର ଲାଭ ନିଅନ୍ତୁ । ପାରିବାରିକ ଚିନ୍ତା ବନିବ । ବ୍ୟବସାୟରେ ଆଜି ଆପଣ ବହୁତ ସଫଳ ରହିବେ । ଚାକିରି ମାମଲାରେ ଆଜି ଆପଣଙ୍କୁ ସମ୍ଭାଳିକି ରହିବାର ଆବଶ୍ୟକତା ରହିଛି । ସହକର୍ମୀଙ୍କ ସହିତ ବଡ ବିବାଦ ହୋଇପାରେ । ଆଜି ଆପଣଙ୍କ ବିଚାର ଅନ୍ୟକୁ ପ୍ରଭାବିତ କରି ପାରିବ ନହିଁ । ମହତ୍ଵ ପୂର୍ଣ କାର୍ଯ୍ୟରେ ଜୀବନ ସାଥିଙ୍କୁ ନିଶ୍ଚିତ ରୂପରେ ସାମିଲ କରନ୍ତୁ ।

ମକର :- ଆଜି ଦିନରେ ଆରମ୍ଭ କରାଯାଇଥିବା ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ ଭାବରେ ପୁରା ହେବ । କୌଣସି କାର୍ଯ୍ୟକୁ ନେତୃତ୍ଵ କରିବା ଆପଣଙ୍କ ପାଇଁ ଉଚିତ ନୁହେଁ, ଅନ୍ୟର ସହଯୋଗ ଦ୍ଵାରା ସେହି କାର୍ଯ୍ୟକୁ ପୁରା କରିବା ଉଚିତ ହେବ । ନୂଆ ପରିଯୋଜନା ଓ ଖର୍ଚରୁ ବଞ୍ଚିତ ରୁହନ୍ତୁ । ଆପଣଙ୍କଉ ସାଙ୍ଗର ସହଯୋଗ ମିଳିବ । ଆଜି କଥା ବାର୍ତା ହେଉଥିବା ସମୟରେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।

ମୀନ :- ଆଜି ଆପଣଙ୍କ ସାଥିଙ୍କ ସହିତ ଭଲ ସମ୍ପର୍କ ରହିବ । ଆପଣ ଯେଉଁ ନୂଆ ସମ୍ପର୍କ ଯୋଡିବା ପାଇଁ ଚାହୁଁ ଛନ୍ତି ତାଙ୍କ ପାଇଁ ସେହି ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିବ ଆଉ ସୁଖମୟ ରହିବ । ବ୍ୟବସାୟରେ ଆଜି ଉଶ୍ଚାହ ଜନକ ସ୍ଥିତି ବନିବ । ଚାକିରି ଓ କାମ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ । ଆପଣଙ୍କ କଥାର ଭୁଲ ମତଲଭ ବାହାର କରାଯାଇପାରେ । କୌଣସି ଶୁଭ କାର୍ଯ୍ୟ ହେବାର ସଙ୍କେତ ସିତାରା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *