ମୃ-ତ୍ୟୁ ପରେ 47 ଦିନ ପର୍ଯ୍ୟନ୍ତ ଆତ୍ମା କଣ କରିଥାଏ ? କଣ ହୋଇଥାଏ ମୃ-ତ୍ୟୁ ପରେ (Garuda Puran)

ନମସ୍କାର ବନ୍ଧୁଗଣ । ଆପଣମାନେ ଜାଣିଥିବେ ମଣିଷ ମରିବା ପରେ  ତାହାର ଶରୀର ସହିତ ଯାହା ଘଟି ଥାଏ ।   କିନ୍ତୁ ଗୋଟେ ଆତ୍ମା ସହିତ କଣ ହୋଇଥାଏ ତାହା କଣ ଆପଣ ମାନେ ଜାଣିଛନ୍ତି । ଆସନ୍ତୁ ଜାଣିବା କଣ ଘଟିଥାଏ ଗୋଟେ ଆତ୍ମା ସହିତ । ଆପଣ ମାନେ ଜାଣିଥିବେ ଜୀବନର ସତ ହେଉଛି ମୃ-ତ୍ୟୁ । କିନ୍ତୁ ଏହି ସତ୍ୟ ମୃ-ତ୍ୟୁ ପରେ ଜଣା ପଡି ଥାଏ । ମୃ-ତ୍ୟୁର କେତେ ଦିନ ଭିତରେ ଜମ ଲୋକରେ ପହଞ୍ଚି ଥାଏ ଆସନ୍ତୁ ଜାଣିବା । ଗରୁଡ ପୁରାଣ ରେ ଲେଖା ଅଛି ଗୋଟେ ମଣିଷ ମରିବା ପୂର୍ବରୁ  ତାହାର କଥା କହିବାର ଶକ୍ତି ଚାଲିଯାଇଥାଏ ।

ଗୋଟେ ମଣିଷର ମରିବା ସମୟ ପାଖେଇ ଆସିଲେ ତାକୁ ଦିବ୍ୟ ଦ୍ରୁଷ୍ଟି ଦେଖା ଯାଇଥାଏ । ତାହାପରେ ତାକୁ ସାରା ସଂସାର ଏକା ଭଳି ଦେଖା ଜାୟ । ଗରୁଡ ପୁରାଣ ହିସାବରେ ମୃ-ତ୍ୟୁ ସମୟରେ 2ଟି ଜମ ଦୁତ ଆସିଥାନ୍ତି । ଯମଦୂତ ଆତ୍ମାକୁ ଏକ ଶରୀରରେ ବାନ୍ଧି ଯମଲୋକ କୁ ନେଇଯାଇଥାନ୍ତି । ମୃ-ତ୍ୟୁ ର ରାସ୍ତା ଅନ୍ଧାର ଓ ଗରମ ବାୟୁ ରେ ଭରି ହୋଇ ରହିଥାଏ ।   ଯମ ଲୋକ ପହଞ୍ଚିଲା ପରେ ଆତ୍ମାକୁ ଯମ ଜୀବ ଦାନ ଦେଇଥାନ୍ତି ତାହାପରେ ତାହାକୁ ପୃଥିବୀ ପୃଷ୍ଠକୁ ପଠେଇଦେଇଥାନ୍ତି । ତାହାପରେ ତାହାର ଆତ୍ମା ଘରକୁ ଆସି ତାହାର ଶରୀରରେ ଆଉଥରେ ପ୍ରବେଶ କରିବାକୁ ଚାହିଥାଏ ।

କିନ୍ତୁ ତାହା ପ୍ରବେଶ କରିପାରେ ନାହିଁ । ପିଣ୍ଡ ଦାନ ପରେ ଗୋଟେ ଆତ୍ମା ମୁକ୍ତି ପାଇନଥାଏ । ତାହାପରେ ଗୋଟେ ଆତ୍ମା ଭୋକ ଉପାସରେ ଘୁରି ବୁଲିଥାଏ । ଯେ ପର୍ଯ୍ଯନ୍ତ ସେହି ଆତ୍ମା ର ଘର ଲୋକ ପିଣ୍ଡ ଦାନ କରିନଥାନ୍ତି ସେ ପର୍ଯ୍ୟନ୍ତ ତାହାର ଆତ୍ମା ମୁକ୍ତି ପାଇ ନଥାଏ । ତାହର ଆତ୍ମା ଦୁଖୀ ହେଇ ବୁଲିଥାଏ । ମଣିଷର 10 ଦିନ ପରେ ତାହାର ପିଣ୍ଡ ଦାନ ନିହାତି କରିବା କଥା । ପିଣ୍ଡ ଦାନ ପରେ ଆତ୍ମା ଚାଲିବାର ଶକ୍ତି ପାଇଥାଏ । ପୁଣି 13 ଦିନ ପରେ ଜମ ଦୁତ ତାହାକୁ ଆଉଥରେ ଧରନ୍ତି ।

ତାହାପରେ ଆରମ୍ଭ ହୁୟ ବୈତରଣୀ ନଦୀ ପାର ହବା କାର୍ଯ୍ୟ, ଏହାକୁ ପାର ହବାକୁ 37 ଦିନ ଲାଗିଥାଏ । ତାହାପରେ  ଆତ୍ମା ଜମ ଲୋକ ପହଞ୍ଚିଥାନ୍ତି । ଯଦି ଆତ୍ମାର ପରିଜନ ମାନେ ପିଣ୍ଡ ଦାନ ଦିଅନ୍ତି ନାହିଁ ତାହାଲେ ଆତ୍ମାକୁ ଶାନ୍ତି ମିଳିନଥାଏ । 47 ଦିନ ପର୍ଯ୍ୟନ୍ତ ଆତ୍ମା ଚାଲିକରି ଜମଲୋକ ରେ ପହଞ୍ଚନ୍ତି । ତେଣୁ ବନ୍ଧୁଗଣ ଆପଣ ଜାଣିଲେ ତ ମୃ-ତ୍ୟୁ ପରେ 47 ଦିନ ଜାଏ ଆତ୍ମା ସହିତ କଣ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଏବଂ ଆଗକୁ ଆମ ସହ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *