GK- କଣ ଖାଇଲେ କିଡନୀ ଖରାପ ହୋଇ ଯାଇଥାଏ ? ଏହା ସହ ଜାଣନ୍ତୁ 9ତି ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ ।

ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ ।

ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ । ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ ।

ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ଦୈନନ୍ଦିନ ଜୀବନରେ ନିଶ୍ଚୟ କାମରେ ଆସିବ । ଯାହାକୁ ଆପଣ ନିଜର ନୀତିଦିନିଆ ଜୀବନରେ କାମ ରେ ଲଗାଇ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ । 1- କେଉଁ ଫଳ ଖାଇଲେ 300 ଟି ରୋଗ ଠିକ ହୋଇଥାଏ ?

ଉତ୍ତର- ଅମୃତଭଣ୍ଡା ।

2- ଭାରତର କେଉଁ ରାଜ୍ୟ ରେ ସବୁଠାରୁ ବେସୀ ସୋୟାବିନ ଉତ୍ପାଦନ ହୋଇଥାଏ ?

ଉତ୍ତର- ମଧ୍ୟ ପ୍ରଦେଶ ।

3- କେଉଁ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର- ବେଲ ।

4- ହାତୀ ର କେତୋଟି ଦାନ୍ତ ଥାଏ ?

ଉତ୍ତର- 26 ଟି ।

5- ଗୋଟିଏ ପେଚା କେତେ ଡିଗ୍ରୀ ମୁଣ୍ଡ ବୁଲାଇପାରେ ?

ଉତ୍ତର- 270 ଡିଗ୍ରୀ ।

6- କେଉଁ ରାଜ୍ୟ କୁ ଭାରତର ଦ୍ଵାର ବୋଲି କୁହା ଯାଇଥାଏ ?

ଉତ୍ତର- ଦିଲ୍ଲୀ ।

7- କେଉଁ ଦେଶର କୁକୁଡା ମାନେ ନୀଳ ରଙ୍ଗର ଅଣ୍ଡା ଦେଇଥାନ୍ତି ?

ଉତ୍ତର- ଚୀନ ।

8- ବିଲେଇ ର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- 15 ବର୍ଷ ।

9- କଣ ଅଧିକ ଖାଇଲେ କିଡନୀ ଖରାପ ହୋଇଥାଏ ?

ଉତ୍ତର- କୋଫିନ ।

ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *