ଗୁରୁବାର ରେ କରନ୍ତୁ ଏହି 5 କାମ ହୋଇଯିବେ ଧନୀ…

ବନ୍ଧୁଗଣ ବୃହସ୍ପତି ବାର ବା ଗୁରୁବାର ଏହା ହେଉଛି ଅତ୍ୟନ୍ତ ଶୁଭ ବାର । ମା ଲକ୍ଷ୍ମୀ ଓ ନାରାୟଣଙ୍କ ସହ ଗୁବାର ଦିନ ଟି ଜଡିତ ଅଟେ । ଏହି ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ହିନ୍ଦୁ ଧର୍ମରେ ସବୁ ବାର ସହ କିଛି ନା କିଛି ମହତ୍ଵ ଜଡିତ ରହିଛି । ଶସ୍ତ୍ର ଅନୁଯାୟୀ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କ ପୂଜା କରିବା ଦ୍ଵାରା ଅନେକ ଖୁସି ଆସିଥାଏ । ଓ ଧନ ସମ୍ପତି ବୃଦ୍ଧି ପାଇଥାଏ । ଆଜି ଆମେ ଜାଣିବା ଗୁରୁବାର ଏପରି କେଉଁ କାମ କରିଲେ ବ୍ୟକ୍ତି ଧନବାନ ହୋଇଥାଏ ।

1- ଗୁରୁବାର ଦିନ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ପକାଇବା ଉଚିତ । ଏହି ସମୟରେ ଓମ ବୃହସ୍ପତାୟ ନମଃ ମନ୍ତ୍ର ଜପ କରିବା ଉଛି । ଗୁରୁବାର ଦିନ ବ୍ରହ୍ମ ମୂହୁର୍ତ୍ତ ରୁ ଉଠି ସ୍ନାନ କରିବା ଉଚିତ ହୋଇଥାଏ । ଏହି ସମୟରେ ସ୍ନାନ କରିବା ବ୍ଯତୀତ ଭଗବାନଙ୍କ ପୂଜା କରିଲେ ପୂଜା ସଫଳ ହୋଇଥାଏ ।

2- ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଙ୍କର ପୂଜା କରିବା ଉଚିତ । ଏହା ଦ୍ଵାରା ସବୁ ସମସ୍ୟାର ଅନ୍ତ ଘଟିଥାଏ ।

3- ଗୁରୁବାର ଦିନ ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ । ଏହା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଫଳ, ନୈବେଦ୍ୟ ଅର୍ପଣ କରିବା ଉଚିତ । ଏହି ଦିନ ହଳଦୀ ପାଣି ରେ ସ୍ନାନ କରିବା ସହ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଗୃହକୁ ଧନ ହିଁ ଧନ ଆସିବାକୁ ଲାଗିବ ।

4- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରିବା ଉଚିତ । ଏହି ସମୟରେ ଭିକାରି ଙ୍କୁ ହଳଦିଆ ଅଜିନିଷ ଦାନ କରିବା ଉଚିତ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଗୃହରେ ବାସ କରିଥାନ୍ତି ।

5- ଗୁରୁବାର ଦିନ ତୁଳସୀ ପୂଜା କରିବା ସମୟରେ କଞ୍ଚା କ୍ଷୀର ତୁଳସୀ ଗଛରେ ଅର୍ପଣ କରିବା ଉଚିତ । ଗୁରୁବାର ଦିନ ବୃହସ୍ପତି ଘରକୁ ମଜବୁତ କରିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରିବା ଉଚିତ । ସବୁ ଖରାପ ପ୍ରଭାବ ହୋଇଥାଏ ।

6- ଗୁରୁବାର ଦିନ ଓସ୍ତ ଗଛର ପୂଜା କରିବା ଉଚିତ । ଏହା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ସକାଳୁ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରି ଏହାର ପରିକ୍ରମା କରିବା ଉଚିତ । ଏହା ପରେ ଓସ୍ତ ଗଛରେ ସୂତା ବାନ୍ଧନ୍ତୁ । ନିଜର ମନୋକାମନା କୁହନ୍ତୁ ସୂତା ବାନ୍ଧିବା ସମୟରେ । ନିଶ୍ଚୟ ସବୁ ଇଚ୍ଛା ପୂରଣ ହୋଇଥାଏ । ତେବେ ଗୁରୁବାର ଦିନ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *