କୋଲଗେଟ ରେ କେଉଁ ପଶୁ ର ରକ୍ତ ମିଶା ଯାଇଥାଏ ? ଏହା ସହ ଜାଣନ୍ତୁ ଅନ୍ୟ କିଛି ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଦୁନିଆରେ ଅନେକ ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା ।

ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି ।

କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରିପାରିବୁ ।

ତେବେ ଆପଣଙ୍କର ଜ୍ଞାନ ବଢାଇବା ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ନୂଆ ସାଧାରଣ ଜ୍ଞାନ ପାଇଁ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଓ ଏହାର ଉତ୍ତର ବିଷୟରେ ବିସ୍ତାର ଭାବେ ।

1- କଳା ହୀରା କାହାକୁ କୁହାଯାଏ ?

ଉତ୍ତର- କୋଇଲା ।

2- ପଣସ କେଉଁ ଦେଶର ଜାତୀୟ ଫଳ ଅଟେ ?

ଉତ୍ତର- ବାଙ୍ଗଲାଦେଶ ।

3- ସୂର୍ଯ୍ୟ ମୁଖ୍ୟ ଫୁଲ କେଉଁ ଦେଶର ଜାତୀୟ ଫୁଲ ଅଟେ ?

ଉତ୍ତର- ୟୁକ୍ରେନ ।

4- ଗେଟୱେ ଅଫ ଇଣ୍ଡିଆ କେଉଁ ସହରରେ ଅବସ୍ଥିତ ଅଟେ ?

ଉତ୍ତର- ମୁମ୍ବାଇ ।

5- ପେଠା ନଗର କେଉଁ ସହର କୁ କୁହାଯାଏ ?

ଉତ୍ତର- ଆଗ୍ରା ।

6- କ୍ରିକେଟ ଖେଳର ଭଗବାନ କାହାକୁ କୁହାଯାଏ ?ଉତ୍ତର- ସଚିନ ତେନ୍ଦୁଲକର ।

7- କେଉଁ ପଶୁ 30 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରେ ?

ଉତ୍ତର- କଙ୍ଗାରୁ ।

8- ଫୁଟବଲ ଖେଳରେ ଗୋଟିଏ ଦଳ ପକ୍ଷ ରୁ କେତେ ଜଣ ଖେଳାଳି ରହିଥାନ୍ତି ?

ଉତ୍ତର- 11 ଜଣ ।

9- କୋଲଗେଟ ରେ କେଉଁ ପଶୁ ର ରକ୍ତ ମିଶା ଯାଇଥାଏ ?

ଉତ୍ତର- କାହାର ବି ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *