ତୁଳସୀ ମୂଳର ମାଟି କୋଟିପତି କାହିଁକି କରାଇଥାଏ ? ମାତ୍ର 24 ଘଣ୍ଟା ରେ ହେବ ଧନର ବର୍ଷା…

ବନ୍ଧୁଗଣ ଗୁରୁଡ ପୁରାଣ, ଭବିଷ୍ୟ ପୂରଣ, ପଦ୍ମ ପୁରାଣ, ସ୍କନ୍ଧ ପୁରାଣ ରେ ତୁଳସୀ ର ଅନେକ ବିଶେଷତ୍ଵ କୁହା ଯାଇଛି । ପ୍ରଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ପୃଥିବୀରେ ପଡିଥିଲା ସେଥିରୁ ତୁଳସୀ ର ଉତପତି ହୋଇଥିଲା । ବ୍ରହ୍ମଦେବ ତୁଳସୀ ଙ୍କୁ ଭଗବାନ ବିଶୁଣୁ ଙ୍କୁ ସମର୍ପିତ କରିଥିଲେ । ତୁଳସୀ ସବୁ ହିନ୍ଦୁ ଧର୍ମ ମାନଙ୍କର ଘର ଅଗଣାରେ ପୂଜା କରାଯାଇଥାଏ ।

ତୁଳସୀ ଗଛ ପତ୍ରରେ ସାକ୍ଷାତ ଭଗବାନ ବିଶୁଣୁ ବାସ କରିଥାନ୍ତି । ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ ଆଧ୍ୟାତ୍ମିକ ଓ ଆର୍ଥିକ ଉନ୍ନତି ହୋଇଥାଏ । ଆଜି ଆମେ ଜାଣିବା ତୁଳସୀ ଗଛର କିଛି ଚମତ୍କାରୀ ଗୁଣ ଓ ଉପାୟ ବିଷୟରେ । ତୁଳସୀ ଗଛକୁ ସଠିକ ଦିଗରେ ରଖାଯାଏ ଓ ଏହାର ପୂଜା କରାଯାଏ ସେହି ଘରେ ବାସ୍ତୁ ଦୋଷ ଉତପନ ହୁଏ ନାହିଁ ।

ଘରେ ବିପଦ ହେବାକୁ ଥିଲେ ତୁଳସୀ ସୁଖୀ ଯାଇଥାଏ । ଯଦି କୌଣସି ବ୍ୟକ୍ତି ଲଗାତାର 1 ମାସ ଯାଏଁ ତୁଳସୀ, ଲଡୁ, ମୋଦକ ବା କୌଣସି ମିଠା ସହ ହନୁମାନ ଜୀ ଙ୍କୁ ଚଢାଇଥାନ୍ତି ତେବେ କୌଣସି ମନୋକାମନା ପୂରଣ ହୋଇଥାଏ । କରଜ ବୋଝରେ ଚିନ୍ତାରେ ଥିଲେ, ବିବାହରେ ବାଧା ଆସୁଥିଲେ ତୁଳସୀ ମଞ୍ଜରି କାଢିଲେ ତାହା ଦୂର ହୋଇଥାଏ । ତୁଳସୀ ମାଟି, ସୁଖୀ ଯାଇଥିବା ପତ୍ର ଓ ମଞ୍ଜରି କୁ ସ୍ନାନ କରୁଥିବା ପାଣିରେ ପକାଇ ସ୍ନାନ କରିବା ଦ୍ଵାରା ଜୀବନରେ ସବୁ ଦୋଷ ଦୂର ହୋଇଥାଏ ।

ଏମିତି ବ୍ୟକ୍ତି ଜୀବନରେ ଆଗକୁ ବଢିଥାଏ । ସ୍ନାନ ପାଣିରେ ତୁଳସୀ ମାଟି ପକାଇବା ଦ୍ଵାରା ଜୀବନରେ ବୃଦ୍ଧି ହେବ । ଆଗକୁ ବଢିବାରେ କେହି ବି ରୋକିପାରିବେନି । ତୁଳସୀ ମାଟି ମୁଣ୍ଡରେ ଲଗାଇଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ଵାରା ଥଣ୍ଡା, କାଶ, ଜ୍ଵର ସମସ୍ଯା ହୁଏ ନାହିଁ ।

ରବିବାର ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ଏହାର ପୂର୍ବ ଦିନ ତୁଳସୀ ପତ୍ର ତୋଳିବା ଉଚିତ । ଏହା ସହ ଅମାବାସ୍ୟା, ଏକାଦଶୀ ଦିନ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ । ବିନା ସ୍ନାନ କରି ତୁଳସୀ ଙ୍କ ପୂଜା କରୁଥିବା ବ୍ୟକ୍ତିଙ୍କର ପୂଜା ବିଫଳ ହୋଇଥାଏ । 4ଟି ସଂଖ୍ଯାର ତୁଳସୀ ପତ୍ର ଲଗାତାର 6 ମାସ ଯାଏଁ ଖାଇଲେ 8 ପ୍ରକାରର ସିଧି ପ୍ରାପ୍ତ ହୋଇଥାଏ ।

ଏହା ଦ୍ଵାରା ଜୀବନ ଅତ୍ୟନ୍ତ ସୁଖମୟ ହୋଇ ପାରିବ । ଯେଉଁ ମାନଙ୍କ ଉପରେ ନଜର ଦୋଷ ଅଛି, ଈର୍ଷା ହେଉଛି, ନେଗେଟିଭ ଶକ୍ତି ର ପ୍ରଭାବ ରହୁଛି । ତେବେ ଏହା ଦୂର କରିବା ପାଇଁ ତୁଳସୀ ଗଛର ଶୁଖିଲା ଚେର ନେଇ ଚାନ୍ଦି ର ତାବିଜରେ ପୁରାଇ ଲାଲ ସୂତା ରେ ବାନ୍ଧି ବେକରେ ଧାରଣ କରନ୍ତୁ । ଭାଗ୍ଯର ସାଥ ମିଳୁ ନାହିଁ। ସଙ୍କଟ ଲାଗି ରହିଛି ତେବେ ତୁଳସୀ ପତ୍ରର ମାଳା ହନୁମାନ ଜୀଙ୍କୁ ଅର୍ପଣ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *