ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ପଙ୍ଖ ଓ ଜାଣନ୍ତୁ ନିଜର ଭବିଷ୍ୟତ-Personality Test

ବନ୍ଧୁଗଣ ପ୍ରତେକ ପିଲା ମାନଙ୍କର ମୟୂର ପର ପ୍ରିୟ ହୋଇଥାଏ । ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କର ପର ର ଆକାର ଓ ରଙ୍ଗ ମଧ୍ୟ ଅଲଗା ହୋଇଥାଏ । କିନ୍ତୁ ଏହା ସେମାନଙ୍କୁ ସବୁ ପ୍ରକାରରେ ଉଡିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ମନୋବିଜ୍ଞାନ ଏହି ପଙ୍ଖ ଆଧାରରେ ମାନସିକ ଭାବରେ ଉଡିବା ବା ବିଚାର ସହ ଜଡିତ ଥାଏ । ଆପଣଙ୍କ ବିଚାର ହିଁ ଆପଣଙ୍କର ବ୍ୟକ୍ତିତ୍ବ ନିର୍ଧାରଣ କରିଥାଏ । ଏଥିପାଇଁ ମନୋବିଜ୍ଞାନର ଅନୁଯାୟୀ ବାଛନ୍ତୁ 5ଟି ପଙ୍ଖ ମଧ୍ୟରୁ କୌଣସି ଗୋଟେ ପଙ୍ଖ । ଆଉ ଜାଣି ନିଅନ୍ତୁ ଆପଣଙ୍କର ଭବିଷ୍ୟତ ବିଷୟରେ ।

1- ଯଦି ଆପଣ ପ୍ରଥମ ପଙ୍ଖ କୁ ବାଛିଛନ୍ତି ତେବେ ଆପଣ ଶାନ୍ତ ଓ ଦୟାଳୁ ସ୍ଵଭାବର ଅଟନ୍ତି । ଆପଣ ଲୋକଙ୍କୁ ସାଥିରେ ନେଇ ଚାଲିବାରେ ବିଶ୍ଵାସ ରଖନ୍ତି । ଏହା ହିଁ କାରଣ ଅଟେ ଯେଉଁ କଥା ଯେତେ ଉଗ୍ର ହୋଇଥାଉ ନ କାହିଁକି ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ଯେତେ ଯାଏଁ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ଣ୍ଣ ହୋଇଥାନ୍ତି । ସ୍ଥିତି ଯାହା ବି ହେଉ ନା କାହିଁକି ଆପଣ ନିଜ ବିଷୟରେ ଚିନ୍ତା ନ କରି ଅନ୍ୟକୁ ସାହାର୍ଯ୍ୟ କରିଥାନ୍ତି ।

2- ଆପଣ ଦ୍ଵିତୀୟ ପଙ୍ଖକୁ ବାଛିଥିଲେ ଆପଣ କୌଣସି କଥାକୁ ବହୁତ ଜଲ୍ଦି ଜାଣିଥାନ୍ତି ଓ ବୁଝିଥାନ୍ତି । ଯେବେ ନୂଆ କାମ କରିବାର କଥା ଆସେ ଆପଣ ସହଜରେ କରିଥାନ୍ତି । ଅନ୍ୟ ମାନଙ୍କ ଠାରୁ ଏପରି ଆଶା ରଖିଥାନ୍ତି । ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ କରିଥାନ୍ତି । ଆପଣ ନିଜର ବ୍ୟକ୍ତିଗତ ଲାଇଫ କାହା ସହ ସେୟାର କରନ୍ତି ନାହିଁ । କିନ୍ତୁ ସାଙ୍ଗଙ୍କ ସହ ସମୟ କାଟିବାକୁ ପସନ୍ଦ ହୋଇଥାଏ ।

3- ଆପଣ ତୃତୀୟ ପଙ୍ଖକୁ ବାଛିଛନ୍ତି ତେବେ ଆପଣ ଆତ୍ମନିର୍ଭରଶୀଳ ହେବାର ଉଦାହରଣ ହୋଇଥାନ୍ତି । ଜୀବନର ଛୋଟରୁ ଛୋଟ ଜିନିଷ ଠାରୁ କାହା ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଲାଇଫରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି । ନିଜର ଲକ୍ଷ୍ୟ ପାଇବାକୁ ଆପଣ ସଂପୂର୍ଣ୍ଣ ଆଶାନ୍ଵିତ ରହିଥାନ୍ତି । କେବେ ବି ହାର ନ ମାନିବା ଭଳି ବ୍ୟକ୍ତିତ୍ବ ଅଟନ୍ତି ।

4- ଆପଣ ଯଦି ଚତୁର୍ଥ ପଙ୍ଖକୁ ଚୟନ କରିଛନ୍ତି ତେବେ ଆପଣ କଳାତ୍ମକ ବ୍ୟକ୍ତି ହେବା ସହ ପ୍ରତେକ କାମକୁ ସଠିକ ଢଙ୍ଗରେ କରିବାକୁ ଇଚ୍ଛା ରଖିଥାନ୍ତି । ବହୁତ ଦୂର ଏହା ଆପଣଙ୍କୁ ଏମିତି ଏକ ଛବିରେ ବାନ୍ଧି ଦେଇଥାଏ । ଆପଣଙ୍କର ବ୍ୟକ୍ତିତ୍ବ ପ୍ରଭାବଶାଳି ହୋଇଥାଏ ତେଣୁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି ନାହିଁ । ଆପଣ ବେଳେବେଳେ ଠକାମିର ଶିକାର ହୋଇଥାନ୍ତି ।

5- ଆପଣ ପଞ୍ଚମ ପଙ୍ଖକୁ ବାଚିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି । କଳ୍ପନା ଶକ୍ତି ଆପଣଙ୍କର ସବୁଠାରୁ ବଡ ଗୁଣ କିନ୍ତୁ ଆପଣଙ୍କର ଦୁର୍ବଳତା ହେଉଛି ଆପଣଙ୍କର ନିଜର କ୍ଷମତା ଉପରେ ବିଶ୍ଵାସ ନ ଥାଏ । ଏହା ହିଁ କାରଣ ଅଟେ ଏତେ ପ୍ରଭାବଶାଳୀ ହୋଇ ମଧ୍ୟ ଅସଫଳ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *