ବାଛନ୍ତୁ ଗୋଟିଏ ଗଣେଶ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି-PERSONALITY TEST

ବନ୍ଧୁଗଣ ଆପଣ ସମସ୍ତଙ୍କୁ ଆମ ପରିବାର ତରଫରୁ ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକମାନା । ସମସ୍ତେ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି । ଯାହା ଜ୍ଯୋତିଷ ଦ୍ଵାରା ଜଣା ପଡିଥାଏ । ଆଜି ଆମେ ଭଗବାନ ଗଣେଶ ଙ୍କ କିଛି ନାମର ମହିମା ବିଷୟରେ କହିବାକୁ ଯାଉଛୁ । ସେଥିମଧ୍ୟରୁ ଏକଦନ୍ତ, ଗଜନନ, ଗଣପତି ନାମ ବିଷୟରେ କହିବାକୁ ଯାଉଛୁ ଯାହା ଭଗବାନ ଗଣେଶଙ୍କର ପ୍ରସିଦ୍ଧ ନାମ ଅଟେ । ଏହି ନାମ ଆଧାରରେ ଆପଣ ଭବିଷ୍ୟତର ସଂକେତ ପାଇପାରିଏ । ସେଥିପାଇଁ ବାଛନ୍ତୁ 3ଟି ଗଣେଶଙ୍କ ଚିତ୍ର ମଧ୍ୟରୁ କୌଣସି ଗୋଟିଏ ।

1- ଯଦି ଆପଣ ଏକଦନ୍ତ ନାମକୁ ବାଛିଛନ୍ତି ତେବେ ଏହି ନାମରେ ଭକ୍ତ ମାନେ ସହଜରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ଗତ କିଛି ବର୍ଷ ହେବ ଆପଣ କୁ-ଦଶା ଭୋଗ କରୁଛନ୍ତି । ମନ୍ଦ ଦଶା ନିମନ୍ତେ ମାଣିକ ରତ୍ନ ଧାରଣ କରିବା ପ୍ରୟୋଜନ ଅଟେ । ଯେଉଁ ବି କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତାର ସମ୍ଭାବନା କଣ ରହୁଛି । ଆପଣ ଧାର୍ମିକ ଓ ନୀତିବାନ ପ୍ରକୃତିର ଅଟନ୍ତି । ଏହି ସ୍ଵଭାବ କାରଣରୁ ଲୋକେ ଆପଣଙ୍କର ଫାଇଦା ଉଠାଇଥାନ୍ତି । ସତ୍ୟ ନିଷ୍ଠ ହେବା କାରଣରୁ ଆପଣ ଗ୍ରହ ଦଶାରୁ ମୁକ୍ତି ପାଉଛନ୍ତି ।

2- ଆପଣଙ୍କୁ ଗଜାନନ ନାମ ଟି ଅଧିକ ଭଲ ଲାଗିଥିଲେ ମନରେ ଭବିଷ୍ୟତକୁ ନେଇ ବଡ ଯୋଜନା ଚାଲିଛି ଓ ଆଗକୁ ଏହା ସଫଳ ହେବ । ଯାହା ଯାଇଛି ତାହା ବିଷୟରେ ଚିନ୍ତା କରନ୍ତିନି । ଧନ ସମ୍ପତି ଅବିଳମ୍ବେ ପ୍ରାପ୍ତ ହେବ । ସମୟ ଆସିଲେ ଧନ ସମପତିର ଅଭାବ ରହିବନି । ଆପଣ କର୍ମ କରି ଚାଲନ୍ତୁ । ମଙ୍ଗଳ କାର୍ଯ୍ୟ ସଫଳ ହେବାର ସମୟ ଆସିଯାଇଛି । ସନ୍ତାନଙ୍କ ପାଇଁ ଚିନ୍ତା କରନ୍ତୁନି । ସେମାନେ ଭବିଷ୍ୟତ ଦିଗରେ ଆଗକୁ ବଢିବେ । ଆପଣଙ୍କ ପାଇଁ ବିଶେଷ କାର୍ଯ୍ୟ ଅଧିକ ଲାଭ ପ୍ରଦାନ କରିବେ । କୁନି ପିଲାଙ୍କୁ ଉପହାର ସ୍ୱରୂପ କିଛି ଖେଳଣା, ମିଠା ଖାଇବାକୁ ଦିଅନ୍ତୁ ।

3- ଆପଣଙ୍କୁ ଗଣପତି ନାମଟି ଅଧିକ ପସନ୍ଦ ଆସିଥିଲେ ଆପଣ ଗମ୍ଭୀର ସ୍ଵଭାବର ବ୍ୟକ୍ତି ଅଟନ୍ତି । ସହଜରେ କାହାକୁ ବିଶ୍ଵାସ କରନ୍ତିନି । ଯେଉଁଠି ଯେତିକି ଚିନ୍ତା କରିବା କଥା ତା ଠାରୁ ଅଧିକ ଚିନ୍ତା କରିଥାନ୍ତି । ସର୍ବଦା ସୁରକ୍ଷିତ ରହିବାକୁ ପସନ୍ଦ କରନ୍ତି । ଯେଉଁ ବି କାମରେ ହାତ ଦେଇଥାନ୍ତି ତାହା ସଫଳ ନ ହେବା ପାଇଁ ଛାଡନ୍ତି ନାହିଁ । ଆପଣଙ୍କ ମନରେ ଥିବା ଦୁଶ୍ଚିନ୍ତାକୁ ତ୍ୟାଗ କରନ୍ତୁ । ବର୍ତ୍ତମାନ ଆପଣ ଭଲ ସମୟ ଭୋଗ କରିବେ । ଧନ ସମ୍ପତି ଲାଭ ହେବ । ଯେଉଁ ଦିଗରେ ହେଉ ନା କାହିଁକି ଆପଣ ଶୁଭ ଯୋଗ ଓ ଫଳ ପ୍ରାପ୍ତ କରିବେ । ଗୁପ୍ତ ଚିନ୍ତା ତ୍ୟାଗ କରନ୍ତୁ । ସ୍ଥିତି ଏପରି ରହିଛି ଶତ୍ରୁ ମାନେ ଆପଣଙ୍କ ପାଇଁ ଚିନ୍ତାଗ୍ରସ୍ତ ହେଉଛନ୍ତି । କୌଣସି ଗୋଟେ ବ୍ୟକ୍ତିକୁ ଏକତରଫା ଭଲ ପାଉଛନ୍ତି ଆପଣ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *