ବାଳ ଝଡିବା ବନ୍ଦ ହେବା ସହ ଲମ୍ବା ଓ ଘନ ହେବ, ବାସ କରନ୍ତୁ ଏହି ଗୋଟେ ଉପାୟ- Hair Care Tips

ଆଜିକାଲି ହେୟାର ଫଲ ଏମିତି ସମସ୍ଯା ହୋଇ ଗଲାଣି ଯାହା ପାଇଁ ପୁରୁଷ ଓ ନାରୀ ଉଭୟ ଏହାର ସମୁଖିନ୍ନ ହେଉଛନ୍ତି ବଜାରରେ ମିଳୁଥିବା କେମିକାଲ ପ୍ରଡ଼କ୍ଟ ବ୍ୟବହାର କରିଲେ କିଛି ମାତ୍ରାରେ ଏହି ସମସ୍ଯା ଦୂର ହେଉଛି । କିନ୍ତୁ ପୁଣି ଥରେ ଏଭଳି ସମାସ୍ୟା ଦେଖିବାକୁ ମିଳୁଛି । ଏଥିପାଇଁ କିଛି ଲୋକ ମାନେ ବଜାରରେ ମିଳୁଥିବା ତେଲ ବା ଶ୍ୟାମ୍ପୋ ମଧ୍ୟ ବ୍ୟବହାର କରୁଛନ୍ତି ଯାହା କେଶ ସମସ୍ୟା ଦୂର ହେବା ବଦଳରେ ଅଧିକ ହେଉଛି । ଆଜି ଆମେ ଆପଣଙ୍କ ପାଇଁ କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହୋମ ରେମେଡି ନେଇ ଆସିଛୁ ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଚାହା ପତି ଯାହାକୁ ଆମେ କେବଳ ଚାହା କରିବାରେ ବ୍ୟବହାର କରିଥାଉ । ଚାହା ପତି ହେୟାରରେ ଲଗାଇଲେ ହେୟାର ସାଇନ କରିବା ସହ କେଶରେ ଚାହା ପତି ପାଣି ଲଗାଇଲେ କେସ ଘନ ଓ ଲମ୍ବା ହୋଇଥାଏ । ଏଥିପାଇଁ ଆବଶ୍ୟକ ରହିଛି ୨ ଚାମଚ ଚାହା ପତି ।

ଏକ ପ୍ୟାନରେ ଚାହା ପତି ନେଇ ଏକରୁ ଦେଢ ଗ୍ଳାସ ପାଣି ଏହାକୁ ୧୦ରୁ ୧୫ ମିନିଟ ଯାଏଁ ସେମିତି ଭିଜିବାକୁ ଦିଅନ୍ତୁ । ଏହା ପରେ ଆପଣ ଦେଖିବାକୁ ପାଇବେ ପାଣିର ରଙ୍ଗର ବଦଳି ଯାଇଥିବ । ଏହା ପରେ ଗ୍ଯାସ ଲାଗାଇ ଭଲ ଭାବେ ଫୁଟାନ୍ତୁ । ଏହାକୁ ୩ରୁ ୪ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ ଯେମତି ଚାହା ପତିର ସବୁ ପୋଷାକ ତତ୍ତ୍ଵ ପାଣିର ଆସିଯିବ ।

କେଶ ମୂଳରେ ଯଦି ଇନଫେକସନ ରହିଛି ବା ରୂପୀ ସମସ୍ଯା ରହିଛି ତେବେ ଚାହା ପତି ପାଣି ବହୁତ ଲାଭଦାୟକ ହୋଇଥାଏ । ଏମିତିକି ଧଳା କେସ ହୋଇଥିଲେ କଳା କେଶ କରିବାରେ ଚାହା ପତି ପାଣି ବହୁତ ସହାୟକ ହୋଇଥାଏ । ଏହି ପାଣି ଫୁଟିବା ପରେ ଏହାକୁ ପୁରା ଥଣ୍ଡା ହେବକୁ ଛାଡି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ ।

ଏହା ପରେ ଆପଣ ନିଜର କେଶ କୁ ଭଲ ଭାବେ ଶ୍ୟାମ୍ପୋରେ ସଫା କରନ୍ତୁ । କେଶରେ ଡାଇରେକ୍ଟ ଶ୍ୟାମ୍ପୋ ଲଗାଇବା ଦ୍ଵାରା ହେୟାର ଫଲ ଅଧିକ ହୋଇଥାଏ । ଶ୍ୟାମ୍ପୋ କରିବା ପରେ କେଶ ୱାସ କରନ୍ତୁ । ଏହା ପରେ ଚାହା ପତି ପାଣିକୁ କେଶର ମୂଳ ରେ ଢାଳି ଦିଅନ୍ତୁ । କେସକୁ ଭଲ ଭାବେ ମସାଜ କରନ୍ତୁ । ୫ ରୁ ୧୦ ମିନିଟ ଯାଏଁ ଏହି ଚାହା ପତି ପାଣି ପକାଇ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ ।

ଚାହା ପତିର ପାଣି ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ରେଜଲ ଖୁବ ଶୀଘ୍ର ନଜର ଆସିବ । ଚୁଟି ସୁଖିବା ପରେ ଆପଣଙ୍କ କେଶ ସିଲକି ସାଇନ ହେବା ସହ ହେୟାର ରେ ଚମକ ଆସିବ । ଏହା ସହ କେଶ ମୂଳ ମଧ୍ୟ ମଜବୁତ ହେବ । ସପ୍ତାହକୁ ଥରେ ବା ଦୁଇ ଥର ଏହାର ପ୍ରୟୋଗ କରିପାରିବେ । କଣ୍ଡିସନର ଲାଗାଇବା ପରେ କେଶରେ ଚାହା ପତି ପାଣି ଢାଳି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *