ଭଗବାନ ଶ୍ରୀ କୃଷ୍ଣ କହିଥାନ୍ତି ନାରୀ ଙ୍କୁ ଏହି ଜିନିଷ ଭୁଲରେ ବି କେବେ ଦାନ ରେ ଦେବା ଉଚିତ ନୁହେଁ ? Vastu Tips

ବନ୍ଧୁଗଣ ଗରୁଡ ପୁରାଣରେ ଭଗବାନ କୃଷ୍ଣ ଦାନ ର ବଡ ମହତ୍ଵ ବିଷୟରେ କହିଛନ୍ତି । ଦାନ ରୁ ଧନରେ ବୃଦ୍ଧି ହୋଇଥାଏ । ଅନ୍ୟର ହିତ କରିଲେ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ଯେଉଁ ମଣିଷ ନିଜର ସାମର୍ଥ୍ୟ ଅନୁଯାୟୀ ସମୟ ସମୟରେ ଦାନ ଧର୍ମ କରିଥାଏ ତାର କେବେ ଦୁର୍ଗତି ହୁଏ ନାହିନ । ଦାନ କରିବା ଦ୍ଵାରା ମଣିଷର ଉଧାର ହୋଇଥାଏ । ମଣିଷକୁ ମୋକ୍ଷ ପ୍ରାପ୍ତ ହୁଏ । ମଣିଷ ଜୀବନରେ ଆସିବାକୁ ଥିବା ବିପଦ ଦାନ କରିବା ଦ୍ଵାରା ନଷ୍ଟ ହୋଇଯାଏ । ଆଜି ଆମେ ଜାଣିବା ସ୍ତ୍ରୀ ଙ୍କୁ କେଉଁ ଜିନିଷର ଦାନ କରିବା ଭଲ ହୋଇଥାଏ ।

1- ଲୁଣ : କୌଣସି ବ୍ୟକ୍ତି ବା ସ୍ତ୍ରୀ ଲୁଣ ପୂଜକ ବା ମନ୍ଦିରରେ ଦାନ କରିବା ଉଚିତ । ଲୁଣ ଦାନ କରିବା ସମୟରେ ସିଧା ହାତରେ ଦେବା ଉଚିତ ଅଥବା ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ଆଗରେ ଦାନ କରିବା ଉଚିତ । ଏହାଦ୍ବାରା ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ।

2- ଯଦି କୌଣସି ରୋଗରେ ପୀଡିତ ଅଛନ୍ତି ବା ଖରାପ ଶକ୍ତି ପ୍ରଭାବରେ ଅଛନ୍ତି ବା ଶତ୍ରୁ ଭୟ ଅଛି ତେବେ ମଙ୍ଗଳବାର ଦିନ ନାଲି ବସ୍ତ୍ର ଦାନ କରିବା ଉଚିତ । ଏହା ଦ୍ଵାରା ସବୁ ସମସ୍ୟାର ଅନ୍ତ ହୋଇଥାଏ ।

3- କୌଣସି ବ୍ୟକ୍ତି ମାନସିକ ରୂପରେ ଚିନ୍ତାଗ୍ରସ୍ତ ଅଛନ୍ତି, ରାତିରେ ନିଦ ଆସୁ ନାହିଁ, ମନରେ ଖରାପ ବିଚାର ଆସୁଛି ତେବେ ଧଳା ତିଳ ର ଦାନ କରିବା ଉଚିତ । ଏହାଦ୍ବାରା ମଣିଷର ଦୁର୍ଗତି ଆସେ ନାହିନ ।

4- ସୋମମବାର ଦିନ ନାରୀକୁ ଶିବଲିଙ୍ଗରେ କଞ୍ଚା କ୍ଷୀର, ଚାଉଳ, ଚିନୀର ଦାନ କରିବା ଉଚିତ । ଶିବ ପୁରାଣ ଅନୁଯାୟୀ ଯେଉଁ ସ୍ତ୍ରୀ ଶିବ ମନ୍ଦିରରେ ଏହି 3ଟି ଜିନିଷ ଦାନ କରିଥାନ୍ତି ସେମାନେ ଜୀବନରେ କେବେ ବିଧବା ହୁଅନ୍ତି ନାହିଁ । ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ଓ ଧନର ବୃଦ୍ଧି ହୋଇଥାଏ ।

5- ଗରୁଡ ପୁରାଣ ଅନୁଯାୟୀ ବ୍ୟକ୍ତିକୁ ଗୁଡ ଓ ଘିଅର ଦାନ କରିଲେ ବ୍ୟକ୍ତିକୁ କେବେବି ଦୁର୍ଭାଗ୍ଯର ସମାନ କରିବାକୁ ପଡେ ନାହିଁ । ଏହା ସହ ଶନିଙ୍କ ପ୍ରଭାବ କମ ହୋଇଥାଏ ।

6- କୌଣସି ବ୍ୟକ୍ତିଙ୍କୁ ସୂର୍ଯ୍ୟାସ୍ତ ପରେ ପଇସା ଦାନ କରିବା ବ ଉଧାରରେ ଦେବା ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁଯାୟୀ ଏମିତି କରିଲେ ପଇସା ମିଳିବାରେ ଅସୁବିଧା ହୋଇଥାଏ ।

7- ବସ୍ତୁ ଶାସ୍ତ୍ର ଅନୁଯାୟୀ ସ୍ତ୍ରୀ ଙ୍କୁ ନିଜର ସୁନା ଅନ୍ୟ ସ୍ତ୍ରୀ ଙ୍କୁ ପିନ୍ଧିବାକୁ ଦେବା ଉଚିତ ନୁହେଁ ଓ ଅନ୍ୟର ଗହଣା ଉଧାରରେ ନେଇ ପିନ୍ଧିବା ଉଚିତ ଉହେନ । ଏମିତି କରିଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ସ୍ତ୍ରୀକୁ କାହାର ମଙ୍ଗଳସୂତ୍ର ପିନ୍ଧିବା ଉଚିତ ନୁହେଁ ।

8- ନିଜର ଘଣ୍ଟା କେବେବି ଅନ୍ୟ କାହାକୁ ଦେବା ଉଚିତ ନୁହେଁ । ଘଣ୍ଟାର ସମ୍ପର୍କ ସମୟ ସହ ହୋଇଥାଏ । ଘଣ୍ଟାକୁ ଅନ୍ୟକୁ ଉଧାରରେ ଦେଲେ ଭାଗ୍ୟ ତା ସହ ଚାଲି ଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ,  ଧନ୍ୟବାଦ ।

Leave a Reply

Your email address will not be published. Required fields are marked *