ଭଗବାନ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ କଳସ ଓ ଜାଣନ୍ତୁ ଆପଣଙ୍କ ଜୀବନରେ ଦୁଃଖ କେବେ ସରିବ- Personality Test

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି କଳସ ର ଚିତ୍ର । କଳସ ବା ନଡିଆ କୁ ଶୁଭ ବୋଲି ମାନାଯାଏ । ଆପଣ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କ ଜୀବନରୁ କେବେ ଦୁଃଖ ସରିବ । ତାହା ଜାଣିବା ପାଇଁ ଏହି 3ଟି କଳସ ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହି କଳସ ଆପଣଙ୍କ ଭାଗ୍ୟ ଭବିଷ୍ୟତ ବିଷୟରେ କହି ପାରିବ । ଆପଣଙ୍କୁ ଏଥିପାଇଁ ମାତ୍ର 3 ସେକେଣ୍ଡ ର ସମୟ ଦିଆଯିବ । ଆସନ୍ତୁ ଆଲୋଚନା କରିବା ବିଷୟ ବସ୍ତୁ ଉପରେ ।

1- ଯଦି ଆପଣ ପ୍ରଥମ ନଜର ରେ ପ୍ରଥମ କଳସ କୁ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଲାଗି ରହିଛି । ଜୀବନରେ ଗତି କରୁଥିବା ଉଚ୍ଚ ନିଚ୍ଚ କାରଣରୁ ଆପଣଙ୍କ ଭାଗ୍ୟ ସାଥ ଦେଉ ନାହିଁ । ଏହି କାରଣରୁ ଆପଣ ନିଜର ଚିନ୍ତା ସ୍ତରରେ ପରିବର୍ତ୍ତନ ଆସୁଛି । କିନ୍ତୁ ଜାଣି ରଖନ୍ତୁ ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ କରୁଛି । ଆପଣ ଗଭୀର ବ୍ୟକ୍ତି ଅଟନ୍ତି । ଯିଏକି ଅଯଥା ସମୟ ନଷ୍ଟ କରନ୍ତିନି । ଆପଣ ନିଜ ଜୀବନରେ ସଫଳ ହେବେ । ଆପଣ ନାରୀଙ୍କ ଚିନ୍ତାରେ ଆଉ ବ୍ୟଥିତ ହେବେ ନାହିଁ । ଶତ୍ରୁ ମାନେ ପରାଜୟ ବରଣ କରିବେ ।

2- ଆପଣଙ୍କୁ ଦ୍ଵିତୀୟ କଳସ ଟି ପସନ୍ଦ ଆସିଥିଲେ ଆପଣ ଯେଉଁ ବି କାର୍ଯ୍ୟକୁ ନେଇ ଚିନ୍ତିତ ଅଛନ୍ତି ତାହା ଦୂର ହେବ । ଆପଣ କୌଣସି ବି ନିସ୍ପତି ନେବା ସମୟରେ ଦ୍ଵନ୍ଦ ରେ ରହିଥାନ୍ତି । ଆପଣ ଯେଉଁ ବି କାର୍ଯ୍ୟ ହାତକୁ ନେବେ ତାହାକୁ ନେବା ପୂର୍ବରୁ ଅଧିକ ବିଚାର କରିଥାନ୍ତି । ଏହି କାରଣରୁ ଆପଣ ଭଲ ସୁଯୋଗ ହରାଇଥାନ୍ତି । ଆପଣଙ୍କର ଏହି ସ୍ଵଭାବକୁ ବଦଲାଇବାର ଅଛି । ନିଜର ଜୀବନ ସାଥିଙ୍କ କଥାକୁ ସ୍ଵତନ୍ତ୍ର ଭାବେ ମାନନ୍ତୁ । ଆପଣଙ୍କର ଅଯଥାରେ ଅପବ୍ୟୟ ନିନ୍ଦା ହେଉଛି । ଆପଣ ଧର୍ଯ୍ୟବାନ, ବିବେକବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଯେଉଁ ସ୍ଥିତିରେ ରହିଛନ୍ତି ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଟିକେ ଟିକେ କଥାରେ ରାଗିବା ଭଳି ଗୁଣ ଆପଣଙ୍କ ଠାରେ ରହିଥାଏ ।

3- ଆପଣଙ୍କୁ ତୃତୀୟ କଳସ ଟି ପସନ୍ଦ ଆସିଥିଲେ ଆପଣ ସନ୍ତାନଙ୍କୁ ନେଇ କଷ୍ଟ ଭୋଗ କରୁଛନ୍ତି । ଆପଣଙ୍କ ମନରେ ନାନା ଉଦବେଗ ଜାତ ହେଉଛି । ପାରିବାରିକ ଜୀବନ କଷ୍ଟରେ ଗତି କରୁଛି । ଅନ୍ୟ ମାନଙ୍କ ପାଇଁ ବିଶେଷ ଚିନ୍ତା ରହୁଛି । ଗୋଟେ ବର୍ଷ ଏହିପରି ଆପଣ ଛନ୍ଦି ହେବେ । ପଣ୍ଡିତଙ୍କ ଦ୍ଵାରା ଜାତକ ଦେଖାଇ ନିଅନ୍ତୁ । ଅର୍ଥ ଅଭାବ ଆପଣଙ୍କୁ ଚିନ୍ତାରେ ପକାଇଛି । ଆପଣ ପଛ କଥା ଭାବନ୍ତୁ ନାହିଁ । କାରଣ ବର୍ତ୍ତମାନ ଆପଣଙ୍କ ପାଇଁ ସମୟ ବଳବାନ ରହିଛି । ଜାତକରେ ଶ୍ରେଷ୍ଠ ଦଶା ଭୋଗ ହେଲାଣି । ଶୁଭ ଫଳ ଆପଣଙ୍କୁ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *