ଭଗବାନ ଶଙ୍କରଙ୍କର ସବୁଠାରୁ ଅଧିକ ପ୍ରିୟ ହୋଇଥାନ୍ତି ଏହି 6ଟି ନାମର ବ୍ୟକ୍ତି…

ବନ୍ଧୁଗଣ ସୃଷ୍ଟି ର ପାଳନ ହାର ହେଉଛନ୍ତି ସ୍ଵୟଂ ପ୍ରଭୁ ଶିବ ଶଙ୍କର । ପ୍ରତେକ ବ୍ୟକ୍ତି ମହାଦେବଙ୍କ କୃପା ପାଇବାକୁ ଇଚ୍ଛା ରଖିଥାନ୍ତି । ମହାଦେବ ନିଜ ଭକ୍ତଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇ ସେମାନଙ୍କର କଷ୍ଟ ଦୂର କରିଥାନ୍ତି । ବହୁତ କମ ଲୋକ ହୋଇଥାନ୍ତି ଯେଉଁ ମାନେ ମହାଦେବ ଙ୍କ ଠାରୁ ଦୂରେଇ ରାଜିବାକୁ ପସନ୍ଦ କରିଥାଏ । ଭୋଳାନାଥ ଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡିଥାଏ ସେହି ବ୍ୟକ୍ତି ଜୀବନରେ ସବୁ ସମସ୍ଯା ଦୂର ହୋଇଥାଏ ।

ଆଉ ସେହି ବ୍ଯକ୍ତିର ଜୀବନ ଖୁସି ରେ ଭରିଯାଏ । ଆଜି ଆମେ ଆପଣଙ୍କୁ ଏମିତି 6ଟି ନାମର ବ୍ୟକ୍ତିଙ୍କ ବିଷୟାରେ ଜାଣିବା ଯେଉଁ ମାନେ ମହାଦେବଙ୍କର ଅଂସ ହୋଇଥାନ୍ତି । 1- A ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତି କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ପ୍ରିୟ ହୋଇଥାନ୍ତି । ଭଗବାନ ଶିବ ଏମାନଙ୍କ ଜୀବନରେ କେବେ ବି ସମସ୍ଯା ଆସିବାକୁ ଦିଅନ୍ତି ନାହିଁ । ଏମାନଙ୍କୁ ଭୋଳାନାଥ ସବୁବେଳେ ରକ୍ଷା କରିଥାନ୍ତି । ଯଦି ଏମାନଙ୍କ ଜୀବନରେ କେବେ ବି ଆସିଯାଏ ଭୋଳାନାଥ ଏମାନଙ୍କୁ ରକ୍ଷା କରିଥାନ୍ତି ।

2- C ନାମର ବ୍ୟକ୍ତି : ଏହି ନାମରୁ ଆରମ୍ଭ ହେଉଥିବା ବ୍ୟକ୍ତି ମହାଦେବଙ୍କ ଅଂସ ହୋଇଥାନ୍ତି । ଏମାନଙ୍କୁ ପ୍ରତେକ କ୍ଷେତ୍ରରେ ମହାଦେବ ସାହାର୍ଯ୍ୟ କରିଥାନ୍ତି । ଏମାନଙ୍କ ସହ ଯଦି କେହି ଶତ୍ରୁତା କରେ ତେବେ ତାହାର ଖରାପ ସମୟ ଜଲ୍ଦି ଆରମ୍ଭ ହୋଇଯାଏ ।

3- J ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କର ଆମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ଭକ୍ତ ହୋଇଥାନ୍ତି । ଏହି ନାମର ବ୍ୟକ୍ତି ମହାଦେବ ଙ୍କ ଆରାଧନା କରିଥାନ୍ତି । ଭୋଳାନାଥ ଏମାନଙ୍କ ଉପରେ ଆସୁଥିବା ସବୁ ବାଧା ରୁ ମୁକ୍ତି ଦେଇଥାନ୍ତି । ଏମାନଙ୍କୁ ଖରାପ ପ୍ରସ୍ଥିତି ରୁ ରକ୍ଷା କରିଥାନ୍ତି ମହାଦେବ । ଶିବ ଶଙ୍କର ଏମାନଙ୍କ ଉପରେ ସମସ୍ଯା ଆସିବାକୁ ଦିଅନ୍ତି ନାହିଁ ।

4- P ନାମର ବ୍ୟକ୍ତି : ଏହି ଅନାମରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ ଉପରେ ଭୋଳାନାଥ ସବୁବେଳେ ପ୍ରସନ୍ନ ରହିଥାନ୍ତି । ମହାଦେବ ଏମାନଙ୍କୁ ସବୁ ସମସ୍ୟାରୁ ବାହାରିବା ପାଇଁ ପୂର୍ବରୁ ମାର୍ଗ ତିଆରି କରି ରଖିଥାନ୍ତି ।

5- S ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କର ଅନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ଉପରେ ମହାଦେବ ଙ୍କ କୃପା ସର୍ବଦା ରହିଥାଏ । ଯାହାର କାରଣରୁ ଏମାନଙ୍କୁ କେବେ ବି ସମସ୍ୟାର ସମାନ କରିବାକୁ ପଡି ନ ଥାଏ । ମହାଦେବ ଏମାନଙ୍କୁ ପ୍ରତେକ କ୍ଷେତ୍ରରେ ସାହାର୍ଯ୍ୟ କରିଥାନ୍ତି ।

6- V ନାମର ବ୍ୟକ୍ତି : କୌଣସି ଲୋକଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମହାଦେବ ସର୍ବଦା ପ୍ରସନ୍ନ ରହିଥାନ୍ତି । କେହି ଏମାନଙ୍କ ସହ ଶତ୍ରୁତା କରିଲେ ଏମାନଙ୍କୁ ମହାଦେବଙ୍କର କ୍ରୋଧର ସାମ୍ନା କରିବାକୁ ପଡିଥାଏ । ଏମାନେ ମହାଦେବଙ୍କର ଅତି ପ୍ରିୟ ହୋଇଥାନ୍ତି । ଯାହାର କାରଣରୁ ମହାଦେବ ଏମାନଙ୍କ ଉପରେ କେଉଁ ବି ସମସ୍ଯା ଆସିବାକୁ ଦିଅନ୍ତିନି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *