ଆମର ହିନ୍ଦୁ ଧର୍ମ ରେ ବାସ୍ତୁ ଶାସ୍ତ୍ର କୁ ବହୁତ ମହତ୍ଵ ଅଛି । ବାସ୍ତୁ ରେ କୁହାଯାଇଛି କି କେଉଁ ଜାଗାରେ କଣ ରଖିବା କଥା ଏହା କୁହା ଯାଇଛି । ଏହା ସହ ଏହା ମଧ୍ୟ କୁହା ଯାଇଛି କି ଆପଣ କଣ କଣ କେଉଁ ଜାଗାରେ ରଖିବା ଭଲ ହୋଇ ଥାଏ । ଆପଣ ଜାଣି ଥିବେ କି ଆମେ ଯାହା ଭି ଯେଉଁ ଜାଗାରେ ରଖିବା କଥା ତାକୁ ସେହି ଜାଗାରେ ରହିବା କଥା ନହେଲେ ଆପଣଙ୍କ ପାଇଁ ଏହା ଖରାପ ପ୍ରଭାବ ପକାଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଆମେ ବିଛଣା ତଳେ କଣ କଣ ରଖିବା ମନା ହୋଇ ଥାଏ ।
ଏହା ସହ ଏହା ମଧ୍ୟ କୁହା ଯାଇଛି ଏହା କୁ କାହିଁ କି ବାହାରେ ରଖିବା କଥା ବିଛଣା ତଳେ। ଆମ ଶୋଇବା ଘରେ ଆମେ ଅଧିକ ସମୟ ବିତାଇ ଥାଉ । ଏହା ମଧ୍ୟରେ ଏକ ବିଛଣା ଥାଏ । ଆମେ ଅଧିକ ସମୟ ଶୋଇବା ଘରେ ବିତାଇ ଥାଉ । ଆଜି ଆମେ ଖିବା ପାଇଁ ଯାଉଛୁ କି ଆପଣ ଯଦି ଏହି 5 ଟି ଜିନିଷ କୁ ବିଛଣା ରେ ରଖିବା ଦ୍ଵାରା ଆମେ ଅଧିକ ଧନ ଲାଭ କରି ପାରିବା । ଆପଣ ଏକ କମ କରନନ୍ତୁ କିଛି ସୋରିଷ ଓ କିଛି ଲୁଣ କୁ ନେଇ ଏହାକୁ ନିଜ ବିଛଣା ତଳେ ରଖୀ ଦିଅନ୍ତୁ । ଏହା ପରେ ଆମେ ଏହାକୁ ନେଇ ବିଛଣା ତଳେ ରଖିବା ପରେ ଆପଣଙ୍କ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଖୁବ ଭାଲ ହେବ । ଓ ଘରେ ଶାନ୍ତି ରହିବ ।
ଏହା ସହ ଆମେ ଆଉ ଏକ କାମ କରିବା କି ଆମେ ଆମ ବିଛଣା ତଳେ ଆପଣ ଏକ ଷ୍ଟିଲ ର ଛୁରି ରଖୀ ଦିଅନ୍ତୁ । ଏହା ଦ୍ଵାରା ଆପଣ ଦେଖିବେ ଆପଣଙ୍କୁ ଆସୁଥିବା ଖରାପ ସ୍ଵପ୍ନ ଆଉ ଆସିବ ନି । ଏହା ସହ ଆପଣ ଏକ କାମ କରି ପାରିବେ ଏହାକୁ ଆପଣ ରଖିବା ପରେ ଦେଖିବେ କି ତନ୍ତ୍ର ମନ୍ତ୍ର ମଧ୍ୟ କାମ ଦେବନି । ଆପଣଙ୍କ ମନରେ ଶଙ୍କା ଥିଲେ ଦେଖିବେ ଏହା କରିବା ଦ୍ଵାରା ଆପଣ ଖୁବ ଭଲ ପରିଣାମ ପାଇବେ । ଏହା ସହ ଆଉ ଏକ କାମ କରି ପାରିବେ ଆପଣ ଏକ ଗୋଲାପ ଫୁଲ ନେଇ ଏହାକୁ ବୁଧବାର ଦିନ ଗଣେଶ ଭଗବାନ ଙ୍କୁ ଚଢାଇ ଦେଇ ଏହାକୁ ଆପଣ ଭଗବାନ ଙ୍କ ପାଖରୁ ନେଇ ଏହାକୁ ଖଟ ତଳେ ଏହାକୁ ଆପଣ ରଖି ଦେଲେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇଯିବ ।
ଆପଣ ଯଦି ମୟୂର ପୁଚ୍ଛ ରଖି ପାରିବେ । ଏହା ଅକରିବା ଆଡବାରା ଆପଣଙ୍କ ଘରେ କଳି ଝଗଡା ହୋଇ ଥାଏ । ଆପଣ ଜାଣି ଥିବେ କି ଏହାକୁ ରଖିବା ଦ୍ଵାରା ଆମେ ଆମ ଘରେ ହେଉଥିବା କଳି ଠାରୁ ଆପଣ ଦୂରେଇ ପାରିବେ । ଶୁଖିଲା ଲେମ୍ବୁ ଆପଣ ଏହାକୁ ପୂଜା ସ୍ଥାନରେ ରଖିବା ଦ୍ଵାରା ଏହା ଶୁଭ ହୋଇ ଥାଏ । ଆପଣ ଏକ ଲେମ୍ବୁ କୁ ଆଣିକି ଏହାକୁ ଆପଣ ପୂଜା ଘରେ ରଖି ସିନ୍ଦୁର ଦେଇକି ପୂଜା କରନ୍ତୁ ଏହାକୁ ଆପଣ ସୁଖୀ ଗଲା ପରେ ନିଜ ବିଛଣା ତଳେ ରଖି ଦେବେ ଏହା ଏକ ସୁରକ୍ଷା କବଚ ଭଳି କାମ ଦେବ ।