ମାତ୍ର ଦିନକୁ 3 ଥର ଖାଆନ୍ତୁ ଏହି ଜିନିଷ ? ଡାଇବେଟିସ ହୋଇଯିବ ମୂଳରୁ ଶେଷ! Health Tips

ଆମ ଦେଶରେ ଅନେକ ପ୍ରକାର ରୋଗ ଆଜି କଳାଇ ଲୋକଙ୍କୁ ବହୁତ ହେବାରେ ଲାଗିଛି । ଯଦି ଆମେ ଦେଖିବା ପାଇଁ ଯିବା ତ ପ୍ରତେକ ଘରେ କିଛି ନ ହେଲେ ଦୁଇ ରୁ ତିନି ଜଣ ଡାଇବେଟିସ ରୋଗ ରେ ପୀଡିତ ଥିବେ ନ ହେଲେ ମଧୁ ମେହ ରେ ପୀଡିତ ଥିବେ । ତେବେ ଏହା ପାଇଁ ଡାକ୍ତର ମାନଙ୍କ ପରାମର୍ଶ କ୍ରମେ ଔଷଧ ମଧ୍ୟ ନିଆ ଯାଉଛି । କହିବା ପାଇଁ ଗଲେ ଏହା ଏଭଳି ଏକ ରୋଗ ଯାହାକୁ ଠାରେ ହୋଇ ଗଲେ ସେ ଜୀବନ ସାରା ଏହାର ଔଷଧ କୁ ଖାଇବ । କେବଳ ସେତିକି ନୁହେଁ ।

ଯେଉଁ ମାନେ ଏହି ରୋଗରେ ପୀଡିତ ଥାନ୍ତି ସେମାନେ ଯଦି ଖ-ଣ୍ଡି-ଆ ଖାବରା ହୋଇ ଥାନ୍ତି ତ ସେମାନ ଙ୍କ ଘା ସୁଖିବା ଖୁବ କଷ୍ଟ କର ହୋଇ ଯାଇଥାଏ । ସେମାନଙ୍କ ଖ-ଣ୍ଡି-ଆ ରୁ ର-କ୍ତ ବାହାରିବା ବନ୍ଦ ହୋଇ ନ ଥାଏ । କେବଳ ସେତିକି ନୁହେଁ ଯାହାକୁ ଏହି ରୋଗ ହୋଇ ଥାଏ ସେମାନଙ୍କ ଆଖି ମଧ୍ୟ ଖୁବ ଶୀଘ୍ର ଖରାପ ହୋଇ ଯାଏ । ଯଦି କେହି ବ୍ଭି ନିୟମ ନ ମାନି କାମ କରେ ତାର ପରିଣାମ ସାଦୃଶ୍ୟ ତାକୁ ପାରାଲିଶିଶ ମଧ୍ୟ ହୋଇ ଯାଇ ପାରେ । ଯଦି ଆପଣ ଦେଖିବା ପାଇଁ ଚାହିଁ ବେ ତ ଏହାର ଅନେକ ଉଦାହରଣ ଆମେ ସବୁ ଘରେ ପାଇ ଯିବା । ଏହା ଆମ ଶରୀର ରେ ଅନ୍ୟ ରୋଗକୁ ବଢାଇବାରେ ସାହାଜ୍ଯ କରିଥାଏ ।

ଏହାକୁ କମେଇବା ପାଇଁ ଦିନରେ ସକାଳୁ ଉଠିବା ମାତ୍ରେ ଖାଲି ପାଦରେ ଚାଲିବା ଆବଶ୍ୟକ ଘାସରେ । ଏହା ସହ ଆପଣ ସବୁ ଦିନ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ । ଏହା ସହ ଆପଣ ନିଜ ଚିନ୍ତା କୁ ଦ୍ଦୁରେଇ କି ରଖିକି କିଛି ସମୟ ନିଦରେ ସୁଅନ୍ତୁ । ଏହା ପରେ ଆପଣ ଦେଖିବେ କି ଏହା ଯଦି କାମ ନ କରେ ଆପଣ ନିଜକୁ ସବୁବେଳେ ଖୁଶି ରଖିବା ପାଇଁ ଚିନ୍ତା କରନ୍ତୁ । ଦିଆନରେ କମ ରୁ କମ ରେ ୧୨ ଗ୍ଳାସ ପାଣି ପିଅନ୍ତୁ ।

ଏହି ରୋଗ ହେବା ଦ୍ଵାରା ଅନେକ ପାରିବା ଖାଇବା ପାଇଁ ମନା ହୋଇ ଯାଇ ଥାଏ । କିନ୍ତୁ ଆପଣ ସାରୁକୁ ଜାଣି ଥିବେ ସବୁ ଲୋକମାନେ ଏହାକୁ ଖାଇବା ପାଇଁ ଖୁବ ପସନ୍ଦ କରି ଥାନ୍ତି କେବଳ ସେତିକି ନୁହେଁ ଏହାର ପକୁଡି ଓ ଏହାର ତରକାରୀ ଖାଇବା ପାଇଁ ଖୁବ ପସନ୍ଦ ମଧ୍ୟ କରନ୍ତି । ଏଥିରେ ଭରପୁର ମାତ୍ରାରେ ଭିଟାମିନ ଥାଏ, କ୍ୟାଲସିୟମ, ଫାଇବର ମଧ୍ୟ ଥାଏ ।

ଏହା ସହ କଲରା ଖାନ୍ତୁ ଯାହା ଆପଣଙ୍କ ଶରୀର ରେ ଥିବା ଗ୍ଲୁକୋଜ ମେଟାବୋଲିଜିମ କୁ ତ୍ୱରାନ୍ୱିତ କରିଥାଏ । ଅଧିକ ରୁ ଅଧିକ ଏହା ଜୁଷ କ୍ଷାନ୍ତୁ । ମେଥି ଏହା ଡାଇବେଟିସ କୁ କମ କରାଇ ପାରେ । ଏହା ସହ ଜାମୁ କୋଳି ଏକ ରାମବାଣ ଭଳି କାମ କରେ । ଆପନ୍ନ ଏହି ସବୁର ସେବନ ସାଇକେଲ ଭାବେ ନିଅନ୍ତୁ ଦିନକୁ ୩ ଥର ଏହା ଦ୍ଵାରା ଆପଣଙ୍କ ଡାଇବେଟିଶ ଭଲ ହୋଇ ଜୀବ ।

Leave a Reply

Your email address will not be published. Required fields are marked *