ଭାରତରେ ସର୍ବପ୍ରଥମେ କାହାର ଆଧାରକାର୍ଡ ତିଆରି ହୋଇଥିଲା ? ଏହା ସହ ଆହୁରି 10+ GK Quiz

ନମସ୍କାର ଦର୍ଶକବନ୍ଧୁ : ଆମେମାନେ ଛୋଟବେଳୁ ପାଠପାଢି ଥାଉ । ଆଜିକାଲି ଦୁନିଆରେ ପାଠପଢିବାରେ ବହୁତ ମହତ୍ଵ ରହିଛି । ଯେପରି ଆପଣ ଶିକ୍ଷିତ ନଥିବେ ତ ତ କିଛି ନ କିଛି କ୍ଷେତ୍ରରେ ହରିଯିବେ । ଯଦି ଆପଣ ଶିକ୍ଷିତ ତ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ତ ଆଜି ଆପଣଙ୍କ ପାଇ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଆଣିଛୁ । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର ।  ୧. ଦୁନିଆର ସବୁଠାରୁ ବୁଦ୍ଧିମାନ ଜୀବ କିଏ ? ଉତ୍ତର . ସିମ୍ପାଜି

 

୨. କେଉ ଦେଶରେ ଚୁମ୍ବନ ଦେଇ ଅଭିନନ୍ଦନ କରାଯାଏ ? ଉତ୍ତର. ଆମେରିକା  ୩.  ଓଡିଶାରେ କେଉଁଠାରେ ରେଳଡବା ତିଆରି କାରଖାନା ରହିଛି ? ଉତ୍ତର. ମଞ୍ଚେଶ୍ଵର  ୪. ଭାରତରେ ସବୁଠାରୁ ବଡ ରାଜ୍ୟର ନାମ କଣ ? ଉତ୍ତର. ରାଜସ୍ଥାନ  ୫. ଭାରତର ସବୁଠାରୁ ବଡ ନଦୀର ନାମ କଣ ? ଉତ୍ତର. ଗଙ୍ଗା  ୬. ଭାରତର ସବୁଠାରୁ ବଡ ଚଉଡ଼ା ନଦୀର ନାମ କଣ ?  ଉତ୍ତର. ବ୍ରହ୍ମପୁତ୍ର  ୭.ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ? ଉତ୍ତର. ରବୀନ୍ଦ୍ରନାଥ ଟାଗୋର

୮. ଭାରତରେ ପ୍ରଥମେ କାହାର ଆଧାର କାର୍ଡ ତିଆରି ହୋଇଥିଲା ? ଉତ୍ତର. ରଞ୍ଜନା ସନୱାନେ  ୯. ଭାରତରେ ପ୍ରଥମେ କାହାକୁ କୋରନା ଟୀକା ଦିଆଯାଇଥିଲା ? ଉତ୍ତର. ମନୀଷ କୁମାର   ୧୦. କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରିଥାଏ ? ଉତ୍ତର. ପ୍ରଜାପତି  ୧୧. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ? ଉତ୍ତର. ହାତୀ  ୧୨. କେଉଁ ଫଳ ଉପାରେ ପତ୍ର ଥାଏ ? ଉତ୍ତର . ସପୁରୀ  ୧୩. ତାହା କଣ ଯାହା ଦେଲେ ବଢିଯାଏ ? ଉତ୍ତର . ଜ୍ଞାନ

୧୪. ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁତିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ? ଉତ୍ତର . ବର୍ଣ୍ଣମାଳା  ୧୫. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ? ଉତ୍ତର. ନଡିଆ ଗଛ  ୧୬. ରାତିରେ ଅଛି କିନ୍ତୁ ଦିନରେ ନହିଁ । ତାହା କଣ ? ଉତ୍ତର. ଅନ୍ଧାର ୧୭. ହାତ ନହିଁ ,ଗୋଡ ନହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ? ଉତ୍ତର. ଖବର କାଗଜ  ୧୮. ବାମରୁ ପଢିଲେ ଓଜନିଆ , ଡାହାଣରୁ ପଢିଲେ ନହିଁ ତାହା କଣ ? ଉତ୍ତର . ଟୋନ / ନୋଟ  ୧୯. କେଉଁ ହାଣ୍ଡିରେ ଭାତ ହୁଏ ନହିଁ ? ଉତ୍ତର . କଳାହାଣ୍ଡି

୨୦. ଲାଞ୍ଜ ଅଛି ହେଲେ ଡେଣା ନହିଁ ଆକାଶରେ ଉଡେ ସାଇଁ ସାଇଁ ତାହା କଣ ?  ଉତ୍ତର . ଗୁଡି  ୨୧. କେଉଁ ଜୀବ ଦିନ ରାତି ସୁଏ ନହିଁ ? ଉତ୍ତର . ମାଛ  ୨୨. କାହାର ଗୋଡ ନହିଁ କିନ୍ତୁ ଚାଲି ଥାଏ ? ଉତ୍ତର . ଟେଲିଭିଜନ  ୨୩. ୧୨ ବର୍ଷରେ ଠାରେ କେଉଁ ଫୁଲ ଫୁଟିଥାଏ ? ଉତ୍ତର . ନୀଳକୁରଞ୍ଜି  ୨୪. ପଇଡ ପାଣି ପିଇବା ଦ୍ଵାରା ଶରୀରରେ କଣ ବଢିଥାଏ ? ଉତ୍ତର . ହଜମ ଶକ୍ତି  ୨୫.କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ? ଉତ୍ତର . ହରିଣ ୨୬. କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ? ଉତ୍ତର . ଚିଙ୍ଗୁଡି   ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜରେ ଲାଇକ ,କାମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *