କେଉଁ ଜିନିଷ ଶୁଖିଲେ 2 କେଜି, ଓଦାରେ 1 କେଜି, ଜଳିଗଲେ 3 କେଜି ହୋଇଥାଏ ? ଏହା ସହ ଆହୁରି 10+GK Quiz

ଆମେ ମାନେ ଛୋଟ ବେଳୁ ପାଠ ପଢି ଥାଉ କାରଣ ବର୍ତ୍ତମାନ ସମୟରେ ବିଦ୍ୟାର ବହୁତ ମୂଲ୍ୟ ରହିଛି । ଯଦି ଆପଣ ଶିକ୍ଷିତ ହେଇ ନଥିବେ ତା ହେଲେ ଆପଣ ନିଜ ଜୀବନରେ କୌଣସି ସଫଳତା ହାସଲ କରିପାରିବେ ନାହିଁ । ଯଦି ଆପଣ ଶିକ୍ଷିତ ଥିବେ ତା ହେଲେ ଆପଣ ସବୁ କ୍ଷେତ୍ରରେ ସଫଳତା ପାଇବେ । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ନେଇ ଆସିଛୁ ।

ଏହି ସବୁ ଓଡିଆ ଢଗ ଆପଣ ମାନଙ୍କ ଦୈନଦିନ ଜୀବନରେ ବହୁତ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।  ୧. କାନ୍ଥରେ ଥାଉ ସେ ଛାତରେ ଥାଏ ପୋକ ମାଛି ସବୁ ଗୋଟେଇ ଖାଏ ଶୋଷ ଲାଗିଲେ ସେ ନପିଏ ପଣି ମାଟି ଛୁଇ ଶୋଷ ଉଭେଇ ଯାଏ କୁହନ୍ତୁ ତେବେ କିଏ ତ ସିଏ ? ଉତ୍ତର . ଝିଟିପିଟି  ୨. ମାରିଦେଲି ଟେକାଟିଏ ହୋଇଗଲା ଟଙ୍କାଟିଏ କୁହନ୍ତୁ ସେ କିଏ ? ଉତ୍ତର. ତେଲୁଣି ପୋକ ।

୩.ପଶ୍ଚିମ ଦିଗକୁ ଅନାଇ ଥାଏ କଞ୍ଚା ଖାଏ ନାହି ଶୁଖିଲା ଖାଏ ମୁଁ ନ ଜାଲିଲେ ଜଳେ ଉଦାର କିଏ କହି ପାରିବ ନାମ ମୋହର ? ଉତ୍ତର. ଚୁଲି  ୪.ଫୁଲ ନାଁ ମଦନା ,ଫୁଲ ତିନି କେନା ଫୁଲ ଉପରେ କଢି ସେ ଫୁଲ ନ ପଡେ ଝଡି ? ଉତ୍ତର. କୁକୁଡା ମକୁଟ ୫. ସାଙ୍ଗ ସାଥି କିମ୍ବା ମା ବାପା ନୁହେଁ ଯେତେ ଯାଅ ତୁମେ ପାଖେ ମୁଁ ଥାଏ ହାଣିଲେ ମାରିଲେ ଛିଣ୍ଡି ନଥାଏ କଳା ରଙ୍ଗ ମୋର ,କୁହ ମୁଁ କିଏ ? ଉତ୍ତର. ଛାଇ

୬. ଫାଟ ଫାଟ ସିଏ ଜନମ ଫାଟ ,ଫାଟ ଚାରିପଟେ ବାଳ ବିଜିଦେଲେ ସିଏ ବୁଜି ହୋଇଯାଏ ଖୋଲିଦେଲେ ନିରିମଳ ? ଉତ୍ତର. ଆଖି  ୭. ଖରା ଦେଖିକି ମୁଁ ଆସିଥାଏ ,ଛାଇଦେଖିକି ମୁଁ ଲୁଚିଜାଏ ,ପବନ ଛୁଇଁଲେ ମତେ ,ମୁଁ ଲାଜେ ଲାଜେ ମରିଯାଏ ? ଉତ୍ତର. ଝାଳ  ୮.ଦେହରେ ମୋର ପ୍ରଚୁର ବଳ , ଜହ୍ନ ପରିକା ଗଢଣ ମୀରା ସମସ୍ତଙ୍କର ପ୍ରିୟ , ମୋବିନ ତମ ଜୀବନ କଷ୍ଟ ,ନାଁଟି ମୋର କୁହ ? ଉତ୍ତର. ରୁଟି ।

୯. ବୋହୁ ମରେ ଠିଆ ଗୋଇଠା ସାସୁ ଗଳିଯାଏ ଗାତରେ ଧାନ ହୁଏ ଚାଉଳ ଚୁନା ନୂଆ ବୋହୁରା ନତାରେ ? ଉତ୍ତର. ଢିଙ୍କି  ୧୦. ଫୁଲ ନୁହେଁ ହେଲେ ବାସନା ଭଲ ଧୋଇଡିଏ ସବୁ ମଶିଆ ଜନମରୁ ସିଏ ଡଉଲ ଡାଉଲ ମଳବେଳକୁ ସେ ପତିଆ ? ଉତ୍ତର. ସାବୁନ  ୧୧. କେଉ ଜିନିଷ ଶୁଖିଲେ ୨କେଜି ଓଦାରେ ୧କେଜି ଜାଲିଗଲେ ୩କେଜି ହୋଇଥାଏ ? ଉତ୍ତର. ସଲଫର   ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ ତ ଏହି ପେଜ କୁ ଲାଇକ ,କମେଣ୍ଟ , ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *