50 ବର୍ଷ ପରେ ଆସୁଛି ମହାସଂଯୋଗ, 24 ଘଣ୍ଟାରେ ଧନର ବର୍ଷା ହେବ ! ଥରେ ନିଶ୍ଚୟ ଦେଖନ୍ତୁ

ଜୀବନରେ ସବୁ ସମୟରେ କିଛି ନା କିଛି ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସମାଧାନ କରିବା ବହୁତ କଠିନ ହୋଇ ଯାଇଥାଏ । ସମାଧାନ ପାଇଁ କିଛି ପ୍ରତିକାର ମଧ୍ୟ ରହିଥାଏ । କିଛି ଲୋକ ଏହି ପ୍ରତିକାରକୁ କରିଥାନ୍ତି କିନ୍ତୁ ଆଉ କିଛି ଲୋକ ଅନ୍ଧବିଶ୍ଵାସ ଭାବି କରନ୍ତି ନାହିଁ । ଜୀବନରେ ଏପରି ଜିନିଷ ରହିଛି ଯାହା ଦ୍ଵାରା ଭାଗ୍ୟ ବଦଳାଇ ଦେଇଥାଏ । ଫଳ ମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ନଡିଆ । ନଡିଆରକୁ ବହୁତ ପବିତ୍ର ଏବଂ ମହତ୍ଵପୂର୍ଣ ମାନାଯାଇଥାଏ ।

ଆଜି ଆସନ୍ତୁ ଜାଣିବା ନଡିଆ ଦ୍ଵାରା କିପରି ନିଜ ଭବିଷ୍ୟତ ପରିବର୍ତ୍ତନ ହେଉଛି । ନଡିଆ ପ୍ରତେକ କାର୍ଯ୍ୟରେ ବ୍ୟବହାର ହୋଇଥାଏ । କୌଣସି ପୂଜା କରିବା ସମୟରେ ମଧ୍ୟ ନଡିଆର ବ୍ୟବହାର ହୋଇଥାଏ । କୌଣସିବି ପୂଜା କରିବା ପୂର୍ବରୁ ପ୍ରଥମେ କଳସ ସ୍ଥାପନ ହୋଇଥାଏ । କଳସ ବସାଇବା ସମୟରେ ନଡିଆର ବ୍ୟବହାର ମଧ୍ୟ ହୋଇଥାଏ । ସମସ୍ତ ମାଙ୍ଗଳିକ କାର୍ଯ୍ୟରେ ନଡିଆ ଦରକାର ହୋଇଥାଏ । ନଡିଆ କୌଣସି ଦେବା ଦେବୀଙ୍କୁ ପରପଣ କରିବା ଦ୍ଵାରା ସମସ୍ତ ଦୁଃଖ କଷ୍ଟ ନାସ ହୋଇଥାଏ ।

ହିନ୍ଦୁ ଧର୍ମ ଅନୁସାରେ ନଡିଆକୁ ଶ୍ରୀ ଫଳ କୁହାଯାଇଥାଏ । ଶ୍ରୀ ଫଳର ଅର୍ଥ ମା ଲକ୍ଷ୍ମୀଙ୍କର ଫଳ ହୋଇଥାଏ । ସବୁ ନଡିଆ ମାନଙ୍କ ଠାରୁ ଏକଆଖି ଥିବା ନଡିଆ ବହୁତ ଶୁଭ ଓ ଦୁର୍ଲଭ ମାନାଯାଇଥାଏ । ଏକଆଖି ନଡିଆ ମା ଲକ୍ଷ୍ମୀଙ୍କର ସ୍ଵୋରୂପ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ନଡିଆ ଥାଏ ତାଙ୍କ ଜୀବନରେ କେବେବି ଆର୍ଥିକ ସମସ୍ଯା ହୋଇନଥାଏ । ଏହି ନଡିଆ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ସ୍ଥାଇ ଭାବେ କରିଥାନ୍ତି । ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ପାଖରେ ଏକଆଖି ନଡିଆ ରାଖୀ ପୂଜା କରିଥାଏ ।

ସେହି ବ୍ୟକ୍ତିଙ୍କ ଜୀବନରେ ସମସ୍ତ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ହିନ୍ଦୁ ଧର୍ମ ଶସ୍ତ୍ର ଅନୁସାରେ ସବୁ ଦେବା ଦେବୀଙ୍କୁ ଏହି ନଡିଆ ଅର୍ପଣ କରିବା ଦ୍ଵାରା ଘରେ ସୁଖ ସମ୍ପତି ଓ ଐସୋର୍ଜ୍ୟ ପ୍ରାପ୍ତି ହୋଇଥାଏ । ଘରେ ଏକ ଏକ ଆଖିଆ ନଡିଆ ରଖିବା ଦ୍ଵାରା ଘରେର ସମସ୍ତ ବସ୍ତୁ ଦୋଷ ଠିକ ହୋଇଥାଏ । ଘରେ ଅଭିମନ୍ତ୍ରିତ ଏକ ଆଖିଆ ନଡିଆ ରହିଥାଏ ପରିବାରର କୌଣସି ତନ୍ତ୍ର ମନ୍ତ୍ର ଏବଂ ଗୁଣିଗରେଡିର ପ୍ରଭାବ ପଡିନଥାଏ । ଏକ ଆଖି ନଡିଆ ଦାଂପତ୍ଯ ଜୀବନକୁ ସୁଖମୟ କରିଥାଏ ।

ଏହି ନଡିଆ ଘରେ ରଖିବା ଦ୍ଵାରା ବୈବାହିକ ଜୀବନରେ କିଛି ସମସ୍ଯା ଥିଲେ ତାହା ବହୁତ ଶୀଘ୍ର ଦୂର ହୋଇଥାଏ । ଏକ ଆଖିଆ ନଡିଆ ଘରେ ରଖିବା ଦ୍ଵାରା ନବଗ୍ରହ ସହିତ ଥିବା ପୀଡାରୁ ମୁକ୍ତି ମିଳିଥାଏ । ଏହି ଉପାୟ ଦ୍ଵାରା ଘରେ ନଡିଆ ରଖିବା ଉଚିତ ହୋଇଥାଏ । ପ୍ରଥମେ ଏକ ଲାଲ କପଡା ଉପରେ ଏହି ନଡିଆକୁ ରଖନ୍ତୁ ଏବଂ ଏହି ମନ୍ତ୍ରକୁ ୧୧୦୦ ଥର ଜପ କରନ୍ତୁ । ଏହା କରିବା ଦ୍ଵାରା ଜୀବନରେ ସମସ୍ତ ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *