ପଣା ସଂକ୍ରାନ୍ତି ପରେ (ଆଜି) ଖାଇଦିଅନ୍ତୁ ଏହି ଜିନିଷ ପୁରା ବର୍ଷ ଧନର ଅଭାବ ରହିବ ନାହିଁ ।

ହିନ୍ଦୁ ଧର୍ମ ଅନୁସାରେ ଅନେକ ପର୍ବ ପର୍ବାଣି ରହିଛି । ସବୁ ପର୍ବ ପର୍ବାଣିକୁ ସମସ୍ତେ ଆନନ୍ଦର ସହିତ ପାଳନ କରନ୍ତି । ପ୍ରତି ବର୍ଷ ବୈଶାଖ ମାସରେ ସୂର୍ଯ୍ୟଙ୍କର ମେଷ ରାଶିରେ ଗୋଚର କରିବାକୁ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି କୁହାଯାଇଥାଏ । ପଣା ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ବହୁତ ପୂର୍ବରୁ ରହିଛି । ନିଜ ଜୀବନରେ ସୁଖ ସମୃଦ୍ଧି ଆଣିବା ପାଇଁ ବହୁତ ପ୍ରକାର ଉପାୟ କରିଥାନ୍ତି । କିନ୍ତୁ ସଂକ୍ରାନ୍ତି ଦିନ ବା ପରେ ଏହି ଉପାୟ କରିବା ଦ୍ଵାରା ଜୀବନରେ ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ସର୍ବଦା ରହିଥାଏ ।

ଧନ ସୁଖ ସମୃଦ୍ଧିରେ ସଫଳତାରେ ମଧ୍ୟ ଉନ୍ନତି କରିବେ । ଆଜି ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତି ଦିନ କଣ ସେହି ୫ଟି ଜିନିଷ ଖାଇବା ଦ୍ଵାରା ପୁରା ବର୍ଷ ଧନର କମି କେବେବି ରହିବ ନାହିଁ । ଏହି ସଂକ୍ରାନ୍ତିରେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ । ଏହି ଦିନ ସୁନା ବା ଚାନ୍ଦି କ୍ରୟ କରିବା ବହୁତ ଲାଭ ହୋଇଥାଏ । ଏହି ସଂକ୍ରାନ୍ତିରେ ଘରକୁ ଝାଡୁ ଓ ମୟୁର ପୁଛ ଆଣିବା ବହୁତ ଶୁଭ ହୋଇଥାଏ । ପଣା ସଂକ୍ରାନ୍ତି ଦିନ ମା ଲକ୍ଷ୍ମୀଙ୍କ ପାଖରେ ରାଶି ଏବଂ ଗୁଡର ଲଡୁ ନିଶ୍ଚୟ ଅର୍ପଣ କରନ୍ତୁ ।

ଏହି ଲଡୁକୁ ଭୋଗ କରି ସେହି ପ୍ରସାଦକୁ ନିଜେ ଖାଆନ୍ତୁ ଓ ପରିବାରର ସମସ୍ତଙ୍କୁ ଦିଅନ୍ତୁ । ଏହା ଦ୍ଵାରା କୌଣସି ଅର୍ଥର ସମସ୍ଯା ଦେଖାଦେବ ନାହିଁ । ବ୍ୟାପାରରେ ଉନ୍ନତି ହେବ ସହ ଧନର ମଧ୍ୟ ପ୍ରାପ୍ତି ହେବ । ସଂକ୍ରାନ୍ତି ଦିନ ଖେଚିଡି କରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣା କରନ୍ତୁ ଓ ଏହା ସହ ସେହି ପ୍ରସାଦକୁ ପରିବାରରେ ଖାଆନ୍ତୁ ଓ ଗରିବ ଲୋକଙ୍କୁ ଦାନ କରନ୍ତୁ । ଏହା ଦ୍ଵାର ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂର୍ଣ କରିଥାନ୍ତି ।

ମା ଲକ୍ଷ୍ମୀଙ୍କୁ କଦଳୀ ଓ ଅଙ୍ଗୁର ଭୋଗ ଲଗାନ୍ତୁ ଏବଂ ସେହି ଭୋଗକୁ ପରିବାରରେ ବାଣ୍ଟନ୍ତୁ । ଏହା କରିବା ଦ୍ଵାରା ପରିବାର କୌଣସି ସଦସ୍ୟଙ୍କର ଅସୁସ୍ତ ଥିଲେ ବହୁତ ଶୀଘ୍ର ଭଲ ହୋଇଯିବେ । ଏହି ସଂକ୍ରାନ୍ତି ଦିନ ବା ପରେ ଲୁଣ ଖାଇବା ଉଚିତ ଏହା ବହୁତ ଶୁଭ ହୋଇଥାଏ । ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି । କୌଣସିବି ଖାଦ୍ଯରେ ମିଶାଇ ଲୁଣ ଖାଇବା ଉଚିତ । ଜୀବନରେ କୌଣସି ଧନର ଅଭାବ ରହିବ ନାହିଁ ।

ଏହି ସଂକ୍ରାନ୍ତି ଦିନ କନ୍ଦମୂଳ ଖାଇବା ବହୁତ ଭଲ ହୋଇଥାଏ । ନିଜେ ଖାଇବା ଓ ପ୍ରରିବାରର ସମସ୍ତଙ୍କୁ ଖାଇବାକୁ ଦେବା ଉଚିତ । ଏହା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ । ନାରୀ ମାନେ ଏହି ସଂକ୍ରାନ୍ତିରେ କେଶ ଧୋଇବା ଉଚିତ ନୁହେଁ । ଏବଂ ଏହି ଦିନ ରାଗିବା ମଧ୍ୟ ଉଚିତ ନୁହେଁ । ଏହି ଦିନ ଗରିବ ଲୋକଙ୍କୁ ଦାନ କରିବା ବହୁତ ଶୁଭ ହୋଇଥାଏ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *