ସ୍ଵପ୍ନରେ ପାଣି ଦେଖିବା ଶୁଭ ନା ଅଶୁଭ ! ଦେଖନ୍ତୁ Swapna Shastra

ବହୁତ ଜଣ ଲୋକଙ୍କୁ ସ୍ଵପ୍ନ ଦୋଷ କାରଣରୁ ରାତିରେ ଠିକ ଭାବରେ ସୋଇପାରନ୍ତି ନାହିଁ । କିଛି ସାମୀରେ ଭଲ ସ୍ଵପ୍ନ ଦେଖି ଥାନ୍ତି ତ ଆଉ କିଛି ସମୟରେ ଖରାପ ସ୍ଵପ୍ନ ଦେଖିଥାନ୍ତି । ଯେକୌଣସି ସ୍ଵପ୍ନ ଦେଖନ୍ତୁ କାହା ଆଗରେ ପ୍ରକାଶ କରିବେ ନାହିଁ । ଯଦି ଆପଣ ଖରାପ ସ୍ଵପ୍ନ ଦେଖିଛନ୍ତି ତାହାଲେ ବାହାରକୁ ଯାଇ ଦୁବ ବା ଘାସ ଚନ୍ଦାଇ ଭଗବଙ୍କୁ ପ୍ରାର୍ଥନା କରି ପକାଇ ଦେବେ । ଆଜି ଆସନ୍ତୁ ଜାଣିବା ସ୍ଵପ୍ନରେ ପାଣିକୁ ଦେଖିବା ଦ୍ଵାରା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ।

ଅନେକ ଲୋକ ସମୁଦ୍ର ବା ନଦୀର ସ୍ଵପ୍ନ ଦେଖିଥାନ୍ତି । ସ୍ଵପ୍ନର ସମୟ ଅନୁସାରେ ଫଳ ଦେଇଥାଏ । କୁହାଯାଏ ସକାଳର ସ୍ଵପ୍ନ ସତ ହୋଇଥାଏ । ଯଦି ଆପଣ ରାତିରେ ଶୋଇବା ସମୟରେ ବର୍ଷର ପଣି ଦେଖା ଯାଉଛି । ଏହାର ଅର୍ଥ ହେଉଛି ନିକଟ ଭବିଷ୍ୟତରେ କୌଣସି ଶୁଭ କାର୍ଯ୍ୟ ହେବାର ଅଛି । ଯେପରିକି ବ୍ୟବସାୟରେ ଉନ୍ନତି ଦେଖା ଦେବା ,ଚାକିରିରେ ପଦୋନ୍ନତି ହେବା ,କୌଣସି କାର୍ଯ୍ୟ ପାଇଁ ସନ୍ନମାନିତ ହେବା ।

ପରିବାରରେ ବହୁତ ଖୁଶିର ବତାବରନ ହେବା । ଯଦି ଆପଣ ସ୍ଵପ୍ନରେ ବନ୍ୟାର ପଣି ଦେଖା ଯାଉଛି । ଏହାର ଅର୍ଥ ହେଉଛି ଆଗକୁ କୌଣସି ଅଶୁଭ ହେବାର ଅଛି । ବା କୌଣସି ସମସ୍ଯା ଆସିବାର ଅଛି । ଯାହା ଦ୍ଵାରା ବହୁତ ଅସୁବିଧାର ସମୁଖୀନ ହୋଇପାରନ୍ତି । ଯଦି ସ୍ଵପ୍ନରେ ଗରମ ପାଣି ଫୁଟୁଥିବାର ଦେଖିବେ । ଏହାର ଅର୍ଥ ହେଉଛି କୌଣସି ଖରାପ ସମସ୍ଯା ଆଗକୁ ଆସିବାର ଅଛି । ବା କୌଣସି ଅସୁବିଧାର ସମୁଖୀନ ହେବାକୁ ପଡିପାରେ ।

ବୈବାହିକ ଜୀବନରେ ହେଊଁ ବା ବ୍ୟବସାୟ କ୍ଷେତ୍ରରେ ହେଊଁ କିଛି ସମସ୍ଯା ଦେଖା ଦେଇପାରେ । ଯଦି ଆପଣ ସ୍ଵପ୍ନରେ କୌଣସି ସଫା ପାଣି ଦେଖୁଛନ୍ତି । ଏହାର ଅର୍ଥ ହେଉଛି ଆଗକୁ କୌଣସି ଶୁଭ ଖବର ମିଳିବାକୁ ଯାଉଛି । ବା କୌଣସି କାର୍ଯ୍ୟରେ ସଫଳତା ମିଳିପାରେ । ଯଦି ଆପଣ ସ୍ଵପ୍ନରେ ମଇଳା ପାଣି ଦେଖୁଛନ୍ତି । ଏହାର ଅର୍ଥ ହେଉଛି ଭବିଷ୍ୟତରେ କୌଣସି ନୂତନ କାର୍ଯ୍ୟ କରିବାରେ ବଞ୍ଚିବାର ଅଛି । ବ୍ୟବସାୟ କ୍ଷେତ୍ରରେ ବା ଚାକିରି କ୍ଷେତ୍ରରେ ନୂତନ କାର୍ଯ୍ୟ କରିବା ପୂର୍ବରୁ ବଞ୍ଚିବାର ଅଛି ।

କୌଣସି କାର୍ଯ୍ୟ କରିବା ପୂର୍ବରୁ ବହୁତ ଭାବିଚିନ୍ତି କରିବେ । ଯାହା ଦ୍ଵାରା ଭବିଷ୍ୟତରେ କୌଣସି ସମସ୍ଯା ଆସିବ ନାହିଁ । ଏହି ଭଳି ଅନେକ ସ୍ଵପ୍ନ ଦେଖିଥାନ୍ତି କିନ୍ତୁ କିଛି ସ୍ଵପ୍ନ ସତ ହୋଇଥାଏ । ଆଉ କିଛି ସ୍ଵପ୍ନ ସତ ହୋଇନଥାଏ । ସବୁ ସମସ୍ୟାର ସମାଧାନ ମଧ୍ୟ ରହିଛି । ସମସ୍ୟାର ସମାଧାନ ପାଇଁ କିଛି ଉପାୟ କରନ୍ତୁ ଯାହା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *