ଏହି 7ଟିରୁ ଯଦି କୌଣସି ବି 1 ସ୍ଵପ୍ନ ଦେଖାଯାଏ, ତେବେ ଏହାକୁ କାହାକୁ କହିବେନି…. ନଚେତ

ଜୀବନ ଚକ୍ରରେ ଆମ ଜୀବନରେ ସବୁ ପ୍ରକାର ସ୍ଵପ୍ନ ର ମହତ୍ଵ ଅଛି । ଯଦି ଆମେ ଦେଖିବା ପାଇଁ ଯିବା ତେବେ କିଛି ସ୍ଵପ୍ନ ଆମେ ପ୍ରତେକ ଦିନ କିଛି ନା କିଛି ଘଟଣା କୁ ଦେଖାଇ ଥାଏ । ଓ କିଛି ସ୍ଵପ୍ନ ଆମକୁ ଆମର ଭବିଷ୍ୟତ ବିଷୟରେ କହିଥାଏ । ଆମେ ସବୁ ବେଳେ ସାଙ୍ଗ ସାଥି କିମ୍ବା ଘର ଲୋକଙ୍କ ଆଗରେ ଏହାକୁ କହି ଦେଇ ଥାଉ ମାତ୍ର ଦେଖିବା ପାଇଁ ଗଲେ ଆମେ ଏହା କେବଳ ଆମ ପାଇଁ ସଂକେତ ଥାଏ । ଏହାକୁ କହିବା ଦ୍ଵାରା ଆମେ କିଛି ସମୟ ପାଇଁ ଆମ ର ଆସୁଥିବା ଭଲ ସମୟ କୁ ହରାଇ ଦେଇ ଥାଉ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆମେ କେଉଁ କେଉଁ ସ୍ଵପ୍ନ ଦେଖିଲେ ଏହା ଖୁବ ଭଲ ଅଟେ ।

ମାତ୍ର ଏହାକୁ କହିବା ଦ୍ଵାରା ଏହା ହୁଏନି । ପ୍ରଥମ ସ୍ଵପ୍ନ ହେଉଛି ସାପ କୁ ଦେଖିବା । ଯଦି ଆମେ ସ୍ଵପ୍ନ ରେ ସାପ ଦେଖୁଛେ ତେବେ ଏହା ଖରାପ ନୁହେଁ । କାରଣ ଏହା ଆମକୁ ଆଗକୁ ଆସୁଥିବା ଏକ ଭଲ ସମୟର ଲକ୍ଷଣ । ତେଣୁ କରି ଆପଣ ଏହାକୁ କାହାକୁ କହିବା ଦ୍ଵାରା ଆପଣ ପାଇବାକୁ ଯାଉଥିବା ଧନ ଓ ଭଲ ସମୟ ଆଉ ମିଳିବନୀ । ଦ୍ଵିତୀୟ ଟି ହେଉଛି ଯଦି ଆମେ କାହାର ମୃ-ତ୍ୟୁ ଦେଖୁଛେ କିମ୍ବା ନିଜର ମୃ-ତ୍ୟୁ ଦେଖୁଛେ ତେବେ ଏହା ଖୁବ ଭଲ ପରିଣାମ ଦେବ ।

ଏହାର ମାନେ ହେଉଛି କି ଆମେ ଦେଖୁଥିବା ସ୍ଵପ୍ନ ରେ ଆମେ ଆଗକୁ ଆସୁଥିବା ସ-ଙ୍କ-ଟ ରୁ ବଞ୍ଚି ଯାଇଛେ । ତେଣୁ ଆପଣ ଯଦି ଏହାକୁ କହିଦେବେ ତେବେ ଏହା ଆପଣଙ୍କୁ କାମ ଦେବନି ଓ ଖରାପ ସମୟ ନିଶ୍ଚିତ ଭାବେ ଆସିବ । ତୃତୀୟ ଟି ହେଉଛି ଯଦି ଆପଣ ନିଜକୁ ଜଙ୍ଗଲ କିମ୍ବା ସମୁଦ୍ର କିମ୍ବା ଅନ୍ୟ କିଛି ପ୍ରାକୃତିକ ଜାଗାରେ ପାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଆଗକୁ

ଭଲ ପ-ରି-ଣା-ମ ପାଇବା ପାଇଁ ଯାଉଛନ୍ତି । ଚତୁର୍ଥ ଜିନିଷ ହେଉଛି ଯଦି ଆପଣ ସ୍ଵପ୍ନ ରେ କାହାକୁ ମାଛ ଧ-ରୁ ଥିବା ର ଦେଖୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ କିଛି ଭଲ ବଡ ଧନ ରାଶି ପାଇବା ପାଇଁ ଯାଉଛନ୍ତି କିନ୍ତୁ ଏହା ବିଷୟରେ ଆପଣ କିଛି କହିବା କଥା ନୁହେଁ । କିଛି ଲୋକମାନେ ସ୍ଵପ୍ନ ରେ ନିଜ ଇଷ୍ଟ ଦେବଙ୍କ ପ୍ରତିମା ଦେଖନ୍ତି ଏହା ଖୁବ ଭଲ ପରିଣାମ ଦେବ । ଏହାର ଅର୍ଥ ହେଉଛି କି ଆପଣ ଖୁବ ସଫଳତା ପାଇବା ପାଇଁ ଯାଉଛନ୍ତି ଭବିଷ୍ୟତରେ ।

ଆପଣ ଏହି ସବୁ ସ୍ଵପ୍ନ କୁ ଦେଖିଲେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ କିନ୍ତୁ ଆପଣ ଏହାକୁ କାହାକୁ କହିବେଣୀ ତେବେ ହିନ ଏହା ଫଳପ୍ରଦ ହେବ । କିଛି ଲୋକମାନେ ଏହି ସବୁ ଘଟଣା ସବବୁଙ୍କୁ କହି ଦେଇ ଥାନ୍ତି ମାତ୍ର ଏହା କରିବା ଅନୁଚିତ ଅଟେ ।

Leave a Reply

Your email address will not be published. Required fields are marked *