ଦୀପ ର ସଳିତା ପୁରା ଜଳିଗଲେ କିମ୍ବା ବହୁତ ଜଲ୍ଦି ଲିଭିଗଲେ ମିଳିଥାଏ ଏହି 4 ସଂକେତ… ଜାଣି ନିଅନ୍ତୁ

ବନ୍ଧୁଗଣ ବହୁତ ଆଗରୁ କୁହାଯାଇଛି ଦୀପ ଜାଳିଲେ ଶୁଭ । ସମସ୍ତ ମନୁଷ୍ୟ ନିଜ ଘରର ସୁଖ ସମୃଦ୍ଧି ପାଇ ପୂଜା କରନ୍ତି ତାହା ନୁହେଁ।  କେବଳ ପ୍ରାର୍ଥନା ତାର ପ୍ରତିକାର ତାହା ନୁହେଁ । ଦୀପ ଜଳିବାର ମହତ୍ତ୍ଵ ବହୁ ଆଗରୁ କୁହାଯାଇଛି । ଦୀପ ଖାଲି ଯେ ଆମେ ଭଗବାନ ଙ୍କ ପାଖରେ ପୂଜା ପାଇ ଲଗାଉ ତାହା ନୁହେଁ । ଦୀପ ଲଗାଇବା ଦ୍ଵାରା ଆମେ କିଛି ସଂକେତ ପାଇଥାଉ । ଭଲ ହେଉ ବା ଖରାପ ଦୀପ ଦ୍ଵାରା ଜାଣି ହୁଏ ।

ଦୀପ ଜୋରରେ ଜଳିବାର ,ଜଲ୍ଦି ଲିଭିଯିବା ଏବଂ ବହୁତ ସମୟ ପର୍ଯ୍ୟନ୍ତ ଜଳିବ ତାହା ଦ୍ଵାରା ବହୁତ ସଂକେତ ମିଳେ । ଦୀପ ଯଦି ଆମେ କୌଣସି ଦିଗରେ ଲଗାଇଲେ ଅଚାନକ ଲିଭିଗଲା କିମ୍ବା ବହୁତ ସମୟ ପର୍ଯ୍ୟନ୍ତ ଜଳିଲା ଏ ସବୁରୁ ମଧ୍ୟ ଆମେ ଶୁଭ ଅଶୁଭ ଜାଣି ପାରୁ । ଯଦି ଆପଣଙ୍କର କିଛି ଧନ ଆସିବାର ଅଛି ବା ଧନ ଖର୍ଚ୍ଚ ହେବାର ଅଛି । ଅଥବା କିଛି ଶୁଭ ବା ଅଶୁଭ ଖବର ମିଳିବାର ଅଛି ତାହା ଜାଣିହୁଏ । ଦୀପକୁ ହିନ୍ଦୁ ଧର୍ମ ରେ ବହୁ ଆଗରୁ ମହତ୍ଵ ଦେଇଆସିଛନ୍ତି ।

ହିନ୍ଦୁ ମାନେ ପୂଜା ସମୟରେ ଦୀପକୁ ବ୍ୟବହାର କରନ୍ତି ।  ଅସ୍ତ୍ରଶସ୍ତ୍ର ରେ କୁହାଯାଇଛି ଦୀପକୁ ଅନ୍ଧାରରେ ରଖିଲେ ଯେପରି ସେ ଆଲୋକିତ କରେ ସେହିପରି ଜୀବନରେ ସୁଖ ଶାନ୍ତି ଭରିଦିଏ । ଘରର ଦରିଦ୍ରତାକୁ ମଧ୍ୟ ଦୀପ ସେସ କରିଦିଏ ।କିଛି ଲୋକ ଅସ୍ତ୍ରଶସ୍ତ୍ର ଅନୁସାର ନିୟମ ଗୁଡିକୁ ମାନୁନାହାନ୍ତି । ଯାହା ଫଳରେ ଜୀବନରେ ବହୁତ ଅଶାନ୍ତି  ସୃଷ୍ଟି ହେଉଛି ଏବଂ କିଛି ଶୁଭ ଫଳ ପ୍ରାପ୍ତି ହେଉନାହିଁ

ଯଦି ଆପଣ ମନ୍ଦିରରେ ବା ଘରେ ଦୀପ ଜାଲୁଛନ୍ତି  ତା ହେଲେ ଆପଣଙ୍କୁ ବହୁତ ଶୁଭ ଖବର ମିଳିଯିବ ।ଦୀପ ଆପଣଙ୍କ ଜୀବନରେ ସବୁ ନାକାରାତ୍ମକ ଶକ୍ତିକୁ ନଷ୍ଟ କରିଥାଏ । । ଯଦି କିଛି ଖରାପ ସମୟ ଚାଲିଥାଏ ଦୀପ ଦ୍ଵାରା ଜାଣିହୁଏ । ଯଦି ଘରେ ଦୀପ ଜାଳନ୍ତି ତା  ଦ୍ଵାରା ସବୁ ନକରାତ୍ମକ ଶକ୍ତି ଚାଲିଯାଏ । । ଦୀପ କୁ ଅସାନ୍ତି ର ନାସ କୁହାଯାଇଥାଏ। ଆମେ ସାମାନ୍ୟତଃ ମନ୍ଦିର ବା ଘରେ ଦୀପ ଲଗାଇ ଥାଉ ।

ବହୁ ଆଗରୁ କୁହାଯାଇଛି  ସନ୍ଧ୍ଯା ସମୟରେ ମନ୍ଦିର ରେ ଦୀପ ଜାଲିଲେ ଜୀବନ ରେ ବା ଘରେ ବହୁ ଶୁଭ ହୋଇଥାଏ ବା ଦୁଖ ଦରିଦ୍ରତା ଦୂର ହୋଇଥାଏ। ଯେଉ ଘରେ ଦୀପ ଜାଳନ୍ତି ନାହି ସେ ଘରେ ଦୁଷ୍ଟ ଶକ୍ତି ପ୍ରବେଶ କରନ୍ତି ସେ ପରିବାରର ସମସ୍ତ ବ୍ୟକ୍ତିଙ୍କର ସବୁବେଳେ ଅଶୁଭ ହୁଏ । । ସେ ଘରର ମୁରବି ଯେତେ ରୋଜଗାର କଲେବି ସଫଳ ମିଳେନାହି ସବୁବେଳେ ଘର ଲୋକ ଦୁଖୀ ରୁହନ୍ତି ।  ଆମେ ଜାଣିବା ଘରେ ଦୀପ ଲଗାଇବାର ମହତ୍ଵପୂର୍ଣ ଭୂମିକା ।

ଯଦି ଆପଣ ଦୀପ ଲଗାଉଛନ୍ତି ଦୀପର କିରଣଘରର ଘରର ଚତୁପାର୍ଶ୍ବରେ ଖେଳେଇ ଗଲେ ଏହା ଦ୍ଵାରା ନାକାରାତ୍ମକ ଦୁଷ୍ଟ ଶକ୍ତି ବାହାରିଯାଏ ଦୀପର କିରଣରେ ଶରୀର ସୁସ୍ତ ଏବଂରୋଗ ଦୂର ହୋଇଯାଏ। ଘରରର ତୁଳସୀ ଚଉରା ରେ ପ୍ରତିଦିନ ଦୀପ ଲଗାଇଲେ ଶୁଭ ହୋଇଥାଏ ଯଦି ଘିଅର ଦୀପ ଲଗାଉଛନ୍ତି ତା ହେଲେ ବହୁତ ଶୁଭ ହୋଇଥାଏ ଦୀପ ଭଗବାନଙ୍କ ପାଖରେ ଦୁଇ ପ୍ରକାରର ଜଳାଯାଏ ଯଦି ଆପଣ ଭଗବାନଙ୍କ ଡାହାଣ ରେ ଅଛନ୍ତି ତ ଘିଅର ଦୀପ ଲଗାଇବେ ।

ଯଦି ଆପଣ ଭଗବାନଙ୍କ ବାମ ପଟରେ ଅଛନ୍ତି ତ ତେଲର ଦୀପ ଲଗାଇବା ଉଚିତ। ଭଗବାନଙ୍କ ପାଖରେ ଖଣ୍ଡିଆ ଦୀପ ଲଗାଯାଏ ନାହି ଏହା ଅଶୁଭ ହୋଇଥାଏ । ପୂଜାସମୟରେ ଦୀପ ଲିଭିଯିବା ଏହା ଅଶୁଭର ସଙ୍କେତ ଅଟେ । ଦୀପ ଲଗାଇବା ସମୟରେ ଏହି ମନ୍ତ୍ର ଜପ କରିବା ଉଚିତ। ‘ଶୁଭମ କରୋତି କଲ୍ୟାଣମ ଆରୋଗ୍ଯ ଧନ ସମ୍ପାଦମ ଶତ୍ରୁ ବୁଦ୍ଧି ବିନାଶୟ ଦୀପମ ଜ୍ଯୋତି ନମୋସ୍ତୁତେ’ ।ଯଦି ଦୀପ ପୂର୍ବ ଦିଗ ରେ ରଖୁଛନ୍ତି ତା ହେଲେ ରୋଗବୃଦ୍ଧି ହୋଇଥାଏ ।

ପଶ୍ଚିମ ଦିଗ ରେ ଦୀପ ଲଗାଇଲେ ସବୁ ଚିନ୍ତା ରୁ ମୁକ୍ତି ମିଳେ । ଉତ୍ତର ଦିଗ ରେ ଧନର ଦେବତା ତ ସେହି ଦିଗରେ ଦୀପ ଲଗାଇଲେ ଧନ ବଢେ ।ଦକ୍ଷିଣ ଦିଗରେ ଦୀପ ରଖିବେ ନାହି ଏହା ମୃତୁ ର ଦିଗ।ଶନି ଦେବତା ଙ୍କ ପାଖରେ ସୋରିଷ ତେଲର ଦୀପ ଲଗାଇଲେ ଶୁଭ ହୋଇଥାଏ ।ସୂର୍ଯ୍ୟ ଦେବତାଙ୍କୁ ଘିଅ ତେଲର ଦୀପ ଜଳାଇବା ଉଚିତ ଏବଂଘିଅ ର ଦୀପ ଲଗାଇଲେ ଶରୀରର ରୋଗ ଦୂର ହୋଇଥାଏ ।ହନୁମାନ ଙ୍କ ପାଖରେ ଚମେଲୀ ତେଲର ଦୀପ ଲଗାଇଲେ ହନୁମାନ ପ୍ରସନ୍ନ ହୋଇଥାନ୍ତି। ଏହି ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ କମେଣ୍ଟ ଏବଂ ସେୟାର କରିବେ । 

Leave a Reply

Your email address will not be published. Required fields are marked *