2 ମିନିଟରେ ଦାନ୍ତବିନ୍ଧା ହୋଇଯିବ ଭଲ, ଦାନ୍ତର ପୋକ ବାହାରିଯିବେ…. ବାସ କରନ୍ତୁ ଏହି ଘରୋଇ ଉପଚାର- Toothache Home Remedies

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହୋମ ରେମଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଦାନ୍ତ ବିନ୍ଧା ସମସ୍ୟାରୁ ମୁକ୍ତି ପାଇ ହେବ । ଯଦି ଆପଣଙ୍କର ଦାନ୍ତ ରେ କଣା ହୋଇଛି ବ ଫୁଲି ଯାଇଛି ତେବେ ଏହାର ପ୍ରୟୋଗ ଦ୍ଵାରା ଭଲ ହୋଇଯିବ । ଏହା ବହୁତ ଚମତ୍କାରୀ ଉପାୟ ଅଟେ ଯେଉଁଥିରୁ ଆପଣଙ୍କୁ ଚମତ୍କାରୀ ଫାଇଦା ଦେଖିବାକୁ ମିଳିବ । ଏହି ରେମେଡି ତିଆରି କରିବା ପାଇଁ ୨ଟି ରସୁଣ ପାଖୁଡା ନେଇ ଏଥିରୁ ଚୋପା କାଢି ଦିଅନ୍ତୁ । ଏଥିରେ ପାଣିର ପ୍ରୟୋଗ ନ କରି ଏହାକୁ ଭଲ ଭାବେ ବାଟି ଦିଅନ୍ତୁ ।

ଦିତୀୟ ସାମଗ୍ରୀର ଆବଶ୍ୟକଟା ରହିଛି ଲବଙ୍ଗ ଜାହ ଦାନ୍ତ ବିନ୍ଧା ପାଇଁ ଚମତ୍କାରୀ ହୋଇଥାଏ । ଲବଙ୍ଗର ତେଲ, ଚୂର୍ଣ୍ଣ, ପାଣି ସବୁ କିଛି ଦାନ୍ତ ଜନିତ ସମସ୍ଯା ଦୂର କରିବା ପାଇଁ ଲାଭଦାୟକ ହୋଇଥାଏ । ସପ୍ତାହକୁ ଥରେ ଲବଙ୍ଗ ପାଣିରେ କୁଳି କରିଲେ ବ୍ୟାକ୍ଟେରିୟା କାରଣରୁ ଦାନ୍ତରେ ଯେଉଁ ସମସ୍ଯା ରହିଥାଏ ତାହ ଆଉ ହେବ ନାହି । ଦୁଇ ଚିମୁଟାଏ ଲବଙ୍ଗ ଗୁଣ୍ଡ ରସୁଣ ପେଷ୍ଟରେ ଆଡ କରନ୍ତୁ ।

ଏହା ପରେ ଆଡ କରନ୍ତୁ ହଳଦୀ ଯାହା ଦାନ୍ତ ଫୁଲା ପାଇଁ ଲାଭଦାୟକ ହୋଇଥାଏ । ଏବେ ଏହି ସବୁ ସାମଗ୍ରୀକୁ ମିକ୍ସ କରିବା ପାଇଁ ଅଳ୍ପ ପାଣି ପକାଇ ଏହାର ମିଶ୍ରଣ କରନ୍ତୁ । ଏହା ପରେ ସୋରିଷ ତେଲ ଆଡ କରନ୍ତୁ ଜାହ ମାଢି ଜନିତ ସମସ୍ଯା, ଦାନ୍ତ ବିଉନ୍ଧା ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ସପ୍ତାହକୁ ଦୁଇ ଥର ମାଧିରେ ସୋରିଷ ତେଲ ଓ ହଳଦୀ ମିକ୍ସ କରି ମାଢିରେ ମଶାଚ କରିବା ଦ୍ଵାରତା ଦାନ୍ତ ଷ୍ଟ୍ରଙ୍ଗ ହୋଇଥାଏ । ଏହା ଦ୍ଵାରା ଦାନ୍ତ ବିନ୍ଧା ଭଳି ସମସ୍ଯା ଜୀବନରେ ଆଉ କେବେ ହେବ ନାହି । ଯଦି ଏହି ମିଶ୍ରଣ ଗାଢ ହୋଇଯିବ ତେବେ ଏଥିରେ ଅଳ୍ପ ପାଣି ଦେଇ ପାରିବେ । ଏହାକୁ ୫ରୁ ୧୦ ମିନିଟ ସେମିତି ରଖି ଦିଅନ୍ତୁ । ଏହା ପରେ ଏକ ଗ୍ଳାସ ପାଣିକୁ ଗରମ କରି ୪ରୁ ୫ଟି ଲବଙ୍ଗକୁ ପକାନ୍ତୁ ।

ଏଥିରେ ୨ରୁ ୩ଟି ପିଜୁଳି ପାତ୍ର ଏଥିରେ ପାଜକାନ୍ତୁ ଯାହା ରାମବାଣ ଭଳି କାମ କରିଥାଏ । ଛାତିରେ କଫ ଜମିଥିଲେ ବା ଥଣ୍ଡା ହୋଇଥିଲେ ପିଜୁଳି ପତ୍ର ଲାଭଦାୟକ ହୋଇଥାଏ । ପାଣି ଗରମ ହେବା ପରେ ଲୁଣ ଆଡ କରନ୍ତୁ । ଏବେ ଏହି ପାଣିରେ ଆପଣ କୁଳି କରନ୍ତୁ । ଯେଉଁ ସାଇଡରେ ଆପଣଙ୍କର ଦାନ୍ତ ବିନ୍ଧା ହେଉଛି ସେଠାରେ କୁଳି କରନ୍ତୁ । ଏଥିପାଇଁ ଆପଣଙ୍କୁ ୫ ମିନିଟର ସମୟ ଲାଗିବ ।

ଦାନ୍ତ କୁଳି କରିବା ପରେ ପୂର୍ବରୁ ପ୍ରସ୍ତୂତ ହୋଇଥିବା ମିଶ୍ରଣକୁ ତୁଳା ରେ ନେଇ ଦାନ୍ତ ଯେଉଁଠାରେ ବିନ୍ଧା ହେଉଛି ସେଠାରେ ତୁଳା ରଖି ଉପରେ ଦାନ୍ତରେ ଚାପି ଦିଅନ୍ତୁ । ଏହାକୁ ଲଗାଇ ଅଧ ଘଣ୍ଟା ରଖିବା ପରେ ଉଷୁମ ପାଣିରେ ଲୁଣ ପକାଇ କୁଳି କରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ଯା ବହୁତ ଜଲ୍ଦି ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *