Ganesh Chaturthi 2023, (19 September) ଏହି 7 ଟି ରାଶି‌ କୋଟିପତି, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆମ ପରିବାର ତରଫରୁ ଆପଣ ମାନଙ୍କୁ ଅନେକ ଅନେକ ଶୁଭକାମନା ଓ ଶୁଭେଛା । ଚଳିତ ବର୍ଷ 19 ସେପ୍ଟେମ୍ବର ମଙ୍ଗଳବାର ରେ ପଡୁଅଛି ପବିତ୍ର ଗଣେଶ ପୂଜା । ଦୀର୍ଘ 500 ବର୍ଷ ପରେ ବନୁଅଛି ଗ୍ରହରେ ମହା ସଂଯୋଗ । ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଧନୀ ହ ଏବାକୁ ଚାହିଁଥାନ୍ତି । କିନ୍ତୁ ଭାଗ୍ୟ ଉପରେ ସବୁ କିଛି ନିର୍ଭର କରିଥାଏ । ଗ୍ରହର ଚଳନ ଦ୍ଵାରା ବ୍ଯକ୍ତିର ରାଶି ନିର୍ଭର କରିଥାଏ । ତେବେ ଏଥର ଗଣେଶ ପୂଜା ଠାରୁ କିଛି ରଶିଙ୍କର କିସ୍ମତ ଚମକିବାକୁ ଯାଉଛି । ଏହି ଦିନ ଠାରୁ ବିଶାଳ ରାଜଯୋଗ ଘଟୁଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

କୁମ୍ଭ ରାଶି : ଗଣେଶ ପୂଜା ଠାରୁ ଆପଣ ମାଲାମାଲ ହେବାକୁ ଯାଉଛନ୍ତି । ଆପଣଙ୍କୁ ଯଶ ଖ୍ଯାତି ମିଳିବ । ଆୟରେ ବୃଦ୍ଧି ଘଟିବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେବ ।

କନ୍ୟା ରାଶି : ପବିତ୍ର ଗଣେଶ ପୂଜା ଠାରୁ ଆପଣଙ୍କୁ ଭାଗ୍ଯର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଭାଗ୍ୟ ବଦଳରେ ସଫଳତା ହାସଲ କରିବେ । ଯେ କୌଣସି ନୂତନ କାମ ଆରମ୍ଭ କରିବେ ସଫଳତା ହାସଲ କରିବେ । ଦାମ୍ପତ୍ୟ ଜୀବନରେ ଜୀବନ ସାଥିଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ ।

ମେଷ ରାଶି : ଆପଣଙ୍କ ଜୀବନରେ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସହ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଯାହା ବି ସମସ୍ଯା ରହିଥିଲା ଜୀବନରେ ତାହା ଦୂର ହେବ ।

ଧନୁ ରାଶି : ଆପଣଙ୍କୁ ପବିତ୍ର ଗଣେଶ ପୂଜା ପରେ ଭାଗ୍ୟ ଖୋଲିବାକୁ ଯାଉଛି । ଦୂର ଜାଗାକୁ ଯାତ୍ରା କରିପାରନ୍ତି । ଯାହା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ । ଆପଣଙ୍କୁ ଧନ ଲାଭ ହେବ । ଯେ କୌଣସି କାର୍ଯ୍ୟ କରିବେ ଚିନ୍ତା ବିଚାର କରି କରନ୍ତୁ ।

ମକର ରାଶି : ଆପଣଙ୍କୁ ଗଣେଶ ପୂଜା ପର ଠାରୁ ପରିବାରରେ ଖୁସି ଆସିବାକୁ ଯାଉଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଗୃହକୁ ଶିଶୁଙ୍କ ଆଗମନ ହୋଇପାରେ । ରୁଣ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ବନ୍ଧୁଙ୍କ ସହଯୋଗ ପାଇବେ ।

ମିଥୁନ ରାଶି : ଆପଣଙ୍କୁ ପବିତ୍ର ଗଣେଶ ପୂଜା ପର ଠାରୁ ଭୌତିକ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ବ୍ୟାପାରୀଙ୍କର ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । କ୍ଯାରିୟର ଆପଣଙ୍କର ଚରମ ସୀମାରେ ପହଞ୍ଚିବାକୁ ଯାଉଛି । ନୂଆ କାମ ଆରମ୍ଭ କରିବା ପାଇଁ ଶୁଭ ସମୟ ଅଛି ।

ବିଛା ରାଶି : ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ବଢିବ । ବଡ ଧାରଣର ଲାଭ ପାଇବେ । ନୂଆ ଯୋଜନା ପ୍ରସ୍ତୁତ କରିବେ । ପ୍ରଭୁ ଗଣେଶଙ୍କ କୃପାରୁ ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *