ଘରର ଛାତରେ ରଖନ୍ତୁ ଏହି ଜିନିଷ, କୁବେର ଖୋଲିଦେବେ ଧନର ଭଣ୍ଡାର… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଯେମିତି ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଜୀବନରେ ଯୋଡି ହୋଇଥିବା ସୁଖ ,ଦୁଖ ,ନାକାରତ୍ମକ ସାକାରତ୍ମକ ଧନ, କଳହ ସବୁଥିରେ ପ୍ରଭାବ ପକାଇଥାଏ । ଏହି ପରି ଭାବେ ଗୃହର ଛାତ ବାସ୍ତୁ ଶାସ୍ତ୍ରର ଏକ ଅଂଶ ହୋଇଥାଏ । ଆମେ ଏହି କଥାକୁ ବହୁତ ଥର ଧ୍ୟାନ ଦେଇନଥାଉ । ଏହାର ଧ୍ୟାନ ଦେବା ନିହାତି ଜରୁରୀ ହୋଇଥାଏ । ଯଦି ଆପଣ ଗୃହର ଛାତକୁ ବାସ୍ତୁଶାସ୍ତ୍ର ହିସାବରେ ନ କରିବା ତା ହେଲେ ଆପଣଙ୍କର ଧନର ଅଭାବ ଦେଖା ଦେବ । ଯଦି ଆପଣ ପରୀକ୍ଷା କରିବେ ତେବେ ଦେଖିବେ ଗୃହର ଛାତକୁ ଦେଖିବେ ତା ହେଲେ ଜାଣିବେ ଆପଣଙ୍କର ବାସ୍ତୁ ଦୋଷ ଅଛି ।

ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଛାତ ଉପରେ ଏମିତି କିଛି ଛୋଟ ଛୋଟ ଜିନିଷ ରଖିଲେ ଆପଣଙ୍କର ଧନର ଅବାଭ ହେବ ନାହିଁ । ଯଦି ଆପଣ ଏହି ବସ୍ତୁକୁ ରଖିବେ ତା ହେଲେ ଆପଣଙ୍କର ଧନର ଭଣ୍ଡାର ଖୋଲିଯିବ । ଆସନ୍ତୁ ଜାଣିବା କେଉଁ ବସ୍ତୁକୁ ଛାତ ଉପରେ ରଖିଲେ ଆପଣଙ୍କର ଧନର ଭଣ୍ଡାର ଖୋଲିଯିବ । ଘରର ଛାତକୁ ଶନିଙ୍କ କାରକ ମାନାଯାଏ । ଯଦି ଆପଣଙ୍କର ଗୃହର ଛାତକୁ ଅପରିଷ୍କାର ରଖିବେ ତା ହେଲେ ଆପଣଙ୍କର ବେପାରରେ ସମସ୍ଯା ଦେଖା ଦେବ । ଛାତ ଉପରେ କେବେ ବି ପୁରୁଣା ଜିନିଷ ରଖିବେ ନାହିଁ । ଛାତକୁ ଯେତେ ସଫା ରଖିବେ ଆପଣଙ୍କର ଧନର ଅଭାବ କେବେ ବି ହେବ ନାହିଁ ।

ଯଦି ଆପଣଙ୍କର ଧନ ବୃଦ୍ଧି ହେବାକୁ ଚାହୁଛନ୍ତି ତା ହେଲେ ଆପଣ ଛାତ ଉପରେ ଚିନୀର ଏକ ପାତ୍ର ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଘରେ କୁବେର କିପରି ଧନର ବର୍ଷା କରି ଦେବେ । ଆପଣଙ୍କର କେବେବି ଧନର ଅଭାବ ହେବ ନାହିଁ । ଯଦି ଆପଣ ଛାତଉପରେ ପାଣିର ଟାଙ୍କି ଉତ୍ତର କିମ୍ବା ପଶ୍ଚିମ ଦିଗରେ ରଖୁ ଛନ୍ତି ତାହାଲେ ଦେଖିବେ ଆପଣଙ୍କର ଧନର ପ୍ରଭାବ ପଡିବ । ଯଦି ଆପଣଙ୍କର ବିଦେଶ ଯାତ୍ରା ପାଇଁ କିଛି ସମସ୍ଯା ଦେଖା ଯାଉଛି ଆପଣ ଡେରିରେ ବିଦେଶ ଯାତ୍ରା କରୁଛନ୍ତି ତା ହାଲେ ଆପଣ ଘରର ଛାତ ଉପରେ କଳା କିମ୍ବା ସଫା ରଙ୍ଗର ତେଲ ଢାଳି ଦିଅନ୍ତୁ ଦେଖିବେ ଆପଣ ବହୁତ ଜଲ୍ଦି ବିଦେଶ ଯାତ୍ରା କରିପାରିବେ ।

ଘରର ଛାତକୁ ଯେତେ ସଫା ରଖିବେ ଦେଖିବେ ଆପଣଙ୍କର ଘରେ ସୁଖ ଶାନ୍ତି ଧନ ରେ ପରିପୂର୍ଣ୍ଣ ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ  ଗୃହର ଛାତକୁ ଯଦି  ଅପରିଷ୍କାର ରଖିବା ତା ହେଲେ ଆପଣଙ୍କ ଗୃହରେ ବାସ୍ତୁ ସମସ୍ଯା ଦେଖା ଦବ । ଯଦି ଆପଣ ଗୃହର ଛାତ କୁ ପରିଷ୍କାର ରଖିବା ସହିତ ଆମେ କହିଥିବା କାର୍ଯ୍ୟ କରିବା ତା ହେଲେ ଆପଣଙ୍କ ଗୃହରେ କେବେ ବି ଧନର ଅଭାବ ହେବ ନାହିଁ । ଆପଣଙ୍କ ଘରେ ସୁଖ ଶାନ୍ତି ଦେଖା ଦେବ ।

Leave a Reply

Your email address will not be published. Required fields are marked *