ଯଦି ଆପଣଙ୍କ ନାମ ମଧ୍ୟ S, R, P, B, M, N ରୁ ଆରମ୍ଭ ହୋଇଥାଏ ତେବେ ଜାଣନ୍ତୁ ଆପଣଙ୍କ ପାଇଁ ଆସୁଛି ବଡ ଖୁସି ଖବର…

ବନ୍ଧୁଗଣ ଆମେ ଜାଣିଛୁ ଆମ ଜୀବନରେ ଯାହା ବି ପରିବର୍ତ୍ତନ ହେଉଛି ତାହା ମୁଖ୍ୟତଃ ଗ୍ରହ ର ଚଳନ କାରଣରୁ ହେଉଛି । ଆଜିର ସମୟରେ କେତେ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଆମ ଜୀବନରେ କେତେ ପ୍ରକାରର ସମସ୍ଯା ଓ ଖୁସି ଆସିଥାଏ । ଯାହା କି ଗ୍ରହ ଚଳନ ରୁ ହୋଇଥାଏ । ଦୁନିଆରେ କୌଣସି ବ୍ୟକ୍ତି ନିଜ ପରିଚୟ ନେଇ ଜନ୍ମ ହୋଇ ନ ଥାଏ । କିନ୍ତୁ ଯେଉଁ ରାଶି ଓ ଗ୍ରହ ନକ୍ଷତ୍ରରେ ତାହାର ଜନ୍ମ ହୋଇଥାଏ ତାହାର କାରଣରୁ ଜୀବନରେ ଅଲଗା ପରିଚୟ ବନାଇଥାଏ । ଆଜି ଆମେ ଜାଣିବା ଏମିତି କିଛି ଅକ୍ଷର ବିଷୟରେ ଯେଉଁ ମାନଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି ।

1- S ନାମର ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କ କଥାରେ ପ୍ରତେକ ବ୍ୟକ୍ତି ବହୁତ ଜଲ୍ଦି ଆକର୍ଷିତ ହୋଇ ଯାଆନ୍ତି । ଏମାନେ ଲାଭ କ୍ଷେତ୍ରରେ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଲଭ ର ମାମଲାରେ ଏମାନେ ସବୁଠୁ ଅଧିକ ଗମ୍ଭୀର ହୋଇଥାନ୍ତି । କିନ୍ତୁ କେବେ ବି ପ୍ରପୋଜ କରିପାରନ୍ତିନି । ଏମାନେ ମନରୁ ଖରାପ ହୋଇ ନ ଥାନ୍ତି ।

2- R ନାମର ଲୋକ ମାନେ ସୋସିଆଲ ଲାଇଫ ଅଧିକ ପସନ୍ଦ କରନ୍ତିନି । ଏମାନେ ତୀବ୍ର ଗତିରେ ଆଗକୁ ବଢିଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କ ପାଇଁ ପରିବାର ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏମାନେ ଏମିତି କାମ କରିବାକୁ ପସନ୍ଦ କରିଥାନ୍ତି ଯାହା କେହି କରିପାରିବେ ନାହିଁ ।

3- B ନାମର ଲୋକ ମାନେ ନୂଆ ନୂଆ ରାସ୍ତା ଖୋଜିବାରେ ବିଶ୍ଵାସ ରଖିଥାନ୍ତି । ଏମାନଙ୍କ ଜୀବନରେ କିଛି ଗୁପ୍ତ କଥା ଥାଏ ଯାହା ସେମାନଙ୍କ ନିଜ ଲୋକଙ୍କୁ ବି ଜଣା ନ ଥାଏ । ଏମାନେ ଅଧିକ ବନ୍ଧୁ ବନାନ୍ତି ନାହିଁ । ନିଜ ଲକ୍ଷ୍ୟ କୁ ହାସଲ କରିବାରେ ମାହିର ଥାନ୍ତି । ଏମାନେ ସଙ୍କୋଚିତ ସ୍ଵଭାବର ହୋଇଥାନ୍ତି ।

4- P ନାମର ଲୋକ ମାନେ ସମସ୍ୟାରେ ଫସିଥାନ୍ତି । କେବେ କେବେ ନିଜ ବିଚାର ଅନ୍ୟ ଉପରେ ପକାଇବା କାରଣରୁ ଏମାନଙ୍କୁ ସମସ୍ଯା ଆସିଥାଏ । ଏମାନେ ନିଜକୁ ଅଧିକ ଭଲ ପାଇଥାନ୍ତି । ଏମାନଙ୍କୁ ସୁନ୍ଦର ପାର୍ଟନର ମିଳିଥାଏ । ଅନେକ ସମୟରେ ନିଜ ସାଥୀଙ୍କୁ ଶତ୍ରୁତା କରିଥାନ୍ତି ତଥାପି ତାଙ୍କ ସାଥ ଛାଡନ୍ତିନି ।

5- M ନାମର ବ୍ୟକ୍ତି ମାନେ ସବୁ କଥାକୁ ଲୁଚାଇ ରଖିଥାନ୍ତି । ଯାହା ଅନ୍ୟ ପାଇଁ ଖରାପ ହୋଇଥାଏ । ଏମାନେ ପରିବାରକୁ ଭଲ ପାଇଥାନ୍ତି । ଏମାନେ ଖର୍ଚ୍ଚୀ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁଠୁ ଭଲ ଓ ଆକର୍ଷିତ ହୋଇଥାନ୍ତି ।

6- N ନାମର ଲୋକ ମାନେ ଖୋଲା ବିଚାରର ହୋଇଥାନ୍ତି । ଏମାନେ ଅନ୍ୟ ସହ ଝଗଡା କରିଥାନ୍ତି । ଏମାନଙ୍କୁ କେଉଁ ଜିନିଷର ଅଭାବ ହୁଏ ନାହିଁ । ଟଙ୍କା ପଇସାର ଅଭାବ ହୁଏ ନାହିଁ । ଏମାନେ କାମ ମାମଲାରେ ପରଫେକ୍ଟ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *