ଯଦି ବିଲେଇ ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଘରକୁ କେଉ ବିପଦ ମାଡିଆସେ ? ଏହା ସହ ଆହୁରି 10+ ଆଜିର ଅନୁଚିନ୍ତା

ଏ ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଏବଂ ସମୃଦ୍ଧିମୟ ଜୀବନ ଅତିବାହିତ କରିବାକୁ ଇଛା କରିଥାନ୍ତି । ତେଣୁ ସମସ୍ତ ଲୋକ ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଅନେକ କିଛି ନିୟମ ମାନି ଥାନ୍ତି ଏବଂ ଅନେକ ଉପାୟ ମଧ୍ୟ କରିଥାନ୍ତି । ହେଲେ ବି ଅନେକ ଲୋକ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ସେମାନଙ୍କ ଜୀବନରେ ଲଗାତର ଦୁଃଖ ଲାଗି ରହେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ ଯାହାକୁ ଆପଣ ସମସ୍ତେ ମାନିବା ଉଚିତ ।

ଏହି ସବୁ ନିୟମ ମାନିବା ଦ୍ଵାରା ଆପଣଙ୍କ ଜୀବନ ସୁଖ ଏବଂ ସମୃଦ୍ଧିମୟ ହେବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଅନୁଚିନ୍ତା ବିଷୟରେ ।  ୧- ଘରେ ପ୍ରାୟତଃ ସମସ୍ତେ ବିଲେଇ ପାଳିଥାନ୍ତି । ବିଲେଇ ଘରେ ପାଳିବା ଦ୍ଵାରା ବହୁତ ଶୁଭ ହୋଇଥାଏ । ଯଦି ବିଲେଇ ଘରେ ପିଲା ଜନ୍ମ କରେ ତ ବହୁତ ଶୁଭ ହୋଇଥାଏ । କିମ୍ବା ମାଙ୍କଡ ଫଳ ଖାଇସାରି ତାର ଚୋପା ଘର ସାମ୍ନାରେ ପକାଏ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।

୨- ଘରର ଦକ୍ଷିଣପୂର୍ବ ଦିଗରେ ମଜବୁତ ଓ ଚଉଡା ପତ୍ରଯୁକ୍ତ ଗଛ ଲଗାଇବା ଉଚିତ । ଏହା ଦ୍ଵାରା ଘରର ସୁଖସମୃଦ୍ଧି ,ଖୁସି ପରିବେଶ ସୃଷ୍ଟି ହୋଇଥାଏ । ୩- ଲଭ ବାର୍ଡ ପକ୍ଷୀର ମୂର୍ତି ଶୋଇବା ଘରେ ରଖିଲେ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିଥାଏ ।ଯେଉ ଘରେ ବସ୍ତୁଦୋଷ ରହିଛି ତ ସେହି ଘରେ ବୀନା ପଞ୍ଜୁରୀରେ ଲଭବାର୍ଡ ମୂର୍ତି ରହିବା ଦ୍ଵାରା ବସ୍ତୁଦୋଷ ଦୂର ହୋଇଥାଏ । ୪- ଘରର ଉତ୍ତର ପୂର୍ବ ଦିଗରେ ଲ୍ଯାମ୍ପ ରହିବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

୫-ଘରେ ମାଟିରେ ତିଆରି ହୋଇଥିବା ମୂର୍ତି ରଖି ପୂଜା କରିବା ଦ୍ଵାରା ଧନ ସମ୍ବର୍ଦ୍ଧିୟ ସମସ୍ଯା ଦୂର ହୋଇଥାଏ ।  ୬-ଯେଉ ଲୋକଙ୍କର ସନ୍ତାନ ହେଉନହି ତ କଳା ରଙ୍ଗର କୁକୁର ପାଳିବା ଦ୍ଵାରା ସନ୍ତାନ ପ୍ରାପ୍ତି ହୋଇଥାଏ ।  ୭- ଯଦି ସବୁବେଳେ ଅନିଷ୍ଟ ବା ଶତ୍ରୁ ବୃଦ୍ଧି ହେଉଛନ୍ତି ତ କାଉ କୁ ଖାଇବାକୁ ଦେବା ଦ୍ଵାରା ତାହା ଦୂର ହୁଏ ।  ୮- ଗୁରୁବାର ଦିନ ହାତୀକୁ କଦଳୀ ଖାଇବାକୁ ଦେବା ଦ୍ଵାରା ଏବଂ ମାଛମାନଙ୍କୁ ଅଟାରେ ତିଆରି ଗୁଳା ଖାଇବାକୁ ଦେବା ଦ୍ଵାରା ରହୁ ଓ କେତୁଙ୍କ ପ୍ରଭାବ ଦୂର ହୋଇଥାଏ ।

୯- ଘରେ କୌଣସି ପାତ୍ରରେ ମାଛ ପାଳିବା ଦ୍ଵାରା ଘର ଉପରକୁ ଆସୁଥିବା ବିପଦ ମାଛମାନେ ନିଜ ଉପରକୁ ନେଇଥାନ୍ତି ।  ୧୦-ଘର ତିଆରି କରିବା ପୂର୍ବରୁ ସେହି ସ୍ଥାନରେ ପନ୍ଦରଦିନ ପର୍ଯ୍ୟନ୍ତ ଗାଈ ରଖିବା ଦ୍ଵାରା ସେହି ସ୍ଥାନ ପବିତ୍ର ହୋଇଥାଏ । ଏହା ଦ୍ଵାରା ଅଶୁଭ ଶକ୍ତି ଦୂର ହୋଇଥାଏ ।  ୧୧- ଗୃହ ପାଳିତ ପଶୁଙ୍କ ପାଇ ରହିବାର ସ୍ଥାନ ପଶ୍ଚିମ ଓ ବାୟବ୍ୟ କୋଣରେ ହେବ ଦରକାର । ଏହା ବହୁତ ଶୁଭ ହୋଇଥାଏ ।  ୧୨- ଠାକୁର ପୂଜା କରିବା ସମୟରେ ଯଦି କୌଣସି ଅତିଥି ଆସି ଡାକନ୍ତି ଏହା ବହୁତ ଶୁଭ ହୋଇଥାଏ ।

କିମ୍ବା ଝିଟିପିଟି ସତ ସତ କରିବା ଦ୍ଵାରା ସେହି ଦିନ ଶୁଭ ହୋଇଥାଏ ।  ୧୩- ପୂଜା ସମୟରେ ଦୀପ ଲଗାଉଥିବା ବେଳେ ଦୀପ ତଳେ ଅରୁଆ ଚାଉଳ ରଖିବା ଉଚିତ ।  ୧୪- ପ୍ରତ୍ୟକ ଦିନ ଗୀତା ଭଗବତ ପାଠ କରନ୍ତୁ । ବା ସ୍ଵପ୍ନରେ ଯଦି ପାରା ଦେଖନ୍ତି ତ ଶୁଭ ସୂଚନା ମିଳିଥାଏ । ଶୋଇବା ସମୟରେ ଯଦି ଖରାପ ସ୍ଵପ୍ନା ଦେଖନ୍ତି ତ ଉଠିବା ପରେ ବାହାରକୁ ଯାଇ ଗୋଟିଏ ଦୁବ ବା ଘାସ ଛିଣ୍ଡାଇଦିଅନ୍ତୁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଜ କୁ  ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *