ଯଦି କୁକୁର ଆସି ପାଦ ଶୁଙ୍ଘେ ତେବେ କେଉଁ ସଂକେତ ମିଳିଥାଏ ? ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି ପରିବର୍ତ୍ତନ କିମ୍ବା ଖୁସିରେ ରହିବା ପାଇଁ ସଠିକ ନିୟମର ପାଳନ କରିବା ଆବଶ୍ୟକ ହୋଇଥାଏ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ବିସ୍ତାର ଭାବେ । ୧- ପ୍ରତେକ ଦିନ ଅଟାରେ ଚିନି ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦେବା ଦ୍ଵାରା ଧାର କରଜରୁ ମୁକ୍ତି ମିଳିବ ।

୨- ଯଦି କୌଣସି ଦିନ ବିଲେଇ ପାଦକୁ ଛାତି ଦିଏ ତେବେ ଅଶୁଭ ହେବା ସହ ସ୍ୱାସ୍ଥ୍ୟ ସମସ୍ଯା ହେବାର ସଂକେତ ମିଳିଥାଏ ।

୩- ସୋଇଥିବା ସମୟରେ ଯଦି ବିଲେଇ କୌଣସି ବ୍ୟକ୍ତିଙ୍କ ମୁଣ୍ଡକୁ ଛାତି ଦିଏ ଏବେ ଅଶୁଭ ହେବା ସହ ଆଇନଜନିତ ସମସ୍ଯା ଦେଖାଦିଏ ।

୩- ବିଲେଇ ଜନ୍ମ କରୁଥିବା ଫୁଲକୁ ନାଲି କପଡାରେ ବାନ୍ଧି ହାତରେ ବାନ୍ଧିଲେ କାପ ସର୍ପ ଦୋଷ ଦୂର ହେବ ସହ ନଜର ଦୋଷ ଦୂର ହୋଇଥାଏ ।

୪- ସକାଳୁ ଉଠିଲା ପରେ କେବେବି ପଶୁ ଜନ୍ତୁଙ୍କ ନାମ ଧରିବା ଦ୍ଵାରା ଅଶୁଭ ହୋଇଥାଏ । ସକାଳୁ ଉଠିବ ପରେ ଆଇନା ଦେଖିବା ଅଶୁଭ ହୋଇଥାଏ ।

୫- ଯଦି କୌଣସି ପକ୍ଷୀ ଘରେ ବସା ବାନ୍ଧେ ତେବେ ଶୁଭ ହେବ ସହ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ।

୬- ଦୀପାବଳିରେ ତୁଳସୀ ଗଛରେ ଝିଟପିଟି ଚଢି ଥିବାର ଦେଖିଲେ ଶୁଭ ହେବା ସହ ଅପାର ସମ୍ପତି ପ୍ରାପ୍ତିର ସୂଚନା ଦେଇଥାଏ ।

୭- ସକାଳୁ ଉଠିବା ପରେ ଶଙ୍ଖ ଧ୍ୱନି ଶୁଣିଲେ ଶୁଭପ୍ରଦ ହେବ ସହ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ମିଳିଥାଏ ।

୮- ରାସ୍ତାରେ ଯାଉଥିବା ସମୟରେ ଆଖି ଦେଖିଲେ ଧନ ପ୍ରାପ୍ତିର ସଂକେତ ଦେଇଥାଏ । ଘର ବାହାରେ ଧଳା ପେଚା ଲଗାତାର ଦେଖନ୍ତି ତେବେ ଶୁଭପ୍ରଦ ହୋଇଥାଏ ।

୯- ଯଦି ରାସ୍ତାରେ ଯାଉଥିବା ସମୟରେ ରୁଟି ବା କିଛି ଖାଦ୍ୟ ଧରି ଯାଉଥିବାର ଦେଖନ୍ତି ତେବେ ଧନ ଲାଭର ସଂକେତ ହୋଇଥାଏ ।

୧୦- ଯଦି ଲଗାତାର ଘରୁ ବାହାରିବା ସମୟରେ କୌଣସି ଝାଡୁ ମାରିବା ଲୋକ ଦେଖନ୍ତି ତେବେ ଶୁଭ ହେବା ସହ କିଛି ଦିନ ଭିତରେ ଧନବାନ ହେବାର ସଂକେତ ହୋଇଥାଏ ।

୧୧- କଳା ମୂଷା ରାତିରେ ପଶିବା ବା ଉତ୍ପାତ କରିଲେ ଅଶୁଭ ହେବା ସହ ରୋଗଗ୍ରସ୍ତ ବା ଶତ୍ରୁ ବୃଦ୍ଧି ହେବାର ସୂଚନା ମିଳିଥାଏ ।

୧୨- ଘରେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଲେ ନେଗେଟିଭ ଚିନ୍ତା ବୃଦ୍ଧି ପାଇଥାଏ । ଘରୁ ବାହାରକୁ ଯିବା ସମୟରେ ମୂଷା ଆଗରେ ଚାଲିଗଲେ କାର୍ଯ୍ୟରେ ବାଧା ଆସିବାର ସଂକେତ ହୋଇଥାଏ ।

୧୩- ଘରେ ଯଦି ବିଲେଇ କଳି କରନ୍ତି ତେବେ ଘରେ ଧନ ହାନି ବା ଝଗଡା ହେବାର ସଂକେତ ହୋଇଥାଏ । ଘର ଦୁଆର ମୁହଁରେ କୁକୁର ଭୋକନ୍ତି ତେବେ ଧନ ହାନି ହୋଇଥାଏ ।

୧୪- ଘରର ପୋଷା କୁକୁର ଆଖିରେ ଲୁହ ଆସେ ଓ ସେ ଖାଇବା ଛାଡି ଦିଏ ତେବେ ଘରକୁ ବିପଦ ଆସିବାର ସଂକେତ ମିଳିଥାଏ ।

୧୫- କୁକୁର ଯଦି ପାଦ ଶୁଙ୍ଘେ ତେବେ ଶୁଭପ୍ରଦ ହେବା ସହ ଅର୍ଥ ଲାଭର ସଂକେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *