ମୃତ୍ୟୁ ପୂର୍ବରୁ ସ୍ଵୟଂ ଯମରାଜ ଦେଇଥାନ୍ତି ଏହି 8ଟି ସଂକେତ ! ଆପଣଙ୍କୁ ମିଳୁଛି କି ଏହି ସଂକେତ… ରୁହନ୍ତୁ ସାବଧାନ

ବନ୍ଧୁଗଣ ଜନ୍ମ ମ-ର-ଣ ଦୁନିଆରେ କଠୋର ଶବ୍ଦ ଅଟେ ଏହାକୁ କେହି ବଦଳାଇ ପାରିବେ ନାହି । ମୃ-ତ୍ୟୁ ନାମ ଶୁଣିଲେ ପ୍ରତେକ ମଣିଷ ଭୟ କରିଥାଏ । କିନ୍ତୁ ଏମିତି କିଛି ସଂକେତ ଅଛି ଯାହା ଦ୍ଵାରା ଜଣା ପଡିଥାଏ କି ଯମରାଜ ଆମ ଆଖ ପାଖରେ ଅଛନ୍ତି । ଗରୁଡ ପୁରାଣରେ କୁହା ଯାଇଛି ମୃ-ତ୍ୟୁ-ର ଦେବତା ଯମରାଜ ମୃ-ତ୍ୟୁ ପୂର୍ବରୁ ମନୁଷ୍ୟକୁ କିଛି ସଂକେତ ଦେଇଥାନ୍ତି ।

କିନ୍ତୁ ଲୋକେ ଅଜ୍ଞାନ କାରଣରୁ ଏହି ସଂକେତ କୁ ବୁଝି ପାରନ୍ତି ନାହି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ ବିସ୍ତାର ଭାବେ ।୧- ଲୋକଙ୍କ କେଶ ବୟସ ଅନୁଯାୟୀ ଧଳା ହୋଇଥାଏ । କିନ୍ତୁ ମୃ-ତ୍ୟୁ ପାଖେଇ ଆସିଲେ ବୁଢା ହେଉ ବା ଯୁବା ହେଉ କେଶ ଧଳା ହୋଇଥାଏ । ଯାହାକୁ ଗରୁଡ ପୁରାଣରେ ମୃ-ତ୍ୟୁ-ର ପ୍ରଥମ ସଂକେତ ହୋଇଥାଏ ଓ ଯମରାଜ ସେହି ବ୍ଯକ୍ତିର ଆଖପାଖରେ ଅଛନ୍ତି ।

୨- ମୃ-ତ୍ୟୁ-ର ଦ୍ଵିତୀୟ ସଂକେତ ଇନ୍ଦ୍ରିୟ ସହ ଜଡିତ ଅଛି । ଆଖିର ପାୱାର କମଜୋର ହେବା ବା ଆଖି ଆଗରେ ଅନ୍ଧାର ହେବା ବ୍ଯକ୍ତିର ଆୟୁଷ କମ ହେବାର ସଂକେତ ଦେଇଥାଏ । ଆଖି ସହ ଶୁଣିବାର କ୍ଷମତା ମଧ୍ୟ କମ ହୋଇଥାଏ ।

୩- କେଶ ଧଳା ହେବା ସହ ଦାନ୍ତ ଭାଙ୍ଗିବା ମଧ୍ୟ ମୃ-ତ୍ୟୁ-ର ସଂକେତ ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ଯେବେ ବ୍ଯକ୍ତିର ଦାନ୍ତ ଭାଙ୍ଗିଥାଏ ଆଉ ତାର ବୟସ ଯେବେ ହୋଇଥାଉ ନ କାହିଁଙ୍କି ବୁଝିବାର ଅଛି ଯମରାଜ ଆଖପାଖରେ ଅଛନ୍ତି ।

୪- ମନୁଷ୍ୟର ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରର ଅଙ୍ଗ କମଜୋର ହୋଇଯାଏ । ମଣିଷକୁ ଛାଇବାରେ ମଧ୍ୟ ସମସ୍ଯା ହୋଇଥାଏ । ଏହି ସବୁ ଲକ୍ଷଣ ଦେଖାଗଲେ ଜାଣିବେ ମୃ-ତ୍ୟୁ ପାଖେଇ ଆସୁଛି ।

୫- ଯେବେ ମଣିଷର ମୃ-ତ୍ୟୁ ନିକଟତର ହୋଇଥାଏ ତେବେ ଆଇନାରେ ନିଜ ଚେହେରା ବଦଳରେ ଆଉ କାହାର ଚେହେରା ଦେଖାଯାଏ । ଏମିତିରେ ବ୍ୟକ୍ତିକୁ ଜୀବନ ପ୍ରେମ ପୂର୍ବକ ବିତାଇବା ଉଚିତ ।

୬- ଯେବେ ମଣିଷ ଶରୀରରୁ ଗନ୍ଧ ଆସିଥାଏ ବା ଦୀପ ର ଶିଖା ଦେଖାଯାଏ ବା ବାସ୍ନା ଜାଣିପାରେ ନାହି ତେବେ ଏହା ମୃ-ତ୍ୟୁ ପାଖେଇ ଆସିବା ସଂକେତ ହୋଇଥାଏ ।

୭- ଯେଉଁ ମଣିଷ ସ୍ଵପ୍ନରେ ବାନ୍ତି, ପରିସ୍ରା କରିବାର ଦେଖିଥାଏ, ସୁନା ବା ଚାନ୍ଦିର ଦର୍ଶନ କରିଥାଏ ତାର ୧୦ ମାସରୁ ଅଧିକ ଆୟୁଷ ନ ଥାଏ । ଏଭଳି ବ୍ୟକ୍ତି ଭୁତ, ପ୍ରେତ ବା ସୁନାର ଗଛ ମଧ୍ୟ ସ୍ଵପ୍ନରେ ଦେଖିଥାନ୍ତି ।

୮- କେହି ମଣିଷ ସ୍ଵପ୍ନରେ ଓଟ ବା ଗଧ ଉପରେ ବସି ଦକ୍ଷିଣ ଦିଗରେ ଯିବାର ଦେଖନ୍ତି ତେବେ ତାର ମୃ-ତ୍ୟୁ କିଛି ସମୟ ମଧ୍ୟରେ ହେବାକୁ ଯାଉଛି ବୋଲି ସଂକେତ ମିଳିଥାଏ । ଏଭଳି ବ୍ଯକ୍ତିର ଆଖି ର ପାୱାର କମିବା ସହ ଶୁଣିବା ଶକ୍ତି କମି ଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *