ଘରେ ଶୁଆ ପାଳୁଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ… ଶୁଆ ପାଳିବାର 5ଟି ଫାଇଦା, ହୋଇପାରିବେ କୋଟିପତି

ବନ୍ଧୁଗଣ ଅନେକ ସମୟରେ ଲୋକେ ଘରେ କୁକୁର, ବିଲେଇ ପାଳିଥାନ୍ତି । ଏମିତିକି ଶୁଆ ଭଳି ଅନେକ ପଶୁପକ୍ଷୀ ପାଳିଥାନ୍ତି । ପଶୁପକ୍ଷୀ ଙ୍କ ରହିବା, ସମୟ ବିତାଇବା ଲୋକଙ୍କୁ ବହୁତ ଭଲ ଲାଗିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପଶୁପକ୍ଷୀ ଘରେ ସୁଖ ଖୁସି ମଧ୍ୟ ଆଣିଥାନ୍ତି । ହିନ୍ଦୁ ଧର୍ମରେ ସମୃତିର ପ୍ରତୀକ ଶୁଆ କୁ ମାନାଯାଇଛି । ବିଦ୍ଵାନଙ୍କ ମତରେ ପଶୁପକ୍ଷୀ ବହୁତ ସକ୍ରିୟ ହୋଇଥାଏ ।

ଯେଉଁ ବ୍ୟକ୍ତି ପକାହରେ ଶୁଆ ବା ତୋତା ଥାଏ ତାର ଜୀବନ ସଫଳତା ଆଡକୁ ଅଗ୍ରସର ହୋଇଥାଏ । ଶୁଆ ପାଳିବାର କିଛି ଫାଇଦା ମଧ୍ୟ ରହିଛି ଯାହା ବିଷୟାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଶୁଆ ଏମିତି ଏକ ପକ୍ଷୀ ଯିଏ ସବୁ ଜିନିଷକୁ ସହଜରେ ଶିଖିଯାଏ । ଏହାକୁ ଦୋହରାଇ ଥାଏ ମଧ୍ୟ । ଶୁଆ କଥା କହିଲେ ଲୋକେ ଖୁସି ହୋଇଥାନ୍ତି । ଏହା ଦ୍ଵାରା ଘରର ବାତାବରଣ ଭଲ ହେବା ସହ ବେହତର ହୋଇଥାଏ ।

୨- ଶୁଆ ଏମିତି ଏକ ପକ୍ଷୀ ଯାହାକୁ ପାଳିବାରେ ଅଧିକ ସମସ୍ଯା ଆହୁଏ ନାହି । ଅନ୍ୟ ପଶୁ ପକ୍ଷୀ ଙ୍କ ଭଳି ଶୁଆ କୁ ବିଶେଷ ପ୍ରକାରର ଭୋଜନ ଜରୁରତ ପଡେ ନାହି । ଶୁଆ ଫଳ ବା ଅନାଜ ଭଳି ଖାଦ୍ୟ ଖାଇଥାଏ । ଯଦି ଆପଣଙ୍କ ଉପରେ କିଛି ସମସ୍ଯା ଆସିଛି ତେବେ ନିଜ ଉପରେ ଲଙ୍କା ନେଇ ୭ ଥର ବୁଲାଇ ଶୁଆ କୁ ଖାଇବାକୁ ଦେଲେ । ଏମିତି ଏକ ମାସରେ ୨୦ ଥର ନିଶ୍ଚୟ କରନ୍ତୁ । ଦେଖିବେ ଧୀରେ ଧୀରେ ସବୁ ସମସ୍ୟାର ଅନ୍ତ ହୋଇଯିବ ।

୩- ଗୋଟେ ଶୁଆ ର ଆୟୁଷ ବହୁତ ଲମ୍ବା ହୋଇଥାଏ । ପାହାଡୀ ଶୁଆ ୫୦ ବର୍ଷ ଯାଏଁ ଜୀବିତ ରହିଥାନ୍ତି । ଯଦି ଆପଣ ଘରେ ଏକା ରହୁଛନ୍ତି ତେବେ ଶୁଆ ଆପଣଙ୍କର ବିଶ୍ଵସ୍ତ ସାଥି ହୋଇପାରେ । ଶୁଆ ଆପଣଙ୍କ ସହ କଥା କହିପାରେ ବା ଖେଳିପାରେ ବା ଆପଣଙ୍କ ଏକାପଣ ଦୂର କରି ଆପଣଙ୍କୁ ହୁସି ରଖିପାରେ । ଶୁଆ ସହ ଖେଳିଲେ ଚିନ୍ତା ଦୂର ହୋଇଥାଏ । ଏମିତିରେ ଆପଣଙ୍କୁ କିଛି ବି ରୋଗ ହେବ ନାହି ।

୪- ଘରେ ଶୁଆ ପାଳିଲେ ନେଗେଟିଭ ଊର୍ଜା ଦୂର ହୋଇଥାଏ ଓ ପଜେଟିଭ ଊର୍ଜାର ସଂଚାର ତୀବ୍ର ଗତିରେ ହୋଇଥାଏ । ଯଦି ଆପଣ ଶୁଆ ପାଳୁଛନ୍ତି ବା ସେ ବାରମ୍ବାର ରୋଗରେ ପଡୁଥାଏ ବା ମରିଯାଏ ତେବେ ଶୁଆ ପାଳନ୍ତୁ ନାହି । ଏହା ଖରାପ ପ୍ରଭାବ ପକାଇପାରେ ।

୫- ଶୁଆ ଏମିତି ଏକ ପକ୍ଷୀ ଯିଏ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯେଉଁ ଘରେ ଶୁଆ ପାଳିତ ହୁଏ ସେହି ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ । ଏମିତି ଘରେ ଧନର ବୃଦ୍ଧି ହେବ ସହ ସୁଖ ସମୃଦ୍ଧି ବଜାୟ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *