ବାଛନ୍ତୁ ଗୋଟିଏ ମାଛ ଓ ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ, କେଉଁ ଖୁସି ଖବର ମିଳିବ ଆପଣଙ୍କୁ

ବନ୍ଧୁଗଣ ଆପଣଙ୍କ ଆଗରେ ରହିଛି 3ଟି ରଙ୍ଗର ମାଛ ର ଚିତ୍ର । ନାଲି, ହଳଦିଆ  ନୀଳ ରଙ୍ଗର ମାଛ ରହିଛି । ଏହି 3ଟି ରଙ୍ଗର ମାଛର ଆଧାରରେ ଆପଣ ଜାଣି ପାରିବେ ଆପଣଙ୍କ ଜୀବନର କିଛି ଗୁପ୍ତ କଥା । ଏହି 3ଟି ମାଛ ମଧ୍ୟ ରୁ କୌଣସି ଗୋଟିଏ ମାଛ ବାଛନ୍ତୁ । ଆପଣ ଜୀବନରେ କେଉଁ ସମସ୍ଯା ଦେଇ ଗତି କରୁଛନ୍ତି ଓ ଏହାର ସମାଧାନ କିପରି ହେବ ତାହା ମଧ୍ୟ ଜାଣି ପାରିବେ ।

ଆପଣ ଗୋଟେ ମାଛକୁ ବାଛି ସେହି ଅନୁଯାୟୀ ନିଜର ଭବିଷ୍ୟତ ନିର୍ଧାରଣ କରି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ନୀଳ ରଙ୍ଗର ମାଛ : ଯଦି ଆପଣ ନୀଳ ରଙ୍ଗର ମାଛ ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ସୁଖର ସମୟ ଆସି ଯାଇଛି । ସବୁ ଦୁଖ, ବ୍ଯାକୁଳ ଦୂର ହେବାକୁ ଯାଉଛି । ଏ ସବୁ ଜାତକର ମନ୍ଦ ଦଶା କାରଣରୁ ହେଉଥିଲା । ରୋଗରେ ପଡି ଅର୍ଥ ବ୍ୟୟ କରିଛନ୍ତି ।

ଗୃହ ଉପକରଣରେ ଖର୍ଚ୍ଚ କରିଛନ୍ତି । ସମ୍ମାନ ହରାଇ ଦୁଶ୍ଚିନ୍ତରେ ରହିଛନ୍ତି । ସେଥିପାଇଁ ଇଷ୍ଟ ଦେବତାଙ୍କ ପୂଜା କରନ୍ତୁ । ନିଶ୍ଚୟ ଆପଣ କିଛି ଦିନ ହେଲା ଦୁଖ ଭୋଗ କରୁଛନ୍ତି । କିନ୍ତୁ ଏବେ ଆଉ ଚିନ୍ତା କରନ୍ତୁ ନାହି । ସବୁ ଦୁଖ ଦୂର ହେବ । ମିତ୍ର ଶକ୍ତି ବୃଦ୍ଧି ପାଇବ । ଶତ୍ରୁ ମାନେ ପରାଜୟ ହେବେ । ଗ୍ରହ ଋଷ୍ଟ ଖଣ୍ଡନ ହେବ ।

୨- ହଳଦିଆ ରଙ୍ଗର ମାଛ : ଆଦି ଆପଣ ହଳଦିଆ ଅରଙ୍ଗର ମାଛ ବାଛିଛନ୍ତି ତେବେ ଆପଣ ଯାହା ପ୍ରଶ୍ନ ମନରେ ଗ୍ରହଣ କରିଛନ୍ତି ତାହା ଉତ୍ତମ ଅଟେ । ଶୁଭ ଫଳର ସମୟ ଆସିଯାଇଛି । ଆପଣଙ୍କ ଜୀବନରେ ଖୁସି ନିକଟତର ହେଲେ ବି ଜଲ୍ଦି ଶୁଭ ସମୟର ଆଗମନ ହେବ । ନିକଟରେ ଆପଣ ବନ୍ଧୁଙ୍କ ସହଯୋଗରେ ଆସିବେ । ସେହି ବନ୍ଧୁଙ୍କ ଦ୍ଵାରା ଆପଣ ବିଶେଷ ଲାଭବାନ ହୋଇପାରନ୍ତି ।

ସବୁ କାର୍ଯ୍ୟରେ ଲାଭବାନ ହେବେ । ସବୁ ବିପଦ ଆପଦ ଦୂର ହେବ । ଲାଭ କ୍ଷେତ୍ରରେ ଆସା ଅଧିକ ରହୁଛି । ଚିନ୍ତା କରନ୍ତୁ ନାହି । ବର୍ତ୍ତମାନ ଆପଣ ୭ ଦିନ ଯାଏଁ ଅସହାୟ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ୩- ନାଲି ରଙ୍ଗର ମାଛ : ଯଦି ଆପଣ ନାଲି ରଙ୍ଗର ମାଛ ଚୟନ କରିଛନ୍ତି ତେବେ ଆପଣ ବହୁତ ଚିନ୍ତାରେ ଅଛନ୍ତି । ଇଶ୍ଵର ଅଛନ୍ତି ବୋଲି ଆପଣଙ୍କର ବିଶ୍ଵାସ ହେଉ ନାହି । ଏଭଳି ସ୍ଥିତିରେ ଆପଣ ପଡିଛନ୍ତି ।

ପିତା, ମାତା ଆପଣଙ୍କର ପ୍ରଥମ ଦାୟିତ୍ଵ । ଆପଣ ତାହା ବିଶ୍ଵାସ କରୁ ନାହାନ୍ତି । ଏବେ ଯିଏ ଆପଣଙ୍କୁ ରକ୍ଷା କରିବେ ସେମାନେ ସାହାଜ୍ୟ କରିବାକୁ ଭାବ ପ୍ରକାଶ କରୁଛନ୍ତି । ଆପଣଙ୍କର ମଙ୍ଗଳ ହେବ । ଆଗାମୀ ଜୀବନରେ ସୁଖ ସୁବିଧା ମିଳିବ । କୌଣସି କାର୍ଯ୍ୟରେ ବିଶେଷ ଶୁଭ ଫଳ ପାଇବେ । ଆରାଧ୍ୟ ଦେବିଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *