ପଇସା ଗଣି ଗଣି ଥକିଯିବେ, 90 ବର୍ଷ ପରେ February 5ରେ ପଡୁଛି “ମାଘ ପୂର୍ଣ୍ଣିମା”… ଏହି 4ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ଦୀର୍ଘ 90 ବର୍ଷ ପରେ 5 ଫେବୃଆରି ରେ ଦେଖାଯିବ ମାଘ ପୂର୍ଣ୍ଣିମା ର ଚାନ୍ଦ । ମାଘ ପୁର୍ଣ୍ଣିମା ଦିନ ଗଙ୍ଗା ଜଳର ସ୍ପର୍ଶ କରିବା ମାତ୍ରେ ହିଁ ଶରୀରର ସବୁ ରୋଗ ଦୂର ହୋଇଯାଏ ଓ ସବୁ ପାପରୁ ମୁକ୍ତି ମିଳିଥାଏ । ଏହା ସହ ସ୍ଵର୍ଗ ପ୍ରାପ୍ତ ହୋଇଥାଏ । ମାଘ ସ୍ନାନ କରିବା ଦ୍ଵାରା ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଗୋ-ଦାନ, କମ୍ବଳ, ଗୁଡ ଦାନ କରିବା ଉଚିତ । ଏହି ଦିନ ବନିବାକୁ ଯାଉଛି ଦିବ୍ୟ, ଦୁର୍ଲଭ ମହା ସଂଯୋଗ କାରଣରୁ 12 ଟି ରାଶି ମଧ୍ୟରୁ ଟି ରାଶିରେ ଲାଗିବ ଲଟେରୀ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

କନ୍ୟା ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମୟ ଅତ୍ୟନ୍ତ ଶୁଭ ରହିବ । ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କୁ ଅନେକ ସାରା ଖୁସି ମିଳିବାକୁ ଯାଉଛି । ସବୁ କଠିନ ସ୍ଥିତିର ସାମ୍ନା କରିବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟାପାର କରୁଥିଲେ ଅଧିକ ଫାଇଦା ପାଇବେ । ଚାକିରି ସମ୍ବଧିତ ବଡ ଖୁସି ଖବର ମିଳିବାକୁ ଯାଉଛି ।

ମେଷ ରାଶି : ମେଷ ରାଶିର କୁଣ୍ଡଳୀରେ ଜବରଦସ୍ତ ମହା ଲକ୍ଷ୍ମୀ ଯୋଗ ବନିବାକୁ ଯାଉଛି ଯାହା କେବେ କେବେ ହୋଇଥାଏ । ସମୟ ଉତ୍ତମ ରହିବ । ଆପଣ ଏମିତି ଜଣେ ବ୍ୟକ୍ତିଙ୍କ ସହ ଭେଟ ହେବେ ଯିଏ ଆପଣଙ୍କ ଜୀବନର ଦିଶା ବଦଳାଇ ଦେବେ । ଆପଣଙ୍କ ଜୀବନରେ ସୁଖ ସୁବିଧାର ଅଭାବ ହେବ ନାହି । ଏମିତି ପରିବର୍ତ୍ତନ ଆସିବ କି ପ୍ରତେକ କ୍ଷେତ୍ର ରୁ ଲାଭ ହିଁ ଲାଭ ହେବ । ବ୍ୟାପାର ରେ ଦୁଇ ଗୁଣା ଉନ୍ନତି ହେବ । ଚାକିରି ସନ୍ଧାନ କରୁଥିଲେ ମନ ଇଚ୍ଛା ପୂରଣ ହେବ ।

କୁମ୍ଭ ରାଶି : ମା ଲକ୍ଷ୍ମୀ ଆପଣଙ୍କ ଉପରେ ଏବେ ବହୁତ ଅଧିକ ପ୍ରସନ୍ନ ହୋଇଛନ୍ତି । ଆପଣଙ୍କ ଘରେ ସୁଖ ସମୃଦ୍ଧି ପାଇବ । ଅଧିକ ଧନ ଲାଭ ହେବାର ଅଛି । ଜଲ୍ଦି ନୂଆ କାମ ଆରମ୍ଭ କରିଲେ ସଫଳତା ମିଳିବ । ଘର ପରିବାରରେ ଶାନ୍ତି ରହିବ । ବ୍ୟାପାରରେ ଅଧିକ ଫାଇଦା ମିଳିବ । ସନ୍ତାନ ସୁଖ ପ୍ରାପ୍ତ ହେବ । ବିଦେଶରେ ଯାଇ ଚାକିରି ବା ପଢିବାର ସ୍ଵପ୍ନ ଦେଖୁଥିଲେ ତାହା ପୂରଣ ହେବ ।

ତୁଳା ରାଶି : ମା ଲକ୍ଷ୍ମୀ ଙ୍କ ବିଶେଷ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି । ପୁର୍ବରୁ କରିଥିବା ମେହନତର ପରିଣାମ ଆପଣଙ୍କୁ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଯୋଗ୍ୟତାର ପ୍ରଦର୍ଶନ ଏବେ ସମସ୍ତେ ଦେଖିବେ । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବ ।

ମା ଲକ୍ଷ୍ମୀ ଏମିତି ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ । ସମାଜରେ ମାନ ସମାନ ବଢିବ । ଜବରଦସ୍ତ ରୋଜଗାର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *